Daily Archives

October 13, 2022

ଚଳିତ ଶତାବ୍ଦୀର ମହାନତମ ଵିଭୂତି … ଜଗଦଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ

କନକ ବ୍ୟୁରୋ : ସମଗ୍ର ବିଶ୍ୱ ପଞ୍ଚମ ମୂଳ ଜଗଦଗୁରୁ ସ୍ୱାମୀ ଶ୍ରୀ କୃପାଳୁ ଜୀ ମହାରାଜ ଙ୍କ ଜନ୍ମ ଶତାବ୍ଦୀ ମହୋତ୍ସବ ପାଳନ କରୁଅଛି କ୍ଷ ସିଏ ଏମିତି ଏକ ବିରଳ ବ୍ୟକ୍ତିତ୍ୱ ର ଅଧିକାରୀ ଯିଏ ନିଜର ଅସାଧାରଣ ଜ୍ଞାନ , ସାହିତ୍ୟ ସତସଙ୍ଗ ଏବଂ ଆଦର୍ଶ ଦ୍ୱାରା ସାରାଜୀବନ ମାନବ ଜାତିର ସେବା ଏବଂ…

ପୁଅର ଜୀବନ ବଞ୍ଚାଇବାକୁ ନିଜ କିଡନୀ ଦାନ କଲା ବାପା। ପ୍ରତିରୋପଣ ପାଇଁ ଦରକାର ୮ରୁ ୧୦ ଲକ୍ଷ ଟଙ୍କା।

କନକ ବ୍ୟୁରୋ: କଥାରେ ଅଛି ବାପା ମାଆଙ୍କ ଭଳି ନିସ୍ୱାର୍ଥପର ଭଲପାଇବା କେହିବି ଦେଇପାରିବେନି । ଆଉ ଏହାର ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ । ପୁଅର ଜୀବନ ପାଇଁ ବାପା ନିଜ କିଡନୀ ଦାନ କରିଦେଇଛି । ନିଜ ଜୀବନ ପଛେ ଚାଲିଯାଉ କିନ୍ତୁ ତାଙ୍କ ପୁଅର ଆୟୁଦ ଦ୍ୱିଗୁଣିତ ହେଉ…

ଟାଇମସ ହାଇଅର ଏଜୁକେସନ୍‍ ରାଙ୍କିଙ୍ଗ ୨୦୨୩, ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

କନକ ବ୍ୟୁରୋ : ଟାଇମସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟ । ବୁଧବାର ଟାଇମସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୩ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ…

ରଦ୍ଦ ହେଲା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଭାଇ ବିରେନ୍ଦ୍ର ଆରୁଖଙ୍କ ପ୍ରାର୍ଥୀପତ୍ର। ଲକ୍ଷ ଟଙ୍କାର ଋଣ ବକେୟା…

କନକ ବ୍ୟୁରୋ: ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଭାଇ ବିରେନ୍ଦ୍ର ଆରୁଖଙ୍କ ଦାଦାଗିରି ପରେ ତାଙ୍କ ପ୍ରାର୍ଥପତ୍ର ରଦ୍ଦ ହୋଇଯାଇଛି । ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ବିରେନ୍ଦ୍ର ୧୧ ନମ୍ବର ଜୋନରୁ ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ…

କଣ୍ଟାବାଞ୍ଝିରେ ଆରମ୍ଭ ହେଲା ଦାଦନ ଋତୁ, ୪୮ ଘଣ୍ଟାରେ ୭୮ ଦାଦନ ଶ୍ରମିକ ଉଦ୍ଧାର।

କନକ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିରେ ଆରମ୍ଭ ହୋଇଯାଇଛି ଦାଦନ ଋତୁ । ଦାଦନ ଶ୍ରମିକମାନେ କାମ କରିବା ପାଇଁ ନିଜ ସ୍ତ୍ରୀ, ପିଲାଛୁଆଙ୍କୁ ସାଙ୍ଗରେ ଧରି ବର୍ଷଟେ ପାଇଁ ଚାଲିଯାଉଛନ୍ତି ବାହାର ରାଜ୍ୟକୁ । କିଏ ମୁଣ୍ଡରେ ମୁଣ୍ଡାଇ, କିଏ ହାତରେ ଧରି ଆବଶ୍ୟକୀୟ ଜିନିଷପତ୍ର ନେଇ ନିଜ…

ଧାମନଗର ଉପନିର୍ବାଚନ ନେଇ ସବୁଠାରୁ ବଡ ଖବର… କାଲି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ରାଜୁ ଦାସ।

କନକ ବ୍ୟୁରୋ: ଧାମନଗର ରାଜନୀତିରେ ରୋଚକ ମୋଡ, କାଲି ନାମାଙ୍କନ ଭରିବେ ରାଜୁ ଦାସ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ରାଜୁ ଦାସ । ଏନେଇ ନିଜେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ରାଜୁ । ବିଜେଡି ଗତକାଲି ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସକୁ ଧାମନଗର ଉପନିର୍ବାଚନ…