Daily Archives

July 29, 2022

ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମାମାଗିଲେ ଅଧୀର। ଟିପ୍ପଣୀକୁ ନେଇ ସୋନିଆ ବନାମ ସ୍ମୃତି ଇରାନୀ।

କନକ ବ୍ୟୁରୋ: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦେଇଥିବା ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ପାଇଁ ବଡ଼ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । କଂଗ୍ରେସ, ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷା…

ବିଧାନସଭାରେ ପୁଣି ଉଠିଲା ରତ୍ନ ଭଣ୍ଡାର ସୁରକ୍ଷା ପ୍ରସଙ୍ଗ । ଶ୍ରୀଜିଉଙ୍କ ସୁନା ସୁରକ୍ଷିତ ଅଛି କି ନାହିଁ, ବୋଲି…

କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ପୁଣି ଉଠିଲା ଶ୍ରୀମନ୍ଦିରର ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାର ଚାବି ସୁରକ୍ଷିତ ଅଛି କି ନାହିଁ, ସେ ନେଇ ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା…

କେନ୍ଦ୍ରାପଡ଼ା ଡିଇଓ ସଞ୍ଜୀବ ସିଂଙ୍କ ଅମାପ ସମ୍ପତି । ଦରମା ଟଙ୍କାରେ ବାଜୁନଥିଲା ହାତ, ଉପୁରି ରୋଜଗାରରେ ବନିଥିଲେ…

କନକ ବ୍ୟୁରୋ: ଲାଞ୍ଚୁଆ ସରକାରୀ ଅଧିକାରୀ । ଲାଞ୍ଚ ଟଙ୍କାରେ ଚଳେ ପରିବାର । ଦରମା ଟଙ୍କାରେ ବାଜେନି ହାତ । ଉପୁରି ଏଭଳି କରନ୍ତି ଯେ, ଘର ପରିବାର ଚଳିବା ପାଇଁ ହୋଇଯାଏ ଯଥେଷ୍ଟ । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂହ ଭିଜିଲାନ୍ସ ହାତରେ ଧରା ପଡିବା ପରେ ତାଙ୍କୁ ନେଇ କିଛି…

କ୍ୟାନସର ନଥାଇ କାଟିଦେଲେ କି ରୋଗୀଙ୍କ ଅଙ୍ଗ ? ରାଜ୍ୟର ସବୁଠାରୁ ବଡ଼ ମେଡିକାଲ କଲେଜ ଏସସିବି ବିରୋଧରେ ଅଭିଯୋଗ ।

କନକ ବ୍ୟୁରୋ: ରାଜ୍ୟର ସବୁ ବଡ଼ ମେଡିକାଲ, ଯାହାକୁ ଏମ୍ସ ପ୍ଲସ୍ ହପ୍ସିଟାଲରେ ପରିଣତ କରିବା ପାଇଁ ସରକାର ଅଣ୍ଟା ଭିଡୁଥିବା ବେଳେ ଏପରି ଏକ ଅଭିଯୋଗ ହୋଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୪୫ ବର୍ଷୀୟା ପ୍ରଦୀପ୍ତା ଶତପଥୀ । ତାଙ୍କ ଛାତିରେ…

ଶୁଭମ ଏଣ୍ଟରପ୍ରାଇଜେସର ମହିନ୍ଦ୍ରା ଟ୍ରାକ୍ଟର ସୋରୁମ୍ ଉଦଘାଟିତ। ରେମୁଣାରେ ଉଦଘାଟନ ହେଲା ସୋରୁମ୍।

କନକ ବ୍ୟୁରୋ: ରେମୁଣାରେ ଉଦଘାଟିତ ହୋଇଛି ମହିନ୍ଦ୍ରା ଟ୍ରାକ୍ଟର ସୋରୁମ୍ । ଶୁଭମ ଏଣ୍ଟରପ୍ରାଇଜେସର ଏହି ସୋ ରୁମ୍ ଉଦଘାଟିତ ହୋଇଛି । ରେମୁଣା ଗଣେଶ୍ୱର ସ୍ଥିତ ବାମପଦା ଏମସ ହସପିଟାଲ ସମ୍ମୁଖରେ ମହିନ୍ଦ୍ରା କମ୍ପାନୀର ଟ୍ରାକ୍ଟର ସୋରୁମ ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବାଲେଶ୍ୱର…

ଅର୍ପିତା ମୁଖାର୍ଜୀଙ୍କ ଓଲିଉଡ ଲିଙ୍କକୁ ନେଇ ବଢ଼ିଲା ଚର୍ଚ୍ଚା । ଅଭିନେତ୍ରୀ ଗୁନଗୁନଙ୍କ ସହିତ ପରିଚିତ ଥିଲେ ପାର୍ଥ…

କନକ ବ୍ୟୁରୋ: ବଙ୍ଗୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଘରୁ ମିଳୁଛି ପୁଳା ପୁଳା ଟଙ୍କା । ଆଉ ଏପଟେ ଅଭିନେତ୍ରୀଙ୍କ ଓଡିଶା କନେକ୍ସନକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଓଲିଉଡ୍ ଅଭିନେତ୍ରୀ ଗୁନଗୁନ ଓ ଅର୍ପିତାଙ୍କ ମଧ୍ୟରେ ଥିଲା ବେଶ ଭଲ ବନ୍ଧୁତା । ଦୁହିଁଙ୍କ ଏକାଠି ଅନେକ…