Daily Archives

December 3, 2022

ବସୁଧା ଯୋଜନାର ବାସ୍ତବତା । ହଳଦୀ ରଙ୍ଗର ଗୋଳିଆ ପାଣି ପିଉଛନ୍ତି ୨୫ ପରିବାର ।

କନକ ବ୍ୟୁରୋ: ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହି ସବୁ ଯୋଜନା ଏବେ ପ୍ରହସନ ପାଲଟିଛି । କେଉଁଠି ପାଇପ ଫାଟି ପାଣି ନଷ୍ଟ ହେଉଛି ତ ପୁଣି କେଉଁଠି ଲୋକଙ୍କୁ ମିଳୁନି ବିଶୁଦ୍ଧ ପାଣି । ଢେଙ୍କାନାଳ ମଠଖୋକସା ଗାଁରେ ଅଚଳ ଜଳ ପ୍ରକଳ୍ପ…

ଯନ୍ତ୍ରଣା ଦେଉଛି ଅଜଣା ରୋଗ: ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବା ବେଳେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ତପସ୍ୱିନୀ

କନକ ବ୍ୟୁରୋ: ବୋଝ ଉପରେ ନଳିତାବିଡ଼ା ପାଲଟିଛି ଅଭାବ ଅନାଟନ ସାଙ୍ଗକୁ ଅଜଣା ରୋଗର ଯନ୍ତ୍ରଣା । ନା ରୋଗର ଚିକତ୍ସା କରିବାକୁ ଅର୍ଥ ଅଛି ନା ଚଳିବାକୁ ସାମର୍ଥ୍ୟ । ଢେଙ୍କାନାଳ ଭୁବନ ମଠଖୋକସା ଗାଁର ତପସ୍ୱିନୀ ପାତ୍ର । ବୟସ ମାତ୍ର ୨୨ ବର୍ଷ ହେବ । ଜନ୍ମରୁ ସବୁକିଛି ଠିକ୍ଠାକ୍ ଥିଲା । ହେଲେ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଟିଏମକୁ ଅକ୍ତିଆରକୁ ନେବାକୁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ: କମ୍ପାନୀରେ ପହଞ୍ଚି…

କନକ ବ୍ୟୁରୋ: ଓଟିମକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଟିଏମର ଜମି, ଯନ୍ତ୍ରାସ ଓ କୋଠାକୁ ନିଜ ଅକ୍ତିଆରକୁ ନେବ ପ୍ରଶାସନ । ଚୌଦ୍ୱାର ସ୍ଥିତ ଓଟିଏମ କାରଖାନା ସହ ଓଟିଏମ କଲୋନୀରେ ଅଧିକାରୀ ମାନେ ପହଂଚି ସର୍ବେକ୍ଷଣ ଆରମ୍ଭ କରିଛନ୍ତି । ଆସନ୍ତା ୫ ତାରିଖ…

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଭାବନୀୟ ଘଟଣା । ୩ ଦିନରେ ଗଲାଣି ୨୮ଜଣଙ୍କ ଜୀବନ ।

କନକ ବ୍ୟୁରୋ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ୩ ଦିନରେ ଗଲାଣି ୨୮ ଜଣଙ୍କର ଜୀବନ । ରୋଗୀଙ୍କୁ ବେଡ୍ ମିଳୁନଥିବା ବେଳେ ଚିିକିତ୍ସା ପାଇଁ ନେବାକୁ ପଡୁଛି ଅନୁମତି । ଚିକିତ୍ସା ଅଭାବରୁ ଘରୋଇ ମେଡ଼ିକାଲ ଉପରେ ରୋଗୀ ନିର୍ଭର କରୁଥିବା ଅଭିଯୋଗ ହୋଇଛି । ତେବେ ପଛୁଆ ଅଞ୍ଚଳରେ…

କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ, ଜବାବ ରଖିଲା ବିଜେଡି। ସସ୍ମିତ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ ଛଡା କରିଛନ୍ତି କଣ?

କନକ ବ୍ୟୁରୋ: ପଦମପୁର ଉପନିର୍ବାଚନ ପ୍ରଚାର ବେଳେ ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ନେଇ ଜବାବ ରଖିଛି ଦଳ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରେସମିଟ୍ କରି କଡା ଜବାବ ଦେଇଛନ୍ତି । ସସ୍ମିତ କହିଛନ୍ତି ପ୍ରଥମ ରାଜ୍ୟ ଭାବେ ଓଡିଶା ଠିକ୍ କର୍ମଚାରୀଙ୍କୁ ସ୍ଥାୟୀ…

୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ଓୟୋ ! ଘୋଷଣା, ଜାଣନ୍ତୁ କାରଣ ?

କନକ ବ୍ୟୁରୋ : ଆଇପିଓ ଆଣିବାକୁ ପ୍ରସ୍ତୁତ ହେଉଥିବା ଓୟୋ ଏବେ କମ୍ପାନୀରୁ କର୍ମଚାରୀ ଛଟେଇ କରିବାକୁ ବିଚାର କରୁଛି । କମ୍ପାନୀ ସହିତ ଜଡିତ ସୂତ୍ର ସୂଚନା ମୁତାବକ ଏବେ କମ୍ପାନୀରେ ୩୭୦୦ କର୍ମଚାରୀ ରହିଛନ୍ତି । ଆଗାମୀ ଦିନରେ କମ୍ପାନୀ ମୋଟ କର୍ମଚାରୀରୁ ୧୦ ପ୍ରତିଶତ ଛଟେଇ କରିବାକୁ ଯୋଜନା…