Daily Archives

October 15, 2022

ଓଡିଶାରେ ଠିକା ନିଯୁକ୍ତିର ଯୁଗ ଶେଷ । ନିୟମିତ ହେବେ ୫୭ ହଜାରରୁ ଅଧିକ କର୍ମଚାରୀ । ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ…

କନକ ବ୍ୟୁରୋ: ଓଡିଶାରୁ ଶେଷ ହୋଇଛି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା । ଏନେଇ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସହିତ ଏହି ବଡ ଘୋଷଣା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଫଳରେ ରାଜ୍ୟର ପ୍ରାୟ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ ।…

ଉଠିଲା ଚୁକ୍ତିଭିତ୍ତିକ ପ୍ରଥା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ ଘୋଷଣା।

କନକ ବ୍ୟୁରୋ: ଉଚ୍ଛେଦ ହେଲା ସରକାରୀ ଚୁକ୍ତିଭିତ୍ତିକ ପ୍ରଥା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି । ଏହା ଉଚ୍ଛେଦ ହେବା ପରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ରାଜ୍ୟ ତହବିଲରୁ ଏନେଇ ଖର୍ଚ୍ଚ ହେବ ୧୩…

ଅଶ୍ଳୀଳ ଭିଡ଼ିଓ କଲ ଜାଲରେ ପଡିଛନ୍ତି ଯନ୍ତ୍ରୀ। ଯୁବତୀଙ୍କୁ ଭିଡ଼ିଓ କଲ କରି ୬ଲକ୍ଷ ଗଣିବା ପରେ ଥାନାରେ ଏତଲା।

କନକ ବ୍ୟୁରୋ: ଅଶ୍ଳୀଳ ଭିଡ଼ିଓ କଲ ଜାଲରେ ପଡିଛନ୍ତି ଯନ୍ତ୍ରୀ । ଜଣେ ଯୁବତୀଙ୍କୁ ଭିଡିଓ କଲ କରି ଫସିବା ପରେ ବାରମ୍ବାର ଟଙ୍କା ଦେଇଚାଲିଥିଲେ ଯନ୍ତ୍ରୀ ଜଣକ । ଠକାମୀର ଶିକାର ହୋଇ ୬ଲକ୍ଷ ଟଙ୍କା ଦେବା ପରେ ଥାନାରେ ଅଭିଯୋଗ କରିଛନ୍ତି ଯନ୍ତ୍ରୀ ଜଣକ । ଗଜପତି ଗୁମ୍ମାର ଜଣେ ସରକାରୀ କନିଷ୍ଠ…

ଅଶ୍ଳୀଳ ଭିଡିଓ ଭାଇରାଲ ପରେ ଲୋକଲଜ୍ଜା ଭୟରେ ଛାତ୍ରୀଙ୍କ ଆତ୍ମହତ୍ୟା। ଥାନାରେ ଅଭିଯୋଗ କଲେ ମୃତ ଯୁବତୀଙ୍କ ପରିବାର।

କନକ ବ୍ୟୁରୋ: ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ପରେ ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ରୀ । ଏଭଳି ଏକ ଅଭାବନୀୟ ଖବର ଆସିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଅଞ୍ଚଳରୁ । ଝିଅ ଆତ୍ମହତ୍ୟା କରିବା ପରେ ତାଙ୍କୁ ନିର୍ଯାତନା ଦେଉଥିବା ଯୁବକଙ୍କ ବିରୋଧରେ ଥାନାରେ…

ରୋହିତ-ବାବରଙ୍କ ରୋଚକ ଉତ୍ତର: ଦେଖାହେଲେ କଣ କଥା ହୁଅନ୍ତି ଭାରତ-ପାକ ଖେଳାଳି?

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମ୍ୟାଚ । ଯାହା ଉଭୟ ଦେଶର ଫ୍ୟାନମାନଙ୍କ ପାଇଁ ଏକ ଇମୋସନ । ଯେଉଁ ମ୍ୟାଚ ଫ୍ୟାନମାନଙ୍କ ହାର୍ଟ ବିଟ୍ କୁ ବଢାଇ ଦେଇଥାଏ । ପ୍ରତି ମୂର୍ତ୍ତରେ ମ୍ୟାଚକୁ ନେଇ ଉତ୍କଣ୍ଠା ରହିଥାଏ । ଭାରତ-ପାକିସ୍ତାନ ମ୍ୟାଚମାନେ ଆମ ମନକୁ ଚାଲିଆସେ ଯେମିତି ଏକ ଯୁଦ୍ଧ ।…

ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁ ଚାଲିଗଲା ଜୀବନ । ଦାନ୍ତ ଉପାଡିବା ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ରୋଗୀଙ୍କର ମୃତ୍ୟୁ…

କନକ ବ୍ୟୁରୋ: ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁ ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳାରେ । ଜଣେ ବ୍ୟବସାୟୀ ତପନ ପାଲଙ୍କ ଦାନ୍ତ ବ୍ୟଥା ହେବାରୁ ଘର ପାଖରେ ଥିବା କ୍ଲନିକକୁ ଯାଇଥିଲେ । ଯେଉଁ କ୍ଲିନିକ ସମ୍ପୁର୍ଣ୍ଣ ବେଆଇନ୍ ଭାବେ ହୋଇଥିଲା । ଆଉ ସେଠାରେ…