Daily Archives

December 12, 2022

ସଂସଦର ଶୀତକାଳିନ ଅଧିବେଶନର ୫ମ ଦିନରେ ବିରୋଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥମନ୍ତ୍ରୀ,  କହିଲେ ଗୃହରେ ଶତ୍ରୁଙ୍କ…

କନକ ବ୍ୟୁରୋ : ସଂସଦର ଶୀତାକାଳୀନ ଅଧିବେଶନ ପଂଚମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା କରାଯାଇଛି । ଦେଶର ଅର୍ଥନୀତି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲୁଥିବା ସମୟରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଥିଲେ କିଛି…

ଶିକ୍ଷକଙ୍କୁ ଡରାଇବାକୁ ଚାହୁଁଛନ୍ତି କି ସରକାର । ଭିତିରିଆ ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରୁଛି…

କନକ ବ୍ୟୁରୋ: ଭୁବନେଶ୍ୱରରେ ଆନ୍ଦୋଳନ, ଫୁଲବାଣୀରେ ପ୍ରସ୍ତୁତ ହେଉଛି ତାଲିକା । ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିବାର ଚିଠି ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚିଠିରେ କୁହାଯାଇଛି ଶିକ୍ଷକଙ୍କୁ ଏକା ସମୟରେ ଏତେ ଲମ୍ବା ଛୁଟି…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟିପ୍ପଣୀ । କହିଲେ ସମ୍ବିଧାନର ସୁରକ୍ଷା ପାଇଁ ମୋଦୀଙ୍କ…

କନକ ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରାଜ ପଟେରିଆଙ୍କ ବିବାଦୀୟ ବୟାନ୍ ସାମ୍ନାକୁ ଆସିଛି । ସମ୍ବିଧାନ ବଂଚାଇବାର ଅଛି ତ, ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ, ଏଭଳି ବୟାନ୍ ଦେଇ ବିବାଦରେ ଫଶିଛନ୍ତି ଏହି କଂଗ୍ରେସ ନେତା । ପାନ୍ନାରେ ଏକ…

୨ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ଭୂପେନ୍ଦ୍ର ପଟେଲ । ୬ଜଣ ନୂଆ ଚେହେରାଙ୍କ ସହ ୧୬ଜଣ ମନ୍ତ୍ରୀଙ୍କ ଶପଥ ପାଠ

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଯେଉଁ ରେର୍କଡ ସହ ଜିତ ହାସଲ କରିଛି ତାହା ରାଜ୍ୟରାଜନୀତିର ଇତିହାସରେ ଲିପିବଦ୍ଧ ହୋଇ ସବୁଦିନ ପାଇଁ ରହିବ । ଏହି ଐତିହାସିକ ବିଜୟ ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୁପେନ୍ଦ୍ର ପଟେଲ । ୧୮ ତମ…

ପରକୀୟା ପ୍ରୀତିର ଲୋମଟାଙ୍କୁରା ପରିଣତି । ସ୍ତ୍ରୀର ପ୍ରେମିକକୁ ମାରି ପୋଡ଼ି ଦେଲା ସ୍ୱାମୀ । ପାଉଁଶକୁ ପୋଖରୀରେ ଦେଲା…

କନକ ବ୍ୟୁରୋ: ହତ୍ୟାର ପ୍ରମାଣ ଖୋଜିବା ପାଇଁ ପୋଖରୀ ଭିତରୁ ହାଡ଼ ଖୋଜୁଛି ପୁଲିସ୍ । ପରକୀୟ ପ୍ରୀତି କେତେ ଭୟଙ୍କର ହୋଇପାରେ ଏହି ଚିତ୍ରରୁ ସ୍ପଷ୍ଟ ବାରି ହେଉଛି । ନିଖୋଜ୍ ଶୈଳେନ୍ଦ୍ର ଜେନାଙ୍କ ସମ୍ପର୍କରେ ଯେଉଁ ଆଶଙ୍କା କରାଯାଉଥିଲା, ଅବିକଳ ସେଇଆ ଘଟିଛି । ହତ୍ୟାକାରୀ ଦୀପୁ ସାହୁ ଏବଂ…

ଭୋଜି ଖାଇ ଫେରିବା ବେଳେ ବାଟରେ ଜଗିଥିଲା ମୃତ୍ୟୁର କୂଅ । ଛତିଶଗଡ଼ କାଙ୍କେର ରାସ୍ତା କଡ଼ରେ ଘଟିଲା ଅଘଟଣ

କନକ ବ୍ୟୁରୋ: ବିବାହ ଭୋଜି ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ । ଉମରକୋଟରୁ ପରିବାର ସହ ଛତିଶଗଡ କାଙ୍କେର ଜିଲ୍ଲାରେ ଏକ ବାହାଘରକୁ ଯାଇଥିଲେ ସପନ ସରକାର । ସାଥୀରେ ପତ୍ନୀ ରୀତା ସରକାର, ତାଙ୍କ ପଡ଼ୋଶୀ ହଜାରି ଢାଲି ଓ ରୀତାଙ୍କ ଭାଇ ବିଶୁ ଅଧିକାରୀ ବି ଯାଇଥିଲେ । ହେଲେ ଫେରିବା ରାସ୍ତାରେ…