Daily Archives

October 14, 2022

ଧାମନଗର ବିଜେଡିରେ ସଙ୍କଟ । ବିଦ୍ରୋହୀ ସାଜିଲେ ରାଜୁ ଦାସ, ଭରିଲେ ନାମାଙ୍କନ । ବିଜେଡି କହିଲା, ଧାମନଗରରେ ବିଜୟ…

କନକ ବ୍ୟୁରୋ : ଧାମନଗର ଉପିନିର୍ବାଚନ ପାଇଁ ରାଜନୀତି ସରଗରମ ଥିବାବେଳେ ବିଜେଡିରେ ବିଦ୍ରୋହୀ ସାଜିଛନ୍ତି ପୂର୍ବତନ ବିଧାୟକ ରାଜୁ ଦାସ । ଆଉ ସମର୍ଥକଙ୍କ ଗହଣରେ ଆସି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଅନ୍ୟପଟେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ବିରାଟ ପଟୁଆରରେ ଆସି…

ବଡମ୍ବା ବ୍ଲକରେ ବ୍ୟାପକ ଦୁର୍ନୀତି, ପୋଖରୀ ନିଲାମରେ ଚଞ୍ଚକତା ଅଭିଯୋଗ।

କନକ ବ୍ୟୁରୋ: ବଡ଼ମ୍ବା ବ୍ଲକ ଶଙ୍ଖାମେରୀ ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ । ଗାଁର ବଡ଼ ପୋଖରୀ ଓ ସାନ ପୋଖରୀ ନିଲାମରେ ଗାଁର ସରପଞ୍ଚ ଓ ସ୍ୱାମୀଙ୍କ ସହ ଅନ୍ୟ ଲୋକ ମାନେ ଦୁର୍ନୀତି କରିଛନ୍ତି । ଶଙ୍ଖାମେରୀ ପଂଚାୟତର ବଡ଼ପୋଖରୀର ନିଲାମ ୮୫ ହଜାରରୁ ଅଧିକ ହେବା କଥା ମାତ୍ର ବଡ଼ପୋଖରୀର ପ୍ଲଟ…

ଡରାଉଛି ଡେଙ୍ଗୁ, କାକଟପୁର ନରେନ୍ଦ୍ରପୁରରେ ଲୋକଙ୍କ ପ୍ରାକୃତିକ ଚିକିତ୍ସା।

କନକ ବ୍ୟୁରୋ: ଥମୁନି ଡେଙ୍ଗୁ ଆତଙ୍କ । ଏବେ କାକଟପୁର ନରେନ୍ଦ୍ରପୁରରେ ଡେଙ୍ଗୁ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବହୁଲୋକ ଡେଙ୍ଗୁରେ ପୀଡିତ ଅଛନ୍ତି । ଏନେଇ ସେମାନଙ୍କୁ ଚିକିତ୍ସା ସହ ସଚେତନତା କରାଯାଉଛି । ହେଲେ ଏଠି ସମ୍ପୁର୍ଣ୍ଣର୍ର୍ ଓଲଟା ଚିତ୍ର ଦେଖିବାକୁ ମିଳିଛି । ଗାଁର ଲୋକେ…

କୃଷକ ମହାସଂଘ ପକ୍ଷରୁ ଚାଷୀଙ୍କ ମହାସମାବେଶ। ବଲାଙ୍ଗୀରରେ ରେଳରୋକ।

କନକ ବ୍ୟୁରୋ: ବଲାଙ୍ଗୀର କୃଷକ ମହାସଂଘ ପକ୍ଷରୁ ଚାଷୀଙ୍କ ମହାସମାବେଶ । କୃଷକ ମହାସଂଘ ପକ୍ଷରୁ ଟିଟିଲାଗଡ ରେଳଷ୍ଟେସନରେ କରାଯାଇଛି ଏହି ବିକ୍ଷୋଭ । ଫସଲ ବୀମା ଦାବି ନେଇ ଏକାଠି ହୋଇଛନ୍ତି ଶହଶହ ଚାଷୀ । ଷ୍ଟେସନ ଭିତରକୁ ଧସେଇ ପଶିଥିବା ବେଳେ ଉଭୟ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି…

୪ ଦିନ ପରେ ବି ପୋଡା ହୋଇପାରୁନି ଶବ। ନ୍ୟାୟ ଦାବିରେ ମୃତଦେହ ଧରି ଧାରଣାରେ ଯୁବକଙ୍କ ପରିବାର। 

କନକ ବ୍ୟୁରୋ: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲା ପରିବାର ଲୋକ । ଖାଲି ସେିତିକି ନୁହେଁ ଦୋଷୀକୁ ଧରାଯିବା ସହ ଦୃଢକାର୍ଯ୍ୟନୁଷ୍ଠାନ ଦାବିରେ ମୃତଦେହକୁ ୪ ଦିନହେଲା ପକାଇ ରଖିଛନ୍ତି । ଯେଉଁ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେଯାଏ ମୃତଦେହ…

ହାଇସିକ୍ୟୁରିଟି ନମ୍ବର ଲଗାଇ ଫସିଲେ ଯୁବକ। ପାଟକୁରା ସମ୍ବିତ ମଲ୍ଲିକଙ୍କୁ ଅବକାରୀ ବିଭାଗର ନୋଟିସ୍।

କନକ ବ୍ୟୁରୋ: ଅବକାରୀ ବିଭାଗର ଖାମଖିଆଲ ନୀତି । ହାଇସିକ୍ୟୁରିଟି ନମ୍ବର ଲଗାଇ ମଧ୍ୟ ଫସିଛନ୍ତି ଯୁବକ । କେନ୍ଦ୍ରପଡା ପାଟକୁରା ହୁରା ସାହିଁ ଗାଁର ସମ୍ବିତ ମଲ୍ଲିକ । ହାଇସିକ୍ୟୁରିକଟି ନମ୍ବର ପ୍ଲେଟ ଲଗାଇ ବି ଫସିଛନ୍ତି ସମ୍ବିତ । ତାଙ୍କୁ ସମନ ଜାରି କରାଯାଇଛି । ଅଭିଯୋଗ ଅନୁସାରେ…