Daily Archives

December 22, 2022

ଭାରତର ଚିନ୍ତା ବଢାଇଲା ଚୀନ ଭୂତାଣୁ। ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କନକ ବ୍ୟୁରୋ: ନୂଆ ବର୍ଷ ଆରମ୍ଭ ନହେଉଣୁ ପୁଣି କରୋନାର ଭୟ ଫେରିଛି । ଚୀନ, ଜାପାନରେ କରୋନା ବିସ୍ଫୋରଣ ପରେ ସତର୍କ ହୋଇଛନ୍ତି ଭାରତ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରି ଦେଶରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ଗୃହମନ୍ତ୍ରୀ,…

ଅଫିସରଙ୍କୁ କୁବେର ବନାଇ ଦେଲା ଦୁର୍ନୀତି! ଖଣି ମାଫିଆଙ୍କ ହାତବାରିସି ସାଜିଥିଲେ ସରକାରୀ ବାବୁ?

କନକ ବ୍ୟୁରୋ: ଗୟା ସାନ୍ତରା । ଇଡକଲ’ର ସୁରକ୍ଷା ଓ ତଦାରଖ ପାଇଁ ଏହି ବାବୁଙ୍କୁ ସରକାର, ଜଏଂଟ ମ୍ୟାନେଜରର ପଦବୀ ଦେଇ ଚୌକିରେ ବସାଇଥିଲେ । ହେଲେ ଏହି ବାବୁ ଜଣକ, ସରକାରଙ୍କଠାରୁ ଦରମା ନେଇ, ଖଣି ମାଫିଆଙ୍କ ପାଇଁ କାମ କରୁଥିବା ଅଭିଯୋଗ ହୋଇଛି । ବାବୁଙ୍କ ନାଁରେ ଭିଜିଲାନ୍ସରେ ମାଳମାଳ…

ବନ୍ଧା ହେଲେ କୁବେର ବାବୁ । ଗିରଫ ପରେ ସାମନାକୁ ଆସିଲା ଆୟ ବର୍ହିଭୂତ ସମ୍ପତି ଠୁଳ କରିବାର ଗୁମର ।

କନକ ବ୍ୟୁରୋ: ଇଡକଲର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଅମାପ ସମ୍ପତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । କୋଟିପତି କୁବେର ଅଫିସରଙ୍କ ଘରୁ ବାହାରିଥିବା ନଗଦ ଟଙ୍କା ଗଣିବାକୁ  ଟଙ୍କାଗଣା ମେସିନ ଲାଗିଛି । ଭିଜିଲାନ୍ସ ଯେତିକି ଖୋଳୁଛି ସେତିକି ମିଳିବାରେ ଲାଗିଛି । ଟଙ୍କା ଗଣି ଗଣି ଅଫିସର…

ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି । ସିବିଆଇ ତଦନ୍ତ ଦାବି କଲେ ଧର୍ମେନ୍ଦ୍ର । ଜବାବ ରଖିଲା ଶାସକ…

କନକ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତକୁ ନେଇ ରାଜ୍ୟ ବିଜେପି ନେତାଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି । କହିଛନ୍ତି, ଯେଉଁମାନଙ୍କ…

ଗୋବିନ୍ଦ ସାହୁ ମୃତ୍ୟୁ ନେଇ ବଢୁଛି ସସପେନ୍ସ । ଜେଲର କାଠଗଣ୍ଡି କହୁଛି, ଆତ୍ମହତ୍ୟାର କାହାଣୀ ।

କନକ ବ୍ୟୁରୋ: ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଛି । ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ଆଉ ଏତିକିବେଳେ ସାମନାକୁ ଆସିଛି ଗୋବିନ୍ଦ…

ବୁଲେଟ ଟ୍ରେନକୁ ନେଇ ଆସିଲା ବଡ ଖବର। ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ଟ୍ରାଏଲ ରନ୍ ?

କନକ ବ୍ୟୁରୋ: ୨୦୧୪ ସାଧାରଣ ନିର୍ବାଚନ ବେଳେ ବୁଲେଟ ଟ୍ରେନକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କେନ୍ଦ୍ରରେ ବିଜେପି ସରକାର ହେବା ପରେ ସମସ୍ତେ ଆଶା ରଖିଥିଲେ ଯେ ଶୀଘ୍ର ବୁଲେଟ ଟ୍ରେନରେ ଲୋକେ ବସିପାରିବେ । ସରକାର ମଧ୍ୟ ଏହା ଚାହୁଁଥିଲେ ଯେ କିଭଳି ଶୀଘ୍ର ଲୋକଙ୍କୁ ଭାରତର ପ୍ରଥମ ବୁଲେଟ…