Daily Archives

October 15, 2022

ପୁଣି ଅଶାନ୍ତ ହେଲା କାଶ୍ମୀର । ସରକାରଙ୍କ ବିରୋଧରେ ତେଜିଲା ଆକ୍ରୋଶ

କନକ ବ୍ୟୁରୋ : କିଛି ଦିନ ନ ଯାଉଣୁ ପୁଣି କଶ୍ମୀରପଣ୍ଡିତଙ୍କୁ ଟାର୍ଗେଟ କରି ତାଣ୍ଡବ କରିଛନ୍ତି ଆତଙ୍କବାଦୀ ।  ଶୁକ୍ରବାର ଦକ୍ଷିଣ କଶ୍ମୀରର ଶୋପିଆନର ଚୌନ୍ଦରିଗୁଣ୍ଡରେ ଜଣେ କଶ୍ମୀରପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପୁରଣ କୃଷ୍ଣ ଭଟ୍ଟ ।…

ମିଳିଲା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଦାମୀ ବାଇକ୍ । ପାଖ ଆପାର୍ଟମେଣ୍ଟରୁ ଗାଡି ଠାବ ପରେ ବଢ଼ିଲା ସନ୍ଦେହ

କନକ ବ୍ୟୁରୋ: ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର କାହାଣୀକୁ ନେଇ ଚର୍ଚ୍ଚା ଭିତରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଦାମୀ ବାଇକ୍ ଏକ ଆପାର୍ଟମେଣ୍ଟ ତଳୁ ଠାବ ହୋଇଛି । ତେବେ ଗାଡିକୁ ଲୁଚାଇବାକୁ ପାଇଁ ସେଠାରେ ରଖାଯାଇଥିବା ସନ୍ଦେହ କରାଯାଉଛି । ମିଳିଲା…

ବିଶ୍ୱ କ୍ଷୁଧା ସୂଚୀରୁ ଆସିଲା ଏଭଳି ତଥ୍ୟ । ଗତ ବର୍ଷ ଅପେକ୍ଷା ଆହୁରି ତଳକୁ ଖସିଲା ଭାରତ

କନକ ବ୍ୟୁରୋ : ଦେଶରେ ଭୋକିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ଚଳିତବର୍ଷ ରିପୋର୍ଟ ଭାରତ ପାଇଁ ଚିନ୍ତା ବଢାଇଛି । ୧୨୧ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭ରେ ରହିଛି । ଏହି ତାଲିକାରେ ଯୁଦ୍ଧ ପ୍ରପୀଡିତ ସମ୍ମୁଖୀନ ଆଫଗାନିସ୍ତାନକୁ ଛାଡିବା ପରେ ପ୍ରାୟ ଦକ୍ଷିଣ…

ବିଶ୍ୱର ବିପଦଜ୍ଜନକ ଦେଶ ଭିତରେ ପାକିସ୍ତାନ ଅନ୍ୟତମ । ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ଦୁନିଆ ପାଇଁ ଆଣିପାରେ…

କନକ ବ୍ୟୁରୋ : ବର୍ତମାନ ଏଭଳି କିିଛି ଶଦ୍ଧ ସହ ଆତଙ୍କବାଦୀଙ୍କ ଗଡ କୁହାଯାଉଥିବା ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ପାକିସ୍ତାନକୁ ଏଥରକ କୌଣସି ଆତଙ୍କୀ ଆକ୍ରମଣ ପାଇଁକି ନୁହେଁ ବଂର ଆଣବିକ ଅସ୍ତ୍ରଶସ୍ତ୍ର ରଖିବାକୁ ନେଇ ବାଇଡେନ ସିଧାସଳଖ ଟାର୍ଗେଟ…

ଧାମନଗର ଉପ-ନିର୍ବାଚନରେ ଉଠିବ ଅର୍ଚ୍ଚନା ପ୍ରସଙ୍ଗ । ନେତାଙ୍କ ଯୌନ କେଳେଙ୍କାରୀ ନେଇ ଘେରିବ କଂଗ୍ରେସ ।

କନକ ବ୍ୟୁରୋ: ଅର୍ଚ୍ଚନାଙ୍କ ନାଗଫାଶରେ ନେତା, ବିଧାୟକ ଓ ସାଂସଦଙ୍କ ଫଟୋ ଆସିବା ପରେ ଆଉ କିଛି ବିଧାୟକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଆହୁରି ୪୦ରୁ ୫୦ଜଣ ବିଧାୟକ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଥିଲେ ବୋଲି ଅଭିଯୋଗ ହେଉଛି । ଆଉ ସେମାନେ ଅର୍ଚ୍ଚନାଙ୍କ ସହ ଖରାପ କାମରେ ଲିପ୍ତ ଥିଲେ ବୋଲି…

ଭାରତୀୟ ଡାକ୍ତରଙ୍କ ବଡ ଆବିଷ୍କାର, ଏବେ ୧ ଟଙ୍କାରେ ବି ହୋଇପାରିବ ସ୍ତନ କର୍କଟ ଚିକିତ୍ସା

କନକ ବ୍ୟୁରୋ : ଦେଶରେ ଲାଗତର ଭାବେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ରୋଗର ଅଧିକ ମାମଲା ଶେଷ ପର୍ଯ୍ୟାୟରେ ଚିହ୍ନଟ ହୋଇଥାଏ । କିଛି କ୍ଷେତ୍ରରେ ବି ଦୁର୍ବଳ ଅର୍ଥିକ ସ୍ଥିତି କାରଣରୁ ରୋଗୀମାନେ ଏହି ରୋଗର ଚିକିତ୍ସା କରିପାରି ନଥାନ୍ତି । ଫଳରେ ରୋଗୀର ସୁନିଶ୍ଚିତ…