Daily Archives

October 13, 2022

ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ପାଗଳା କୁକୁର ଆତଙ୍କ। କୁକୁର କାମୁଡାରେ ଜଣେ ଶିଶୁର ମୃତ୍ୟୁ ୧୩ରୁ ଅଧିକ ଆହତ।

କନକ ବ୍ୟୁରୋ: ପାଗଳା କୁକୁର କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପାଟଣାଗଡ ବ୍ଲକର ବାଲିପଟା ଓ କଲଙ୍ଗାପାଲି ଗାଁରେ ପାଗଳା କୁକୁର କାମୁଡାରେ ୨ଜଣ ଶିଶୁ ଗୁରୁତର ହୋଇଥିବା ବେଳେ ସେମାନଙ୍କ…

ଯେଉଁମାନଙ୍କୁ ଲାଗୁଛି କଂଗ୍ରେସରେ ସବୁ ଠିକ ଚାଲିଛି ସେମାନେ ମୋତେ ଭୋଟ ଦିଅନ୍ତୁ ନାହିଁ । ଅଧ୍ୟକ୍ଷ ନିର୍ବାଚନକୁ ନେଇ…

କନକ ବ୍ୟୁରୋ: ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ? ସମୟ ଯେତିକି ପାଖେଇ ଆସୁଛି ସେତିକି ହୃଦକମ୍ପନ ବଢିବାରେ ଲାଗିଛି । କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ଅକ୍ଟୋବର ୧୭ରେ ମତଦାନ ହେବାକୁ ଯାଉଛି । ଏହାର ଫଳାଫଳ ଅକ୍ଟୋବର ୧୯ରେ ଘୋଷଣା ହେବ । ଦୁଇ ପ୍ରାର୍ଥୀ ଶଶୀ…

୮ ବର୍ଷ ତଳର ଏକ ମାମଲାକୁ ନେଇ ଗୋପାଲ ଇଟାଲିଆଙ୍କୁ ହେପାଜତକୁ ନେଇଥିଲା ଦିଲ୍ଲୀ ପୋଲିସ, ପଚରା ଉଚରା ପରେ ଏବେ ଛାଡିଦେଲା

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ବି ସେଠାରେ ରାଜନୀତି ସରଗରମ ହେବାରେ ଲାଗିଛି । ପ୍ରଥମ ଥର ପାଇଁ ରାଜ୍ୟରେ ଉଭୟ ବିଜେପି ଓ କଂଗ୍ରେସକୁ କଡା ଟକ୍କର ଦେଉଛି ଆମ୍ ଆଦମୀ ପାର୍ଟି । ଏହାରି ମଧ୍ୟରେ ଆମ୍ ଆଦମୀ ପାର୍ଟିର ଗୁଜରାଟ ଅଧ୍ୟକ୍ଷ ଗୋପାଲ ଇଟାଲିଆଙ୍କୁ ଏକ ପୁରୁଣା…

ତ୍ରାହି ଅଚ୍ୟୁତ ଆଶ୍ରମରେ ବୁଲିଲା ବୁଲଡୋଜର। ୧୦ ଡୁପ୍ଲେକ୍ସ ଘରକୁ ଭଙ୍ଗିବା କାମ ଜାରି।

କନକ ବ୍ୟୁରୋ: ତ୍ରାହିଅଚ୍ୟୁତ ଆଶ୍ରମରେ ବୁଲିଲା ବୁଲଡୋଜର । ବେଆଇନ ଭାବେ ନିର୍ମାଣ ହୋଇଥିବା ଅଟ୍ଟାଳିକାକୁ ଭାଙ୍ଗୁଛି ବିଡିଏ । ଝିଂଟି ସ୍ଥିତ ତ୍ରାହି ଅଚ୍ୟୁତ ନଗରରେ ୨୧ଟି ଡୁପ୍ଲେକ୍ସ ନିର୍ମାଣ କରାଯାଇଛି । ଏସବୁ ଘର ବେଆଇନ ଭାବେ ନିର୍ମାଣ ହୋଇଥିଲା । ଏଥିରୁ ୧୦ଟି ଡୁପ୍ଲେକ୍ସ ଘରକୁ ଆଜି…

ସୋସିଆଲ ମିଡିଆରେ ଭାଇରାଲ ହେଲା ରାଜୁ ଦାସଙ୍କ ଚିଠି! ସମର୍ଥକଙ୍କ ଚର୍ଚ୍ଚା ସ୍ୱାଧୀନ ଭାବେ କରିବେ ନାମାଙ୍କନ ଦାଖଲ।

କନକ ବ୍ୟୁରୋ:ଧାମନଗର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିଜେଡି ଅବନ୍ତି ଦାସକୁ ପ୍ରାର୍ଥୀ ଘୋଷଣା କରିବା ପରେ ରାଜୁ ଦାସ ଗୋଷ୍ଠୀ ବିଦ୍ରୋହ କରିଛନ୍ତି । ଏପରିକି ଧାମନଗରରେ ଚର୍ଚ୍ଚା ହେଉଛି ରାଜୁ ଦାସ ସ୍ୱାଧିନ ପ୍ରାର୍ଥୀ ବାବେ ନାମାଙ୍କନ ଭରିପାରନ୍ତି । ଆଉ ରାଜୁ ଦାସ ଯଦି ପ୍ରାର୍ଥୀ…

ବିଜେପିର ‘ଅନୁକମ୍ପା’ ଭୋଟବ୍ୟାଙ୍କକୁ ହାଇଜାକ କରିବାକୁ ବିଜେଡିର ‘ନୂଆ ମୁହଁ’ ଫର୍ମୁଲା । ଧାମନଗରରେ ହେବ କି…

କନକ ବ୍ୟୁରୋ : ମୈଦାନ ପ୍ରସ୍ତୁତ, ଯୋଦ୍ଧା ବି ପ୍ରସ୍ତୁତ । ଧାମନଗର ଧନୁ ଧରି ପ୍ରତିଦ୍ୱନ୍ଦ୍ୱୀକୁ ମାତ୍ ଦେବାକୁ ପ୍ରସ୍ତୁତ ହେଉଛି ନୀଳନକ୍ସା । ରାଜନୈତିକ ସମୀକରଣ ଓ ରାଜନୀତି କରିଡରରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଧାମନଗରରେ ଲଢେଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବାକୁ ଯାଉଛି ।…