Daily Archives

September 25, 2022

କଂଗ୍ରେସ ସଭାପତି ନିର୍ବାଚନ, ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ ଶଶି ଥରୁର । 

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇସାରିଛି । ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନାଁରେ ମୋହର ବାଜିଥିବା ସୂଚନା ମିଳିଛି । ତେବେ ଶଶି…

ନା ଥିଲେ ସେ ରାଜନେତା, ନା ଧନୀବ୍ୟକ୍ତି । ସହରର ସାଧାରଣ ବ୍ୟକ୍ତି ଥିଲେ କୃତାର୍ଥ ମଉସା, ମୃତ୍ୟୁ ପରେ ଝୁରୁଛନ୍ତି…

କନକ ବ୍ୟୁରୋ: କୃତାର୍ଥ ବେହେରା । ତିରୋଧାନ- ୨୧, ୯, ୨୦୨୨ । ଅଶ୍ରୁ ଶ୍ରଦ୍ଧାଞ୍ଜଳୀର ବ୍ୟାନରରେ ମୃତ କୃତାର୍ଥଙ୍କ ଦେହାନ୍ତ ଦିନର ତାରିଖ ଉଲ୍ଲେଖ ରହିଛି । କିନ୍ତୁ ତାଙ୍କ ଆବିର୍ଭାବ କାହାକୁ ଅଜଣା । କାରଣ ଏ ସହର ତାଙ୍କୁ କୃତାର୍ଥ ବୋଲି ହିଁ ଜାଣିଥିଲା । ତାଙ୍କ ଆଗପଛ, ଅତୀତ ଭବିଷ୍ୟତର…

ଭାରତରେ ରହିଛି ଏଭଳି ଗାଁ । ଯେଉଁଠି ଦୈନିକ ୯୦ ମିନିଟ ପର୍ଯ୍ୟନ୍ତ କେହି ଛୁଅଁନ୍ତି ନାହିଁ ନିଜର ମୋବାଇଲ, ଜାଣନ୍ତୁ…

କନକ ବ୍ୟୁରୋ : ଆପଣ ଥରେ ଭାବନ୍ତୁ ତ ଆଜିକାଲି ଲୋକଙ୍କ କଥା, କେବଳ ଶୋଇବା ସମୟକୁ ଛାଡିଦେଲେ ଅନ୍ୟ ସମସ୍ତ ସମୟରେ ଲୋକମାନେ ଡିଜିଟାଲ ସହ ଯୋଡି ହୋଇ ରହୁଛନ୍ତି । କିଏ ମୋବାଇଲ ଚଳାଉଛି ତ କିଏ କମ୍ପ୍ୟୁଟର ପୁଣି ଅନ୍ୟ କେହି ଟିଭି ଦେଖୁଛି । ହେଲେ ଭାରତରେ ଏଭଳି ଏକ ଗାଁ ରହିଛି ଯେଉଁଠି କି…

ଧର୍ମେନ୍ଦ୍ର ମୃତ୍ୟୁକୁ ନେଇ ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ରାଲି । ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ ।

କନକ ବ୍ୟୁରୋ : ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ମନ୍ତ୍ରୀଙ୍କ ବିରୋଧରେ ରାଲି । ମନ୍ତ୍ରୀ ସମୀର ଦାସଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି ଯୁବମୋର୍ଚ୍ଚା । ଗୋପ ବଜାରରେ ପ୍ରତିବାଦର ରାଲି କରାଯାଇଛି । ତାଙ୍କ ବିରୋଧରେ ଥାନାରେ ଯୁବମୋର୍ଚ୍ଚା…

ପୁଣି ପଦାରେ ପଡ଼ିଲା ଦୂତୀ-ସରସ୍ୱତୀଙ୍କ ଫେସବୁକ୍ କଳି। ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ ଉଠାଇଥିବା ଫଟୋକୁ ନେଇ ଆକ୍ଷେପ କଲେ…

କନକ ବ୍ୟୁରୋ : ଦୁଇ ଭଉଣୀଙ୍କ ଭିତରେ ସୋସିଆଲ ମିଡିଆ କଳି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି । ଜଣେ ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ ଚାନ୍ଦ ଉଠାଇଥିବା କିଛି ଫଟୋକୁ ଫେସବୁକ ପୋଷ୍ଟ କରି ଆକ୍ଷେପ କରିଛନ୍ତି ଦୂତୀ । ପୂର୍ବରୁ ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ବେଶ ଆକ୍ରମଣାତ୍ମକ ହୋଇଥିଲେ…

ହରମନପ୍ରୀତ ଲେଖିଥିଲେ ଦିପ୍ତୀଙ୍କ ‘ମଙ୍କଡ’ ସ୍କ୍ରିପ୍ଟ! ଇଂଲଣ୍ଡକୁ ହରାଇବା ପାଇଁ ହୋଇଥିଲା ଯୋଜନା।

କନକ ନ୍ୟୁଜ: ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ, ଇଂଲଣ୍ଡକୁ ପ୍ରଥମ ଥର ୩-୦ରେ ପରାସ୍ତ କରି କ୍ଲିନ ସୁଇପ କରିଛି । ଦ୍ରୁତବୋଲର ଝୁଲନ ଗୋସ୍ୱାମୀଙ୍କ ଏହା ଶେଷ ଅର୍ନ୍ତଜାତୀୟ ମ୍ୟାଚ ହୋଇଥିବା ବେଳେ ବିଜୟ ସହ ସେ କ୍ରିକେଟକୁ ବାଏ ବାଏ କରିଛନ୍ତି । ଭାରତ ଶେଷ ମ୍ୟଚକୁ ୧୬ରନରେ ଜିତି ନେଇଛି ।…