Daily Archives

September 12, 2022

ସୀମା ଲଙ୍ଘିଛି ସମୁଦ୍ର, ଜଗତସିଂହପୁର ଶିଆଳିରେ ଉଚ୍ଚ ଜୁଆର ମାଡରେ ଭ୍ୟୁ ଟାୱାର ତଳୁ ଧସି ଯାଉଛି ବାଲି

କନକ ବ୍ୟୁରୋ: ମାଡି ଆସୁଛି ମହାସମୁଦ୍ର । ସୀମା ଲଙ୍ଘୁଛି ନୀଳ ଦରିଆ । ସମୁଦ୍ରର କରାଳ ରୂପକୁ ଦେଖି ଆତଙ୍କିତ ଉପକୂଳବାସୀ । ଉଚ୍ଚ ଜୁଆର ମାଡରେ କ୍ଷତିଗ୍ରସ୍ତ ହେଉଛି ବେଳଭୂମି । ସମୁଦ୍ର କୂଳ ଲଙ୍ଘିବାରୁ ବିପଦରେ ଜଗତସିଂହପୁର ଶିଆଳି ବେଳାଭୂମିରେ ଥିବା ଭ୍ୟୁ ଟାୱାର । ଲଘୁଚାପ ଜନିତ ଲଗାଣ…

ବୋରିଗୁମ୍ମା ନକୁଳଗୁଡ଼ାରେ ଗାଁରେ ଆତଙ୍କ ଖେଳାଇଛି ଭାଲୁ। ଲୋକଙ୍କୁ ଦେଖି ଗଛ ଉପରକୁ ଚଢିଗଲା ଭାଲୁ। 

କନକ ବ୍ୟୁରୋ: ଗଛ ଉପରେ ଭାଲୁ ତଳେ ମଣିଷ । ଗତ କିଛି ଦିନ ହେଲା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ନକୁଳଗୁଡ଼ାରେ ଭାଲୁର ଆତଙ୍କ ଲାଗି ରହିଛି । ଭାଲୁକୁ ଘଉଡ଼ାଇବାକୁ ଗ୍ରାମବାସୀ ବହୁ ଚେଷ୍ଟା କରୁଥିଲେ ସୁଦ୍ଧା ଭାଲୁଟି ଜନବସତି ଛାଡ଼ି ଯାଉନାହିଁ । ଜଙ୍ଗଲରୁ ଖାଦ୍ୟ ଅନ୍ୱେଶଣରେ ଆଶି ଗାଁ…

ଗାଁ ରାଜନୀତିକୁ କେନ୍ଦ୍ର କରି ଶିକ୍ଷକଙ୍କ ବଦଳିକୁ ବିରୋଧ। ବାଲେଶ୍ୱର ସୋରରେ ଶ୍ରେଣୀଗୃହ ଛାଡି ରାସ୍ତାରେ ବସିଲେ…

କନକ ବ୍ୟୁରୋ: ଗାଁ ରାଜନୀତିରେ ବନ୍ଧା ପଡିଛି ପିଲାଙ୍କ ଭବିଷ୍ୟତ । ବାଲେଶ୍ୱର ସୋରୋ ବ୍ଲକ ଭିକାରୀ ଚରଣ ବିଦ୍ୟାଳୟର ଶିକ୍ଷକ ବଦଳିକୁ ବାତିଲ କରିବା ଦାବିରେ ଧାରଣା । ଉଭୟ ଅବିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି । ମାସେ ତଳେ ବିଜୟ କୁମାର ବିଶ୍ୱାଳ ନାମକ…

୨୦୨୪ ପୂର୍ବରୁ କେସିଆର ନେଲେ ବଡ ନିଷ୍ପତ୍ତି । ଖୁବଶୀଘ୍ର ଲଞ୍ଚ୍ କରିବେ ଏକ ଜାତୀୟ ରାଜନୈତିକ ଦଳ ।

କନକ ବ୍ୟୁରୋ: କେସିଆର ଲଞ୍ଚ କରିବେ ନ୍ୟାସନାଲ ପାର୍ଟି । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ଟିଆରଏସର ନେତା କେ ଚନ୍ଦ୍ରଶେଖର ରାଓ ଖୁବଶୀଘ୍ର ଏକ ଜାତୀୟ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ପାର୍ଟିର ନୀତି ନିୟମ ବନେଇବା କାମ ଜାରି ରହିଛି ବୋଲି ସୂଚନା…

ଏସିଆ କପ ଜିତିଲା ଶ୍ରୀଲଙ୍କା: ଏହି କ୍ରିକେଟର କହିଲେ, କପ ଜିତିବା ପାଇଁ ଦରକାର ନାହିଁ ବିଶ୍ୱସ୍ତରୀୟ କ୍ରିକେଟର, ଆମେ…

କନକ ବ୍ୟୁରୋ: ପାକିସ୍ତାନକୁ ହରାଇ ଏସିଆ କପ ହାତେଇଛି ଶ୍ରୀଲଙ୍କା ଦଳ । ଯେଉଁ ଦଳ କିଛି ଦିନ ତଳେ ଗୋଟେ ଦୁର୍ବଳ ଦଳ ଭାବେ ପରିଚୟ ପାଇଥିଲା । ସେହି ଦଳ ଆଜି ଭାରତ, ପାକିସ୍ତାନ ଭଳି ଟିମକୁ ମାତ ଦେଇ ଚାମ୍ପିୟନ ହୋଇଛି । ଦେଶର ବିଭିନ୍ନ ସମସ୍ୟା ମଧ୍ୟରେ ଦେଶକୁ ଏକ ବଡ ବିଜୟ ଭେଟି ଦେଇଛି…

ଇଂରାଜୀ ହେଉକି ହିନ୍ଦୀ, ଓଡିଶାର ପିଲା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଆଗରେ

କନକ ବ୍ୟୁରୋ: ସବୁ ବାପାମାଆ ଚାହାନ୍ତି ମୋ ପିଲା ଚାଲାକ ହେଉ, ବୁଦ୍ଧିଆ ହେଉ ଭଲଟିକେ ହିନ୍ଦୀ, ଇଂରାଜୀ କହିପାରୁ । କେବଳ ସହରରେ ନୁହେଁ ଗାଁ ଗାଁରେ ପ୍ରତି ବାପା ମାଆଙ୍କ ଏହା ଇଚ୍ଛା । ସେଇଥିପାଇଁ ସେମାନଙ୍କୁ ପିଲା ବେଳୁ ଭଲ ଟ୍ୟୁସନ ଆଉ ବହି ପଢିବାକୁ କୁହାଯାଏ । ସମୟ ଥିଲା କେବଳ ଘରୋଇ…