Daily Archives

August 3, 2022

୭୩ ବର୍ଷ ଧରି ଚାଲିଛି ଚୀନ-ତାଇୱାନ ବିବାଦ । ତାଇୱାନରେ ଗଣତନ୍ତ୍ର ସ୍ଥାପନ କରିଥିଲେ କମ୍ୟୁନିଷ୍ଟ ବିରୋଧୀ ନେତା ।…

କନକ ବ୍ୟୁରୋ: ପୂର୍ବ ଏସିଆରେ ଚୀନ-ତାଇୱାନ ବିବାଦ କିଛି ନୂଆ କଥା ନୁହେଁ । ୭୩ ବର୍ଷ ଧରି ଏହି ବିବାଦ ଚାଲିଛି । ତାଇୱାନକୁ ନିଜର ବୋଲି ଦାବି କରିଆସୁଛି ଚୀନ । ତାଇୱାନ ଏହାକୁ ଗ୍ରହଣ କରୁନାହିଁ । ଏହି ଦେଶର ନିଜସ୍ୱ ସମ୍ବିଧାନ ଓ ସରକାର ରହିଛି ଆଉ ଆମେରିକା ସଂସଦର ବାଚସ୍ପତି ନାନ୍ସି…

ତାଇୱାନକୁ ଚାରିପଟୁ ଘେରି ଗଲାଣି ଚୀନ୍ ସେନା । ଆଉ ଏକ ଯୁଦ୍ଧ ନେଇ ବଢିଲା ଆଶଙ୍କା । ମୁହାଁମୁହିଁ ସ୍ଥିତିରେ ଚୀନ ଓ…

କନକ ବ୍ୟୁରୋ: ପୁଣି ଆଉ ଏକ ଯୁଦ୍ଧ ଆଶଙ୍କା । ତାଇୱାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ଚୀନ । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନର ତାଇପେଇରେ ପହଞ୍ଚିବା ପରେ ଉତ୍ତେଜନା ବଢି ତାଇୱାନ-ଚୀନ୍ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି । ତାଇୱାନକୁ…

ଏସଏଚଜି ମହିଳାଙ୍କୁ ଲୁଟିଲେ ଠକ ଦମ୍ପତି। ଝାରସୁଗୁଡାର ଶତାଧିକ ମହିଳାଙ୍କ ଠାରୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ:  ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକେଇ । ଲୋକଙ୍କ ଠାରୁ ଚୂନା ଲଗାଇଥିବା ଅଭିଯୁକ୍ତଙ୍କୁ ଝାରସୁଗୁଡା ବଢେଇମୁଣ୍ଡାରୁ ଗିରଫ କରିଛି ଝାରସୁଗୁଡା ପୁଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ସ୍ୱାମୀ-ସ୍ତ୍ରୀ । କୁଚିଣ୍ଡାର ଭୀମରାଜ ସୋନୀ ଓ ସୁଜାତା ପଟେଲ,  ଲଇକେରା ଓ କୋଲାବିରା…

ବଦଳିଲା ଯାଆଁଳା ଭଉଣୀଙ୍କ ପରିଚୟ। ଅନାଥ ଆଶ୍ରମରୁ ‘ନେସନ୍’ରୁ ଆମେରିକା ଯାତ୍ରା।

କନକ ବ୍ୟୁରୋ: ବଦଳିଲା ୨ ଜଣ କୋମଳମତି ଶିଶୁ କନ୍ୟାଙ୍କ ଠିକଣା । ଅନାଥ ଆଶ୍ରମରୁ ଆମେରିକା ଗଲେ ଦୁଇ ଯାଆଁଳା ଶିଶୁ କନ୍ୟା । ଅନାଥ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଆମେରିକୀୟ ଦମ୍ପତି । ଯାଜପୁର ବରୀ ଥାନା ବୁଢାକେନ୍ଦୁଆ ଠାରେ ‘ନେସନ’ ଅନୁଷ୍ଠାନରେ ରହୁଥିବା ଦୁଇ ଯାଆଁଳା…

ପ୍ରେମିକ ଘର ଆଗରେ ମହିଳାଙ୍କ ଧାରଣା । ସ୍ତ୍ରୀ ମାନ୍ୟତା ଦାବିରେ ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିରେ ରାତି…

କନକ ବ୍ୟୁରୋ: ପ୍ରେମିକ ଘର ବାହାରେ ଧାରଣାରେ ବସିଲେ ମହିଳା । ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଲେ । ଆଉ ପରେ ଅନ୍ୟ କାହାକୁ ବାହା ହେବା ପାଇଁ ପ୍ରୟାସ ଚଳାଇଥିବାରୁ ନିଜ ପ୍ରେମିକଙ୍କ ଘର ବାହାରେ ଗତ କାଲି ରାତିରୁ ଧାରା ଦେଇଛନ୍ତି ମହିଳା । ଘଟଣାଟି ବ୍ରହ୍ମପୁର ବଡବଜାର ଦେଶୀ…

ଠକଙ୍କ ଟାର୍ଗେଟରେ ଆଦିବାସୀ ବେକାରୀ ଯୁବକ-ଯୁବତୀ। ସରକାରୀ ଚାକିରି କରାଇ ଦେବାକୁ କହି ୨୧ ଲକ୍ଷ ଟଙ୍କା ଠକେଇ।

କନକ ବ୍ୟୁରୋ: ଚାକିରି ଦେବା ନାଁରେ ୨୧ ଲକ୍ଷ ଠକେଇ । ଅସଲି ୱେବସାଇଟ ଜରିଆରେ ଦିଆଯାଇଛି ନକଲି ନିଯୁକ୍ତିପତ୍ର । ଚାକିରିର ଆଶା ଦେଖାଇ କଳାକନା ବୁଲାଇଦେଲା ଠକ । ବିଭିନ୍ନ ସରକାରୀ ଚାକିରି ନିଯୁକ୍ତି ଦେବାକୁ କହି ୨୧ ଲକ୍ଷ ଲୁଟି ନେଇଛି ଠକ । ଏପରି ଠକାମୀର ଶିକାର ହୋଇଛନ୍ତି ମାଲକାନଗିରି…