Daily Archives

December 3, 2022

ଶାଶୂଘର ବନାମ ବାପଘର । ବର୍ଷା ବରିହାଙ୍କୁ ନେଇ ତୀବ୍ର ହେଲା ଆକ୍ଷେପ-ପ୍ରତିଆକ୍ଷେପ । ଭୁବନେଶ୍ୱରରେ ଦେଖିବାକୁ ମିଳିଲା…

କନକ ବ୍ୟୁରୋ: ଶାଶୂଘର, ବାପଘରକୁ ନେଇ ରାଜନୀତି । ଦିବଙ୍ଗତ ବିଧାୟତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରି ପଦ୍ମପୁରରେ ସମବେଦନାର ଭୋଟ ହାତେଇବାକୁ ଉଦ୍ୟମ କରିଛି ବିଜେଡି । ହେଲେ ସେପଟେ ବିଜେପି, ପଦ୍ମପୁରରେ ଏଭଳି ଏକ ମାହୋଲ ତିଆରି କରି କରିଛି, ଯେମିତି ବର୍ଷା ସିଂ…

ନବୀନଙ୍କ ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ କଲେ ଧର୍ମେନ୍ଦ୍ର । ପ୍ରେସମିଟ୍ କରି ଜବାବ ରଖିଲା ବିଜେଡି ।

କନକ ବ୍ୟୁରୋ: ପଦ୍ମପୁରବାସୀଙ୍କୁ ନବୀନଙ୍କ ପ୍ରତିଶ୍ରୁତି ପରେ ପୁଣିଥରେ ଆରମ୍ଭ ହୋଇଛି ବୟାନବାଜୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ୨୨ ବର୍ଷର ହିସାବ ମାଗିଛନ୍ତି । ଆଉ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ ପରେ ଉତ୍ତର ରଖିଛି ବିଜେଡି । ଜବାବ ମାଗିଲେ ଧର୍ମେନ୍ଦ୍ର…

ପଦ୍ମପୁରରେ ସରିଲା ପ୍ରଚାର । ଶେଷଦିନରେ ଶକ୍ତି ପ୍ରଦର୍ଶନ କଲା ବିଜେପି । ସେପଟେ ଘର ଘର ବୁଲି ପ୍ରଚାର କଲେ ବର୍ଷା

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ସରିଛି ପ୍ରଚାର । ଶେଷ ଦିନରେ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ସବୁଦଳର ହେବିୱେଟ୍ ନେତା ନିଜ ନିଜ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର । ହେଲେ ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବ୍ରହ୍ମପୁରରେ ଭାରତର ଦ୍ୱିତୀୟ ବୃହତ୍ତମ ଅଶୋକ ସ୍ତମ୍ଭ । ଆର୍ମି ଏୟାର ଡିଫେନସ କଲେଜରେ ହେବ ସ୍ଥାପନ

କନକ ବ୍ୟୁରୋ: ଭାରତର ଦ୍ୱିତୀୟ ବୃହତମ ଅଶୋକ ସ୍ତମ୍ଭ । ବ୍ରହ୍ମପୁର ସହରର କାରିଗର ପ୍ରସ୍ତୁତ କରିଛନ୍ତି ଭାରତର ଦ୍ୱିତୀୟ ବୃହତମ ଅଶୋକ ସ୍ତମ୍ଭ । ଏହି ଅଶୋକ ସ୍ତମ୍ଭକୁ ଗୋଳାବନ୍ଧଠାରେ ଥିବା ଆର୍ମି ଏୟାର ଡିଫେନସ କଲେଜ ପରିସରରେ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ୧୦୦ ବର୍ଷ…

ପାପୁଲି ହରାଇବା ପରେ ବି ହାରିନାହାନ୍ତି ମୋହନାର ଅବିନାଶ । ପାଠ ପଢୁଛନ୍ତି, ବଡ ମଣିଷ ହେବାକୁ ଚେଷ୍ଟା ଜାରି ରଖିଛନ୍ତି…

କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାର ମାନିନାହାଁନ୍ତି ଅବିନାଶ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ହାତ ପାପୁଲି ହରାଇବା ପରେ କମିନି ମନୋବଳ । ପାପୁଲି ନଥାଇବି ଲେଖୁଛନ୍ତି ପାଠ । ପାପୁଲି ବିନା ପଢ଼ାଲେଖା କରିବାକୁ କଷ୍ଟ ହେଉଥିଲେ ବି ସେ ଚେଷ୍ଟା ଜାରି ରଖିଛନ୍ତି । ତେଣୁ ସରକାର କିମ୍ବା…

ଦିବ୍ୟାଙ୍ଗଙ୍କ ବନ୍ଧୁ ପାଲଟିଛନ୍ତି ଦିବ୍ୟାଙ୍ଗ । ଦିବ୍ୟାଙ୍ଗଙ୍କ ସେବାରେ ଲାଗିଛନ୍ତି ଦିବ୍ୟାଙ୍ଗ ଅମରେନ୍ଦ୍ର ।

କନକ ବ୍ୟୁରୋ: ଦିବ୍ୟାଙ୍ଗଙ୍କ ବନ୍ଧୁ ପାଲଟିଛନ୍ତି ଦିବ୍ୟାଙ୍ଗ । ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ନିଜେ ଦିବ୍ୟାଙ୍ଗ ହୋଇ ବି ଜୀବନରେ ସଫଳାତର ପାହାଡ ଚଢିପାରିଛନ୍ତି ରାୟଗଡ଼ାର ଅମରେନ୍ଦ୍ର ନାଥ । ନିଜର ଏକ ଛୋଟିଆ ପାନ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଦିବ୍ୟାଙ୍ଗ ମାନେ…