Daily Archives

August 2, 2022

ଶ୍ରୀମନ୍ଦିରରେ ପୁଣି ହେବ କି ଶ୍ରୀଜିଉଙ୍କ ରଘୁନାଥ ବେଶ? ଖୋଲିବ କି ରତ୍ନଭଣ୍ଡାର?

କନକ ବ୍ୟୁରୋ: ୧୯୦୫ ମସିହାରେ ଶ୍ରୀମନ୍ଦିରରେ ଶେଷଥର ପାଇଁ ହୋଇଥିଲା ରଘୁନାଥ ବେଶ । ଏହାରି ମଧ୍ୟରେ ୧୧୭ ବର୍ଷ ବିତିଗଲାଣି କିନ୍ତୁ ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ ହୋଇନାହିଁ । ବିଭିନ୍ନ ସମୟରେ ଏଥିପାଇଁ ଉଦ୍ୟମ ହୋଇଥିଲେ ବି ଏହା ଫଳପ୍ରଦ ହୋଇନାହିଁ । ୧୯୮୩ ଓ ୨୦୨୨ରେ ଏହି ବେଶ କରିବାକୁ…

ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦାର ମୁଖ୍ୟ ଅଲ୍-ଜୱାହିରି ମୃତ। ଦୁଇ ମାସ ପୂର୍ବରୁ ନିପାତ ପାଇଁ ଆମେରିକା ଚଳାଇଥିଲା…

କନକ ବ୍ୟୁରୋ: ସେପ୍ଟେମ୍ବର ୧୧, ୨୦୦୧  । ଆମେରିକା ଉପରେ ଆକ୍ରମଣ କରିଥିଲା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା । ଆଉ ଏହି ଆକ୍ରମଣରେ ପାଖାପାଖି ୩ ହଜାର ଲୋକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ପଛରେ ଅନ୍ୟତମ ପ୍ରମୁଖ ଖଳନାୟକ ଥିଲା ଅଲ ଜୱାହିରି । ଅଲ କାଏଦାର ପ୍ରମୁଖ ଓସାମା ବିନ୍…

କାଷ୍ଟିଂକାଉଚ୍ ମାମଲାରେ ପପୁଙ୍କୁ କ୍ଲିନଚିଟ୍: ଦୋଷମୁକ୍ତ କଲେ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ୨୦୧୬ କାଷ୍ଟିଂ କାଉଚ୍ ମାମଲାରେ କମେଡି କିଙ୍ଗ ପପୁ ପମପମଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ତତ୍ୱ ପ୍ରକାଶ ଶତପଥୀ ଓରଫ ପପୁ । ତାଙ୍କ…

ତାଇୱାନ ଆସୁଛନ୍ତି ଆମେରିକା ବାଚସ୍ପତି! ନାନ୍ସି ପେଲୋସିଙ୍କ ଗସ୍ତକୁ ଚୀନର ବିରୋଧ।

କନକ ବ୍ୟୁରୋ: ଆମେରିକାର ସଂସଦର ବାଚସ୍ପତି ନାନ୍ସି ପେଲୋସି ଏସିଆ ଗସ୍ତରେ ଅଛନ୍ତି ।  ବର୍ତ୍ତମାନ ସେ ସିଙ୍ଗାପୁରରେ ଅଛନ୍ତି । ତେବେ ଏହାରି ଭିତରେ ତାଇୱାନ ଆସିବା ନେଇ ଚର୍ଚ୍ଚା ହେଉଛି । ଏହାକୁ ନେଇ ଚୀନ ଚିହିଁକି ଉଠିଛି । ଆଉ ଆମେରିକାକୁ ଚେତାନବନୀ ଦେଇଛି  । ଯଦି ନାନ୍ସି ତାଇୱାନ ଗସ୍ତ…

୨୧ବର୍ଷ ପରେ ପ୍ରତିଶୋଧ: ବାଲକୋନୀ ଉପରେ ଡ୍ରୋନ ଆକ୍ରମଣ, ଅଲକାଏଦା ଆତଙ୍କବାଦୀ ଅଲ ଜୱାହିରି ନିପାତ

କନକ ବ୍ୟୁରୋ: ୯/୧୧ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା । ୱାର୍ଲ୍ଡ ଟ୍ରେଡ୍ ଟାୱାର ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଆୟମାନ ଅଲ୍ ଜୱାହିରିକୁ ନିପାତ କରିବାରେ ସଫଳ ହୋଇଛି ଆମେରିକା । ରହୁଥିବା ଘରର ବାଲକୋନିରେ ବୁଲୁଥିଲା ଅଲ ଜୱାହିରି । ଏହି ସମୟରେ ସେହି ବାଲକୋନିକୁ ଟାର୍ଗେଟ…

ଭାରତୀୟ ମହିଳା ଟିମ ରଚିଲା ଇତିହାସ: ଲନ୍ ବଲରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ଜିତିଲା ଭାରତ

କନକ ବ୍ୟୁରୋ: କମନୱେଲଥ ଗେମରେ ଇତିହାସ ରଚିଲେ ଭାରତୀୟ ମହିଳା ଟିମ । ଲନ୍ ବଲ ଇଭେଣ୍ଟର ଫାଇନାଲ ମୁକାବିଲାରେ ଭାରତ, ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି । ୯୨ ବର୍ଷ ଇତିହାସରେ ଏଭଳି ପ୍ରଥମ ଥର ହୋଇଛି, ଯେ ଏହି ଇଭେଣ୍ଟରେ ଭାରତ ମେଡାଲ ଜିତିଛି । ତାହା ବି ପୁଣି…