Daily Archives

July 29, 2022

ବାବୁସାନ ଏବଂ ପତ୍ନୀ ତୃପ୍ତି ଶତପଥୀଙ୍କ ମଧ୍ୟରେ ଆପୋଷ ସମାଧାନ ନେଇ ଆରମ୍ଭ ହେଲା ଉଦ୍ୟମ । ତୃପ୍ତିଙ୍କୁ ବୁଝାଇବା ପାଇଁ…

କନକ ବ୍ୟୁରୋ: ବାବୁସାନ ମହାନ୍ତି ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ପ୍ରକୃତି ମିଶ୍ରଙ୍କୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ସେହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଅଭିନେତା ରବି ମିଶ୍ର । ଆଉ ଉଭୟ ବାବୁସାନ ଓ ତୃପ୍ତିଙ୍କ ପରିବାର ମଝିରେ ମଧ୍ୟସ୍ଥତାର କାମ କରି ଆପୋଷ ବୁଝାମଣା ପାଇଁ…

ମାର୍ଶାଘାଈ ବ୍ଲକର ନରାୟଣପୁର ଏବଂ ଆଙ୍କୋ ଗାଁରେ ଡରାଉଛି ଚିତ୍ରତ୍ପୋଳା ନଦୀ । ଲୋକଙ୍କୁ ଘାରିଛି ଭିଟାମାଟି ହରାଇବା…

କନକ ବ୍ୟୁରୋ: କୁଳ ଖାଉଛି ନଦୀ । ଆଗକୁ ଆଗକୁ ମାଡି ଚିତ୍ରତ୍ପୋଳା ନଦୀ । ନଦୀ କୂଳ ଖାଉଥିବା ବେଳେ ଭିଟାମାଟି ହରାଇବା ଚିନ୍ତାରେ ନଦୀ କୂଳିଆ ବାସିନ୍ଦା । ଦିନେ ଗାଁ ଠାରୁ ଅନେକ ଦୁରରେ ପ୍ରବାହିତ ହେଉଥିଲା ନଦୀ । ହେଲେ ସମୟ କ୍ରମେ ନଦୀ ଏବେ ଜନବସତି ନିକଟରେ ପହଞ୍ଚିଲାଣି । ବଡବଡ ଅତଡା…

‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ନେଇ କ୍ଷମାମାଗିଲେ ଅଧୀର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଲେ ଚିଠି। 

କନକ ବ୍ୟୁରୋ: କ୍ଷମା ମାଗିଲେ ଅଧୀର ରଞ୍ଜନ ଚୌଧୁରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି । ଚିଠିରେ ସେ ଲେଖିଛନ୍ତି କହିବା ବେଳେ ମୋ ପାଟିରୁ ଭୁଲବସତଃ ରାଷ୍ଟ୍ରପତ୍ନୀ ଶବ୍ଦ ବାହାରିଯାଇଥିଲା । ମୁଁ କ୍ଷମା ମାଗୁଛି, ଆପଣ ଗ୍ରହଣ କରିବା ପାଇଁ ଅନୁରୋଧ ।…

ଝାଡାବାନ୍ତିରେ ଆକ୍ରାନ୍ତ ପୁଅର ଚିକିତ୍ସା କରାଇବାକୁ ଆଣି ଡାକ୍ତରଖାନରୁ ନିଖୋଜ ମାଆ। ୨ ସପ୍ତାହ ହେଲା ନିଖୋଜ ଅଛନ୍ତି…

କନକ ବ୍ୟୁରୋ: ଝାଡାବାନ୍ତିରେ ଆକ୍ରାନ୍ତ ପୁଅକୁ ଚିକିତ୍ସା କରାଇବାକୁ ଯାଇ ଡାକ୍ତରଖାନାରୁ ନିଖୋଜ ମା’ । ରାୟଗଡା କାଶିପରରୁ ଆସିଛି ଏହି ଅଭାବନୀୟ ଖବର । ଟିକିରି ଝଡିଆସାହିର ଦୁର୍ଯୋଧନ ଝଡିଆ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ପ୍ରଥମେ ଓଷାପଡା ଉକ୍ରଳ ଆଲୁମିନା ଡାକ୍ତରଖାନାକୁ…

ପାଠପଢିବା ପାଇଁ ଆଦିବାସୀ ଛାତ୍ରୀଙ୍କ ପଦଯାତ୍ରା। ପାଠପଢିବା ପାଇଁ ଦିନକୁ ଚାଲନ୍ତି ୨୪ କିଲୋମିଟର ରାସ୍ତା।

କନକ ବ୍ୟୁରୋ: ଆଦିବାସୀ ଝିଅର ପାଠ ପଢ଼ିବା ନିଶା । ପାଠପଢ଼ିବାକୁ ପ୍ରତିଦିନ ଚାଲୁଛନ୍ତି ୧୨ କିଲୋମିଟର । କେତେବେଳେ ଚାଲି ଚାଲି ତ ଆଉ କେତେବେଳେ କାହାକୁ ସାହାଯ୍ୟ ମାଗି ସ୍କୁଲ ଯାଉଛନ୍ତି । ନବମ ଶ୍ରେଣୀରେ ପଢୁଛନ୍ତି ଯାଜପୁର ଜିଲ୍ଲାର ଏହି ଆଦିବାସୀ ଛାତ୍ରୀ । ଦାନଗଦୀ ବ୍ଲକ ଟୁଙ୍ଗେଇଶୁଣୀ…

ଆଖିବୁଜିଲା ଦନ୍ତାହାତୀ । ନରସିଂହପୁରରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ ।

କନକ ବ୍ୟୁରୋ: ଆଖିବୁଜିଲା ଦନ୍ତାହାତୀ । ନରସିଂହପୁରରେ  ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ ଘଟିଛି । ବିଶେଷଜ୍ଞ ଡାକ୍ତରଙ୍କ ତମାମ ଚେଷ୍ଟା ଓ ଚିକିତ୍ସା ପରେ ବି ଦନ୍ତାହାତୀଟି ପ୍ରାଣ ହରାଇଛି । ତେବେ ବାରମ୍ବାର ଦନ୍ତାହାତୀଙ୍କୁ ଗୁଳି କରୁଛନ୍ତି ଶିକାରୀ । ଏବେ ପ୍ରାୟତଃ ସବୁ ଜଙ୍ଗଲରେ…