Daily Archives

September 12, 2022

ପାକିସ୍ତାନରେ ବନ୍ୟା ପ୍ରଳୟ: ମିଳୁନି ଔଷଧ, ଖାଦ୍ୟ। ଭାସୁଛି ସହର,ବୁଡିଛି ଗାଁ। 

କନକ ବ୍ୟୁରୋ: ପ୍ରକୃତିର ପ୍ରକୋପରେ କଲବଲ ହେଉଛି ପାକିସ୍ତାନ । ଆକାଶରୁ ଖସୁଛି ଆତଙ୍କ । ଯେଉଁଠି ନଜର ପଡୁଛି ସେଠି କେବଳ ପାଣି ହିଁ ପାଣି । ଦେଶର ବିଭିନ୍ନ ପ୍ରାନ୍ତ ବନ୍ୟା ପାଣିରେ ବୁଡି ରହିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ ପ୍ରାନ୍ତ । ବନ୍ୟା ବିଭୀଷିକାରୁ ବାଦ ପଡିନାହାଁନ୍ତି…

ରାଜ୍ୟରେ ଚାଲିଛି ବ୍ୟାପକ ଖଣି ଦୁର୍ନୀତି! ‘ଉଚ୍ଚମାନର ଲୁହାପଥରକୁ ଦର୍ଶାଯାଉଛି ନିମ୍ନମାନର’ । ଅପରାଜିତା ଆଣିଲେ…

କନକ ବ୍ୟୁରୋ: ପୁଣିଥରେ ଖଣି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କିପରି ଭଲ ଗ୍ରେଡର ଲୁହାପଥରକୁ ନିମ୍ନମାନର ଦର୍ଶାଇ ରପ୍ତାନୀ କରାଯାଉଛି ଏବଂ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଠକେଇ ହେଉଥିବା ଦର୍ଶାଇଛନ୍ତି ଅପରାଜିତା । ୬ଟି ଖଣିର…

ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କୀ ଲିଙ୍କର ପର୍ଦ୍ଦାଫାଶ। ଏନଆଇଏର ଘନଘନ ଚଢ଼ାଉ। 

କନକ ବ୍ୟୁରୋ: ଭାରତରେ ଅପରାଧିକ ଗତିବିଧିରେ ଲିପ୍ତ ଥିବା କିଛି ଗ୍ୟାଙ୍ଗଷ୍ଟର ଓ ଆତଙ୍କୀଙ୍କୁ ବିଭିନ୍ନ ରାଜ୍ୟରୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ବଡ଼ କଥା ହେଉଛି ଗ୍ୟାଙ୍ଗଷ୍ଟରଙ୍କର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଖଲିସ୍ଥାନୀ ଆତଙ୍କୀଙ୍କ ସହ ଲିଙ୍କ ଥିବା…

ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୧୫ରେ ବଜାଇବେ ଷ୍ଟକ୍ ଏକ୍ସଚେଞ୍ଜ ଓପନିଂ ବେଲ୍

କନକ ବ୍ୟୁରୋ: ଯୋଗୀ ଆଦିତ୍ୟନାଥ, ବିଜୟ ରୁପାନି ଓ ଅମିତାଭ ବଚ୍ଚନଙ୍କ ବହୁ ପ୍ରଭାବଶାଳୀ ବ୍ୟକ୍ତି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ ବଜାଇଛନ୍ତି । ପ୍ରତିଦିନ ସକାଳ ୯ଟାରେ ଖୋଲିଥାଏ ବମ୍ବେ ଷ୍ଟକ ଏକ୍ସଚେଞ୍ଜ- ବିଏସଇ । କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ ବଜାଇବାର ପରମ୍ପରା ରହିଛି…

ବହୁଚର୍ଚ୍ଚିତ ଜ୍ଞାନବାପୀ ମାମଲା: ହିନ୍ଦୁ ପକ୍ଷ ଆବେଦନ ଗ୍ରହଣ, ମୁସଲିମ୍ ପକ୍ଷ ଆବେଦନ ଖାରଜ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଜ୍ଞାନବାପୀ ମସଜିଦ୍ - ଶୃଙ୍ଗାର ଗୌରୀ ମନ୍ଦିର ବିବାଦ ମାମଲାରେ ହିନ୍ଦୁପକ୍ଷ ଆବେଦନର ଶୁଣାଣି କରିଛନ୍ତି ବାରଣାସୀ ଜିଲ୍ଲା କୋର୍ଟ । ଜିଲ୍ଲା କୋର୍ଟର ବିଚାରପତି ଅଜୟ କ୍ରିଷ୍ଣା ବିଶ୍ୱେଶ ଏହି ଶୁଣାଣି କରିଛନ୍ତି । ଏହାସହ ମୁସଲିମ୍ ପକ୍ଷ ତରଫରୁ ହୋଇଥିବା ଆବେଦନକୁ…

କୁଚିଣ୍ଡାରେ ବର୍ଷା ପାଇଁ ଚାଷୀ କଲେ ଇନ୍ଦ୍ର ପୂଜା। ଚାଷ ଜମିରେ ହେଲା ହୋମଯଜ୍ଞ। 

କନକ ବ୍ୟୁରୋ: ଜଳ ବହୁଳେ ସୃଷ୍ଟି ନାସ, ଜଳ ବହୁଳେ ସୃଷ୍ଟି ନାସ । କେଉଁଠି ବର୍ଷା ପାଇଁ ବନ୍ୟା ପରିସ୍ଥିତି ତ ଆଉ କେଉଁଠି ବର୍ଷା ନଥିବାରୁ ଶୁଖିଲା ପଡିଛି ଚାଷ ଜମି । ଜଗତସିଂହପୁର ଓ କୋଣାର୍କରେ ସମୁଦ୍ର ଜୁଆର ମାଡରେ ରାସ୍ତା ଓ ଭ୍ୟୁ ଟାୱାର କ୍ଷତିଗ୍ରସ୍ତ ହୋଇଛି । ଲଘୁଚାପ ଯୋଗୁଁ ରାଜ୍ୟର…