Daily Archives

November 27, 2022

ପଦ୍ମପୁରରେ ବିଜେପିର ପାୱାର ସୋ, ବର୍ଷିଲେ କେନ୍ଦ୍ର କୃଷିମନ୍ତ୍ରୀ। ଖୋଲା ଚାଲେଞ୍ଜ ଦେଲେ ରେଳମନ୍ତ୍ରୀ, ଜବାବ ରଖିଲା…

କନକ ବ୍ୟୁରୋ: ପଦ୍ମପୁରରେ ଶକ୍ତି ପ୍ରଦର୍ଶନ କରିବା ସହ, ନିର୍ବାଚନୀ ସଭାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପଦ୍ମପୁର ଉପନିର୍ବାଚନରେ ଫସଲ ବୀମା ଓ ରେଳ ପ୍ରକଳ୍ପ ପ୍ରମୁଖ ପ୍ରସଙ୍ଗ ପାଲଟିଥିବାବେଳେ ଦୁଇ…

ଘୋଷଣାରେ ଅଟକିଗଲା ରେଳପଥ ନିର୍ମାଣ। ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲାନି ନିର୍ମାଣକାମ।

କନକ ବ୍ୟୁରୋ: ଘୋଷଣାରେ ଅଟକି ଗଲା ପଛୁଆ ଅଞ୍ଚଳର ରେଳପଥ । ରେଳ ମାନଚିତ୍ରରେ ଜୟପୁର ସହ ଯୋଡ଼ି ହେବ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାର ରେଳ ପଥ । ଏନେଇ କେବଳ ଘୋଷଣା କରାଯାଇଥିଲା ତା ନହେଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକ ଚୁକ୍ତିନାମା ସ୍ୱାକ୍ଷର କରି ଲୋକଙ୍କ ସମ୍ବୁଖକୁ ଆସିଥିଲେ ।…

କାମାକ୍ଷାନଗର ଆଳତୁମାରେ ନଦୀରୁ ଉଠାଯାଉଛି ଟ୍ରିପ୍ ଟ୍ରିପ୍ ମାଟି। ବେଆଇନ ଭାବରେ ଉଠାଚାଲିଛି ମାଟି।

କନକ ବ୍ୟୁରୋ: ନଦୀରୁ ଉଠାଯାଉଛି ଟ୍ରିପ୍ ଟ୍ରିପ୍ ମାଟି । ପ୍ରତିଦିନ ବେଆଇନ୍ ଭାବେ ଏହି ମାଟି ସବୁ ଉଠାଣ ଚାଲିଛି । ଯାହାକୁ ବିରୋଧ କରିଛନ୍ତି କାମାକ୍ଷାନଗର ଆଳତୁମା ଗାଁର ଲୋକେ । ନିକଟରେ ଥିବା ରାମିଆଳ ନଦୀ ପଠାରୁ ମାଟି ଖୋଳାକୁ ବିରୋଧ କରାଯାଉଛି ।  ନଦୀର ପଠା ଆଉ ସେତୁର ଅତି ନିକଟରୁ ଏହି…

ଅଧାରେ ଅଟକିଛି ବିରୂପା ନଦୀରେ ସେତୁ ନିର୍ମାଣ। ଅବଧି ପୂରିଲା ପରେ ବି ସରୁନି ବ୍ରିଜ୍ କାମ, ସମସ୍ୟା ଭୋଗୁଛନ୍ତି ୨ଟି…

କନକ ବ୍ୟୁରୋ: ଅଧାରେ ଅଟକିଛି ବିରୁପା ନଦୀରେ ସେତୁ ନିର୍ମାଣ କାମ । ନିର୍ମାଣ କାମ ଅବଧି ଶେଷ ହୋଇଥିଲେ ମଧ୍ୟ ସରୁନି ସେତୁ ନିର୍ମାଣ । ଏହି ସେତୁ ନିର୍ମାଣ ହେଲେ ସାଲେପୁର ଓ ଟାଙ୍ଗି ବ୍ଲକର ଲୋକେ ଉପକୃତ ହେବେ । ହେଲେ ଧିମା ଗତିରେ ଚାଲିଥିବା ନିର୍ମାଣ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ…

କୋରାପୁଟରେ ପିତେଇ ନଦୀ ସାଜିଛି ବାଧକ। ପ୍ରତିଦିନ ଡଙ୍ଗାରେ ଦଉଡି ଟାଣି ବିପଦ ସଙ୍କୁଳ ଯାତ୍ରା କରୁଛନ୍ତି ଛାତ୍ରଛାତ୍ରୀ।

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ନୈାକାଯାତ୍ରା । ପ୍ରତିଦିନ ସ୍କୁଲ ଯିବା ପାଇଁ ବିପଦପୂର୍ଣ୍ଣ ଯାତାୟତ କରନ୍ତି ଛାତ୍ରଛାତ୍ରୀ । କାରଣ ନଦୀ ଆରପଟେ ରହିଛି ସ୍କୁଲ । ଅନ୍ୟ ରାସ୍ତା ଦେଇ ସ୍କୁଲ ଯିବାକୁ ହେଲେ ୨୦ କିଲୋମିଟର ବାଟ ଯିବାକୁ ପଡିଥାଏ । ଡଙ୍ଗାରେ ପାର ହେଲେ ଖୁବ୍ କମ୍…

ସତ ଜମିରେ ମିଛ ଧାନଚାଷ। ଭଞ୍ଜନଗରରେ ପଞ୍ଜିକୃତ ପଡିଆରେ ଲାଗିଛି ନଡିଆ, କାଜୁ ଗଛ।

କନକ ବ୍ୟୁରୋ: ସତ ଜମିରେ ହୋଇଛି ମିଛ ଧାନଚାଷ । ସରକାରଙ୍କୁ ଧାନ ବିକିବାକୁ ଜମି ମାଲିକ ମଣ୍ଡିରେ ନାଁ ଲେଖାଇଛନ୍ତି । ହେଲେ ଜମିରେ କୌଣସି ପ୍ରକାର ଧାନ ଚାଷ ହୋଇନଥିବା ଜଣାପଡିଛି । ଭଞ୍ଜନଗରର ୮ଟି ବ୍ଲକର ୪୨ହଜାରରୁ ଅଧିକ ଚାଷୀ ଧାନ ବିକିବା ଲାଗି ଧାନ ଚାଷ କରୁଥିବା ଜମି ସବୁ ପଞ୍ଜିକୃତ…