Daily Archives

August 2, 2022

ଭାରତକୁ ପଞ୍ଚମ ସ୍ୱର୍ଣ୍ଣ । ଟେବୁଲ ଟେନିସ ପୁରୁଷ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଦଳ। 

କନକ ବ୍ୟୁରୋ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ମିଳିଛି । ଟେବୁଲ ଟେନିସ ପୁରୁଷ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାତେଇଛି ଭାରତୀୟ ଦଳ । ସିଙ୍ଗାପୁରକୁ ୩-୧ ଗେମରେ ହରାଇ ଭାରତୀୟ ପୁରୁଷ ଦଳ ଏହି ସଫଳତା ହାସଲ କରିଛି । ଶରଥ କମଲ, ସାଥିୟାନ, ହରମିତ ଦେଶାଇଙ୍କୁ ନେଇ ଗଠିତ…

ତେଲ କରିଦେଲା ମାଲାମାଲ ! ଗୋପ ମାଟି ତଳେ ପେଟ୍ରୋଲ ଓ ଗ୍ୟାସ  

କନକ ବ୍ୟୁରୋ: ଦେଶରେ ପେଟ୍ରେଲ ଦର ଶହେ ଟପିଛି । ଏପରି ସମୟରେ ଗୋପ ଅଂଚଳର ମାଟି ତଳେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ସମସ୍ତଙ୍କୁ ଖୁସି ଆଣି ଦେଇଛି । କୁହାଯାଉଛି ପେଟ୍ରୋଲ ଉତ୍ପାଦନ ଆରମ୍ଭ ହେଲେ ଅଂଚଳର ଯୁବକ ଯୁବତୀ ରୋଜଗାର ପାଇବେ । ଅଂଚଳର ବିକାଶ ହୋଇପାରିବ । ଖାଲି…

ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ: ଶ୍ରୀ ଜୟଦେବ କଲେଜରେ ଯୌନ ନିର୍ଯାତନା!

କନକ ବ୍ୟୁରୋ: ଜୟଦେବ କଲେଜ ଅଧ୍ୟାପକ ପ୍ରମୋଦ ରଞ୍ଜନ ଦାସଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ତେଣୁ ଯଥାଶୀଘ୍ର ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କଲେଜ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଆଇନ ୨୦୧୩ ଅନୁଯାୟୀ…

ରାଜ୍ୟରେ ଭୟାବହ ହେଉଛି କ୍ୟାନସର: ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଦିନରେ ମରୁଛନ୍ତି ୩୦ଜଣ

କନକ ବ୍ୟୁରୋ: କ୍ୟାନସର କେତେ ମାରାତ୍ମକ ହୋଇପାରେ ଆଉ ଏହାର ଭୟାବହତା କେତେ ଯାହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ କହୁଛି । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ଉତର ଅନୁସାରେ, ଗତ ୩ ବର୍ଷରେ ୯୨ ହଜାର ୬୯୯ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଏହି ୩ ବର୍ଷ ମଧ୍ୟରେ ୩୧ ହଜାର…

୫୦ କୋଟି ଟଙ୍କା କାହାର ? ଅର୍ପିତା କହିଲେ ତାଙ୍କ ଅଜାଣତରେ ଟଙ୍କା ରଖାଯାଇଛି।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଜବତ କରିଥିବା ନଗଦ ୫୦ କୋଟି ଟଙ୍କା କାହାର ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଟଙ୍କା ପାର୍ଥ ଚାଟାର୍ଜୀଙ୍କର ନାଁ ଆଉ କାହାର ତାକୁ ନେଇ ଇଡି ଖୋଳତାଡ ଜାରି ରଖିଛି । ଏହାରି ଭିତରେ ଅନ୍ୟତମ ଗିରଫ ଅଭିଯୁକ୍ତ…

ଆମେରିକାକୁ ସହଯୋଗ କଲା ପାକିସ୍ତାନ ! ଜୁଲାଇରେ ବାଇଡେନଙ୍କ ଆଗରେ ରଖାଯାଇଥିଲା ପ୍ଲାନ।

କନକ ବ୍ୟୁରୋ: ଅଲ କାଏଦାର ମୁଖ୍ୟ ଓସାମା ବିନ୍ ଲାଡେନ । ୨୦୧୧ରେ ଏହି କୁଖ୍ୟାତ ଆତଙ୍କବାଦୀ ନିପାତ ହେବା ପରେ ଆୟମାନ ଅଲ- ଜୱାହିରି ସମ୍ଭାଳିଥିଲା ଦାୟିତ୍ୱ । ଏକଦା ଇଜିପ୍ଟର ସର୍ଜନ ଥିଲା ଜାୱାହିରି । କିନ୍ତୁ କାଳକ୍ରମେ ଓସାମା ବିନ ଲାଡେନର ସଂସ୍ପର୍ଶରେ ଆସିଥିଲା । ଆଉ ଅଲକାଏଦାରେ ସକ୍ରିୟ…