Daily Archives

December 12, 2022

ମହିଳା ପୋଲିସଙ୍କ ସାହସିକତା, ଛାତ୍ରୀ ସାଜି ରାଗିଂର କଲେ ପର୍ଦ୍ଦାଫାଶ

କନକ ବ୍ୟୁରୋ : ୨୪ ବର୍ଷିୟା ଶାଲୀନ ଚୌହାନଙ୍କ ସାହସିକତା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଦେଖିବାକୁ ଖୁବ ସାଧାସିଧା ଓ ହସ ହସ ଚେହେରାର ଝିଅଙ୍କ ସାହସିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ୨୪ବର୍ଷୀୟ ଶାଲୀନି ଏକ କଲେଜର ବେଶ କିଛି ଦିନ ହେବ ଚାଲିଥିବା ରାଗିଂ ସମସ୍ୟାକୁ ବେଶ ରୋଚକ ଢଙ୍ଗରେ…

ମହିଳାଙ୍କ ପ୍ରତିନିଧିତ୍ୱ ନେଇ ଉଠିଲା ପ୍ରଶ୍ନ । ମହିଳାଙ୍କ ଭୋଟ ଉପରେ ସବୁ ରାଜନୈତିକ ଦଳର ନଜର । ହେଲେ ସାରା ଦେଶରେ…

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପରେ ଭାରତରେ ଗୋଟିଏ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଜିତିଥିବା ରାଜେନୈତିକ ଦଳ ଗୁଡିକ ନିଜ ଜିତର କାରଣ ମହିଳା ଭୋଟର ବୋଲି କହୁଥିବାବେଳେ ବିଭିନ୍ନ ନିର୍ବାଚନ ଓ ଉପ ନିର୍ବାଚନରେ ମହିଳାଙ୍କୁ ଟିକେଟ୍ ମଧ୍ୟ ଦେବାକଥା ସାମ୍ନାକୁ ଆସିଛି ।…

ଆଇନଜୀବୀଙ୍କ ଉପରେ ଆହୁରି କଠୋର ହେଲେ ସୁପ୍ରିମକୋର୍ଟ । କହିଲେ, ଓଡ଼ିଶା ପୁଲିସ ନପାରିଲେ ପଠାଇବୁ କେନ୍ଦ୍ରୀୟ ଫୋର୍ସ

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ବାରଣ ସତ୍ତ୍ୱେ ଜୋର ଧରିଲା ଓକିଲ ଆନ୍ଦୋଳନ । ସମ୍ବଲପୁରରେ ପୋଲିସ  ଓ ଆନ୍ଦୋଳନକାରୀ ଓକିଲ ହେଲେ ମୁହାଁମୁହିଁ । ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ସେପଟେ ଓକିଲଙ୍କ ଆନ୍ଦୋଳନକୁ ନେଇ…

ଗଜପତି ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ । ୫୦ ଜଣ ଅନାଥ ପିଲାଙ୍କୁ ବୁଲାଇଲେ ଦର୍ଶନୀୟ ସ୍ଥାନ 

କନକ ବ୍ୟୁରୋ: ଗଜପତି ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ । ୫୦ ଜଣ ଅନାଥ ପିଲାଙ୍କୁ ଦର୍ଶନୀୟ ସ୍ଥାନ ବୁଲାଇଲେ ଜିଲ୍ଲାପାଳ । ଗଜପତି ଜିଲ୍ଲାର ପ୍ରାଉଡ଼.ଆର ସୀତାପୁର ସ୍ଥିତ ଜଗନ୍ନାଥ ନିକେତନ ଏବଂ ଏସ.ଉରୁଡ଼ା ସ୍ଥିତ ବିବେକାନନ୍ଦ ଅନୁଷ୍ଠାନରେ ରହୁଥିବା ୫୦ଜଣ ପିଲାଙ୍କୁ ବିଭିନ୍ନ ସ୍ଥାନ…

କେନ୍ଦ୍ରାପଡ଼ା ଧୁମାତ ପଞ୍ଚାୟତରେ ବିଦ୍ୟୁତିକରଣ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ । କାଗଜ କଲମରେ ଲୁଟିନେଲେ ଲକ୍ଷାଧିକ…

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଧୁମାତ ପଞ୍ଚାୟତରେ ବିଦ୍ୟୁତ୍ ବଲବ ସଜାଡ଼ିବାରେ ବ୍ୟାପକ ଦୂର୍ନୀତି ଅଭିଯୋଗ । ନୂଆ ବଲବ କିଣିଲେ ୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୁରୁଣା ବଲବ ସଜାଡିବାରେ ଖର୍ଚ୍ଚ ହୋଇଛି ୩୧ ଶହ ଟଙ୍କା । କାଗଜ କଲମରେ କାମ କରି ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା । ତେବେ…

ବିପଦସଙ୍କୁଳ ଅବସ୍ଥାରେ ଓଭରବ୍ରିଜ୍ । ବାଜିରେ ଲାଗୁଛି ଲୋକଙ୍କ ଜୀବନ ।

କନକ ବ୍ୟୁରୋ: ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଥିବା ମାନପୁର ଓଭରବ୍ରିଜଟି ଏବେ ଦୁର୍ବଳ ଓ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ଓଭରବ୍ରିଜ୍ ଉପରେ ଭାରିଯାନ ଚଳାଚଳ କରୁଥିବାରୁ ଏହା ଉପରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ବ୍ରିଜର ବିଭିନ୍ନ ସ୍ଥାନରେ…