Daily Archives

November 27, 2022

ବସ୍ତା ଗଙ୍ଗାଧରପୁରରେ ନିଆରା ମହିଳା ଚାଷୀ, ଗେଣ୍ଡୁଫୁଲ ଚାଷକରି ଗୁଜରାଣ ମେଣ୍ଟାଉଛନ୍ତି ୧୮ ଜଣ ମହିଳା

କନକ ବ୍ୟୁରୋ : ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇଛି ଗେଣ୍ଡୁଫୁଲ ଚାଷ । ବାଲେଶ୍ୱର ବସ୍ତା ବ୍ଲକ ଗଙ୍ଗାଧରପୁର ଗାଁର ୧୮ ଜଣ ମହିଳା ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ଏଭଳି ଏକ ନିଆରା ପ୍ରୟାସ । ଓମ୍ ନାରାୟଣ ଶକ୍ତି ନାମକ ଏକ ଗ୍ରୁପ୍ ଗଠନ କରି ପ୍ରଥମେ କିଛି କିଛି ଟଙ୍କା ସଂଚୟ କରି ସେହି…

ରୋଜଗାରର ମାଧ୍ୟମ ପାଲଟିଛି ଫୁଲକୋବି ଚାଷ , ଭୁବନ ଅଞ୍ଚଳର ୯୦ ଭାଗ ଚାଷୀ ହେଉଛନ୍ତି ଉପକୃତ

କନକ ବ୍ୟୁରୋ : ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡରେ ଚାଷୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଫୁଲକୋବି ଚାଷ । ଚାଷୀଙ୍କ ପରିବାର ପୋଷୁଛି ଫୁଲକୋବି ।  ଜିଲ୍ଲାର କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼ ଓ ଭୁବନ ବ୍ଲକର ଅଧିକାଂଶ ଚାଷୀ ଏକର ଏକର ଜମିରେ କରିଛନ୍ତି କୋବି ଚାଷ । ଖରିଫ ହେଉ କିମ୍ବା ରବି…

ବନାନିଙ୍କ ପରିବେଶ ଅନୁକୁଳ ଖଲିପତ୍ର ବ୍ୟବସାୟ । ନିଜେ ଲାଭବାନ ହେବା ସହ ୫୦ ମହିଳାଙ୍କୁ ଦେଇଛନ୍ତି ରୋଜଗାର

କନକ ବ୍ୟୁରୋ : ବନାନିଙ୍କ ପରିବେଶ ଅନୁକୁଳ ଖଲିପତ୍ର ବ୍ୟବସାୟ । ଫୁଲବାଣୀର ସଫଳ ମହିଳା ଉଦ୍ୟୋଗୀ ବାନାନୀ ରାଣୀ ପଟ୍ଟନାୟକଙ୍କ ଇକୋ ଫ୍ରେଣ୍ଡଲି ଶାଳ ଓ ଶିଆଳି ଖଲିପତ୍ର ୟୁନିଟ୍ କରି ୫୦ଜଣ ମହିଳାଙ୍କୁ ରୋଜଗାର ଯୋଗାଇଛନ୍ତି । କେବଳ ଦେଶ ନୁହେଁ ବିଦେଶରେ ବି ପହଂଚିଲାଣି ତାଙ୍କ ଦ୍ୱାରା…

ଗଂଜାମ ମାଟିରେ ଥାଇଲାଣ୍ଡ ବରକୋଳି । ବରକୋଳି ଚାଷ କରି ଚର୍ଚ୍ଚାରେ ଅଭିମନ୍ୟୁ ପ୍ରଧାନ

କନକ ବ୍ୟୁରୋ : ଗଂଜାମ ମାଟିରେ ଥାଇଲାଣ୍ଡ ବରକୋଳି । ବରକୋଳି ଚାଷ କରି ଚର୍ଚ୍ଚାରେ ଅଭିମନ୍ୟୁ ପ୍ରଧାନ । ଆପଲ ବେରି ଓ ଗ୍ରୀନ ବେରି ଭଳି ଦୁଇ ପ୍ରକାର ବରକୋଳି ଚାଷ କରିଛନ୍ତି ବୁଗୁଡ଼ା ବ୍ଲକ ତାକରଡା ଗାଁର ଅଭିମନ୍ୟୁ । ଏହି ଚାଷ ଏକ ଲାଭଦାୟକ ଚାଷ ହୋଇଥିବା ବେଳେ ୟୁଟୁବ ଦେଖି ନିଜ ଅଂଚଳରେ ଚାଷ…

ପଦ୍ମପୁରରେ ଜୋର ଧରିଛି ପ୍ରଚାର। ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ବର୍ଷା।

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ସମୟ ଯେତେ ପାଖେଇ ଆସୁଛି, ପ୍ରାର୍ଥୀଙ୍କ ପ୍ରଚାର ସେତିକି ଜୋରଦାର ହୋଇଛି । ବିଜେପି ପାଇଁ ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଅଶ୍ୱିନୀ ବୈଷ୍ଣବ ପଦ୍ମପୁରରେ ପ୍ରଚାର କରିଛନ୍ତି । ସେପଟେ ଗାଁରେ ପରେ ଏବେ ପଦ୍ମପୁର ଏନଏସି ଉପରେ…

ତୋମାରଙ୍କୁ ପାଲଟା ପ୍ରଶ୍ନ ପଚାରିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। କହିଲେ ମୁଖ୍ୟମନ୍ତ୍ରୀଙ୍କ ଚାପ ଓ ଚାଷୀଙ୍କ…

କନକ ବ୍ୟୁରୋ: ପଦ୍ମପୁର ପ୍ରଚାର ସଭାରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ଟାର୍ଗେଟ କରିବା ପରେ, ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ପ୍ରାର୍ଥୀ । ବର୍ଷା ସିଂ ବରିହା କହିଛନ୍ତି ଯେ, ଗତ ୧୫ ମାସ ହେଲା ଚାଷୀଙ୍କୁ ସେମାନଙ୍କ ହକ ଦେବା ପାଇଁ ଦାବି କରି କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି…