Daily Archives

October 14, 2022

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ବଢିଲା ଚିନ୍ତା, ପୁଣି ଥରେ ପରମାଣୁ ଆକ୍ରମଣ ଧମକ ଦେଲେ ପୁଟିନ

କନକ ବ୍ୟୁରୋ : ୟୁକ୍ରେନ ଯୁଦ୍ଧ ଭିତରେ ପୂର୍ବରୁ ରୁଷ-ଆମେରିକାର ସର୍ମ୍ପକରେ ଫାଟ ଆସିଛି । ତେବେ ଗତ ସୋମବାର କ୍ରିମିୟା ବ୍ରିଜ ଧ୍ୱଂସ ପରେ ଯେଉଁ ପରେ ରୁଷ ଯେଉଁଭଳି ଭାବେ ୟୁକ୍ରେନର ରକ୍ତର ତାଣ୍ଡବ ରଚିଥିଲା ତାକୁ ନେଇ ତେଜିଛି ଆକ୍ରୋଶ । ଅର୍ନ୍ତଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ…

କାହିଁକି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଉନାହିଁ ପୋଲିସ? ପ୍ରଭାବଶାଳୀ ପକାଉଛନ୍ତି କି ଚାପ?

କନକ ବ୍ୟୁରୋ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ରାଜ୍ୟ ଉଠପଡ ହେଉଛି । ତାଙ୍କ ଲିଙ୍କରେ ଥିବା ନେତାଙ୍କ ଛାତିରେ ଛନକା ପଶିଛି । କିନ୍ତୁ ପୋଲିସ ତାଙ୍କୁ ରିମାଣ୍ଡ ନଆଣିବା ସନ୍ଦେହ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ଅର୍ଚ୍ଚନାଙ୍କ ସବୁ ଗୁମର କଣ ପୋଲିସ ପାଇଯାଇଛି କି? ଯଦି…

ଜ୍ଞାନବାପୀ ମାମଲାରେ ହିନ୍ଦୁପକ୍ଷଙ୍କୁ ଝଟକା, ଶିବଲିଙ୍ଗ’ର କାର୍ବନ ଡେଟିଂ ଉପରେ ପ୍ରତିବନ୍ଧକ

କନକ ବ୍ୟୁରୋ : ବାରଣାସୀର ଜ୍ଞାନବାପୀ ମସଜିଦ ମାମଲାରେ ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି କୋର୍ଟ । ମସଜିଦ ପରିସରରେ ଥିବା ଏକ ପରିତ୍ୟକ୍ତ କୂଅରୁ ଠାବ କରାଯାଇଥିଲା ଏହି ଶିବଲିଙ୍ଗ । ଯାହାର କାର୍ବନ ଡେଟିଂ ତଥା ସାଇଂଟିଫିକ୍ ଯାଂଚ ଆବେଦନକୁ ଖାରଜ…

ଅର୍ଚ୍ଚନାଙ୍କ ନାଗ ଫାଶରେ ପ୍ରଭାବଶାଳୀ । ଦାମ ମାରିଲେ ବାଣ, କହିଲେ ସେବା ନୁହେଁ ଉପଭୋଗ କରିବାକୁ ରାଜନୀତି କରୁଛନ୍ତି…

କନକ ବ୍ୟୁରୋ : ଅର୍ଚ୍ଚନାଙ୍କ ସହ ବହୁ ନେତାଙ୍କ ଫଟୋ ସାମାନକୁ ଆସିବା ପରେ, ଆଉ କିଛି ନେତା ପ୍ରମାଦ ଗଣିବାରେ ଲାଗିଛନ୍ତି । କେତେବେଳେ ସେମାନଙ୍କ ଫଟୋ ଆସିଯିବ ତାକୁ ନେଇ ଚିନ୍ତାରେ ଅଛନ୍ତି । ହେଲେ, ସମ୍ମାନହାନି ଭୟରେ ମୁହଁ ଖୋଲୁ ନାହାଁନ୍ତି । ଏତିକିବେଳେ ଆରମ୍ଭ ହୋଇଯାଇଛି ରାଜନୈତିକ…

କଂଗ୍ରେସ ନିର୍ବାଚନରେ ପାତରଅନ୍ତର, ଥରୁରଙ୍କ ଉପରେ ଭାରି ପଡୁଛନ୍ତି ଖଡଗେ

କନକ ବ୍ୟୁରୋ : କଂଗ୍ରେସ ସଭାପତି ନିର୍ବାଚନ ଯେତିକି ପାଖେଇ ଆସୁଛି ଦୁଇ ପ୍ରତିଦ୍ୱନ୍ଦୀ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଲଢେଇର ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ବରିଷ୍ଠ କଂଗ୍ରେସ ସାଂସଦଙ୍କ ଉପରେ ଭାରି ପଡୁଛନ୍ତି ଖଡଗେ । ପ୍ରାର୍ଥପତ୍ର ଦାଖଲ କରିବା ପରେ ଖଡଗେ…

ପାଖଉଛି ନିର୍ବାଚନ, ତେଜୁଛି ବୟାନ ବାଜୀ । କେନ୍ଦ୍ରମନ୍ତ୍ରୀ କହିଲେ ଗୁଜରାଟ ଆପର ପତନ ସୁନିଶ୍ଚିତ

କନକ ବ୍ୟୁରୋ : ଯେତିକି ପାଖଉଛି ଗୁଜରାଟ ବିଧାନସଭା ନିର୍ବାଚନ ସେତିକି ଉଷ୍ମତା ଭିତରେ ରହୁଛି ରାଜ୍ୟରାଜନୀତୀ । ଜାତୀୟ ଦଳ ବିଜେପି ସହ ଆଂଚଳିକ ଦଳ ଆମ ଆଦର୍ମୀ ପାର୍ଟିର ମୁହାଁମୁହିଁକୁ ନେଇ ଏବେ ସରଗରମ ଗୁଜରାଟ ରାଜନୀତି । ଆପ ନେତାଙ୍କ ବୟାନବାଜୀ ଓ ବିଜେପିର ଜବାବକୁ ନେଇ ଏବେ ଚାଲିଛି ଆରୋପ…