Daily Archives

August 3, 2022

ମଉଳି ଗଲା ପଶ୍ଚିମ ଓଡିଶାବାସୀଙ୍କ ଆଶା। ସୁନ୍ଦରଗଡରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ନଥିବା କହିଲେ…

କନକ ବ୍ୟୁରୋ: ସୁନ୍ଦରଗଡରେ ପ୍ରତିଷ୍ଠା ହେବ ନାହିଁ ରାଜ୍ୟର ଦ୍ୱିତୀୟ ଏମ୍ସ ଡାକ୍ତରଖାନା । ସୁନ୍ଦରଗଡ ଏମ୍ସ ସଂପର୍କରେ ଏମିତି କିଛି ତଥ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱାର । ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଏଭଳି କହିବା ପରେ, ପଶ୍ଚିମ…

ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ କରିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ…

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ କରିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇ ଅବଗତ କରାଯାଇଛି । ତେବେ ରାଗିଂ ରୋକିବାକୁ ଛାତ୍ରଛାତ୍ରୀ ଏକ…

ବାତିଲ୍ ହେବ କି ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଦୁଇଟି ଟି-୨୦? ଏହି ଅସୁବିଧାରେ ଫସିଛନ୍ତି ଭାରତ-ଇଣ୍ଡିଜ୍ ଖେଳାଳି…

କନକ ବ୍ୟୁରୋ: ଭାରତ-ୱେଷ୍ଟଇଣ୍ଡିଜ୍ ଭିତରେ ଜାରି ରହିଛି ଟି-୨୦ ସିରିଜ୍ । ଏବେ ସୁଦ୍ଧା ସିରିଜର ୩ଟି ମ୍ୟାଚ୍ ଖେଳାଯାଇଥିବାବେଳେ ଭାରତ ୨-୧ରେ ଆଗୁଆ ରହିଛି । ତେବେ ଶେଷ ଦୁଇଟି ଟି-୨୦ ଆମେରିକାରେ ଖେଳାଯିବାକୁ ଥିବାବେଳେ, ଏହି ଦୁଇଟି ମ୍ୟାଚ୍ ଉପରେ ଏବେ ଲାଗି ରହିଛି ଆଶଙ୍କା । ଜାତୀୟ…

କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମସ୍ତ ସ୍ମାରକୀ, ମ୍ୟୁଜିୟମ, ସଂଗ୍ରହାଳୟର ପ୍ରବେଶ ପାଇଁ…

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର, ନିଜର ସ୍ୱାଧୀନତାର ୭୫ ବର୍ଷ ପୂରା କରିବାକୁ ଯାଉଛି । ଏହି ଅବସରରେ ସାରା ଭାରତରେ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରାଯାଉଛି । ଏପରିକି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଲୋକମାନେ ‘ହର ଘର ତ୍ରିରଙ୍ଗା’ ଉତ୍ସବ ପାଳନ କରୁଛନ୍ତି,…

ମଙ୍କିପକ୍ସକୁ ନେଇ କେନ୍ଦ୍ର ସରକାର ତତ୍ପର। ସ୍ୱାସ୍ଥ୍ୟମନ୍ତ୍ରାଳୟ ଜାରି କଲା ମାର୍ଗଦର୍ଶିକା।

କନକ ବ୍ୟୁରୋ: ଦେଶରେ ମଙ୍କିପକ୍ସ ସଂକ୍ରମଣ ବଢୁଥିବା ବେଳେ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାର୍ଗଦର୍ଶିକା ଜାରି କରିଛି । କଣ କରିବାକୁ ହେବ କଣ କରିବେ ନାହିଁ ସେ ସମ୍ପର୍କରେ ଏଥିରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି…

କମନୱେଲଥ ଗେମ୍ସରେ ଭାରତକୁ ପୁଣି ଏକ ପଦକ,  ଲବପ୍ରୀତ ସିଂ ଆଣିଲେ ବ୍ରୋଞ୍ଜ

କନକ ବ୍ୟୁରୋ : ୨୦୨୨ କମନୱେଲଥ ଗେମରେ ଭାରତ ୧୪ ଟି ପଦକ ହାସଲ କରିଛି । ଆଜି ୫ମ ଦିନରେ ଭାରତ ପକ୍ଷରୁ ନୌସେନା ଯବାନ ଲବପ୍ରୀତ ସିଂ ଭାରୋତ୍ତଳନରେ ବ୍ରୋଞ୍ଜ ପଦକ ହାସଲ କରି ଭାରତ ପାଇଁ ୧୪ତମ ପଦକ ହାସଲ କରିଛନ୍ତି । ସେ ପୁରୁଷ ବର୍ଗର ୧୦୯ କିଲୋଗ୍ରାମ ଓଜନ ବର୍ଗରେ ଏହି ପଦକ ହାସଲ କରିଛନ୍ତି ।…