Daily Archives

September 25, 2022

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନପାଇ ଫେରୁଛନ୍ତି ରୋଗୀ। ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଝୁଲୁଛି…

କନକ ବ୍ୟୁରୋ: ଛୁଟିରେ ଡାକ୍ତର । ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଝୁଲୁଛି ତାଲା । ଚିକିତ୍ସା ନପାଇ ଫେରୁଛନ୍ତି ରୋଗୀ । ଏହି ଦୃଶ୍ୟ ଦେଖିବାକୁ ମିିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ହସପିଟାଲରେ ଅବ୍ୟବସ୍ଥା ଯୋଗୁୁ ବଢୁଛି ଅସନ୍ତୋଷ । ପ୍ରତିଦିନ ହସପିଟାଲକୁ ଦୂରଦୂରାନ୍ତରୁ…

ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ, ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା। ୨୭ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା। 

କନକ ବ୍ୟୁରୋ : ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲାଗିରହିଛି ବର୍ଷା । ୨୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ଏହା ପ୍ରଭାବରେ ୨ ଦିନ ବର୍ଷା ସମ୍ଭାବନା । ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ହୋଇପାରେ ପ୍ରବଳ ବର୍ଷା । ପୁଣି ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି…

ନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ୨୩ ବର୍ଷ ଧରି ପୋଲିସଠାରୁ ନ୍ୟାୟ ପାଇନଥିବା ଅଭିଯୋଗ ଆଣିଲେ

କନକ ବ୍ୟୁରୋ: ନବୀନ ନିବସ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ପୋଲିସ ଠାରୁ ନ୍ୟାୟ ପାଇବା ଦାବିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା । ମହିଳାଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡ଼ିଛି । ୨୩ ବର୍ଷ ଧରି ପୋଲିସ ତାଙ୍କୁ ନ୍ୟାୟ ଦେଇନଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ନ୍ୟାୟ ପାଇବା…

ଲିଜେଣ୍ଡସ ଲିଗ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଖେଳାଳି: କାଲିଠାରୁ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍

କନକ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ପାଇଁ ଭୁବନେଶ୍ୱରରେ ପହଂଚିଲେ ଖେଳାଳି । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କଡ଼ା ସୁରକ୍ଷା ଭିତରେ ଖେଳାଳିମାନଙ୍କୁ ହୋଟେଲ ମେ ଫେୟାରକୁ ନିଆଯାଇଥିଲା । ହୋଟେଲରେ ଖେଳାଳିମାନଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା । ଆସନ୍ତା…

କିଏ ସାଂସଦ ତ କିଏ ପୋଲିସ ଡିସିପି ? ଜାଣନ୍ତୁ କ୍ରିକେଟ ମୈଦାନରୁ ଅବସର ନେବା ପରେ କଣ କରୁଛନ୍ତି ୨୦୦୭ ଟି-୨୦ ବିଶ୍ୱକପ…

କନକ ବ୍ୟୁରୋ : ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ ।  ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ଅକ୍ଟୋବର ୧୬ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର ୨୨ରୁ ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ଚଳିତବର୍ଷ ରୋହିତ ଶର୍ମାଙ୍କ…

ହରିଆଣାରେ ବିରୋଧୀଙ୍କ ମେଳି , ଗୋଟିଏ ମଞ୍ଚରେ ଏକାଠି ହେଲେ ଏହି ସବୁ ନେତା

କନକ ବ୍ୟୁରୋ : ୨୦୨୪ ପାଇଁ କେନ୍ଦ୍ରରେ ଶାସନ କରୁଥିବା ବିଜେପି ପ୍ରସ୍ତୁତ ହେଉଛି ତ ଏପଟେ ବିଜେପିକୁ ପରାଜିତ କରିବାକୁ ବିରୋଧୀମାନେ ବଳ ବାନ୍ଧୁଛନ୍ତି । ଏହି କ୍ରମରେ ଆଜି ହରିଆଣାର ଫତେହବାଦ ଠାରେ ବିରୋଧୀମାନଙ୍କର ଏକ ବୈଠକ ଦେଖିବାକୁ ମିଳିଛି । ଇଣ୍ଡିଆନ ନ୍ୟାସନାଲ ଲୋକଦଳର ମହାରାଲିରେ…