Daily Archives

July 22, 2022

କଂଗ୍ରେସ ବିଧାୟକ ମହମଦ ମୋକିମଙ୍କ ଉପରେ କଂଗ୍ରେସ ଖପ୍ପା: ଦଳୀୟ ଅନୁଶାସନ ଭଙ୍ଗ କରିବା ଅଭିଯୋଗରେ ପିସିସି ସଭାପତିଙ୍କ…

କନକ ବ୍ୟୁରୋ: ଦଳ ବିରୋଧରେ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବା ସ୍ପଷ୍ଟ ହୋଇଯିବା ପରେ ତାଙ୍କୁ ନୋଟିସ ଜାରି କରିଛି କଂଗ୍ରେସ । ଅବଶ୍ୟ ଦ୍ରୌପଦୀଙ୍କୁ ଭୋଟ ଦେଇଥିବାରୁ ତାଙ୍କୁ କାରଣ ଦର୍ଶାଇବା ପାଇଁ ଏହି ନୋଟିସରେ କିଛି ବି…

ସ୍ୱାସ୍ଥ୍ୟ ସେବାରେ ରାଜ୍ୟସରକାରଙ୍କ ଆଉ ଏକ ମାଇଲ ଖୁଣ୍ଟ । ୩୫୮ ଏଲୋପାଥିକ୍, ୧୧୬ ହୋମିଓପାଥିକ ମେଡିକାଲ ଅଫିସର ଓ ୧୬…

କନକ ବ୍ୟୁରୋ : ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ପାଇଁ ପୁଣିଏକ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରେ ରାଜ୍ୟରେ ୩୫୮ ଜଣ ଏଲୋପାଥିକ ମେଡିକାଲ ଅଫିସର, ୧୧୬ ଜଣ ହୋମିଓପାଥିକ୍ ମେଡିକାଲ ଅଫିସର ସମେତ ୩୬ ଜଣ ହୋମିଓପାଥିକ…

ରାସ୍ତାକାମ କରିଥିବା ଏଲ-ଆଣ୍ଡ-ଟି କମ୍ପାନୀକୁ ୨୦ କୋଟି ଦେଲେନି ସରକାର: ସୁଧ ମୂଳ ମିଶି ହେଲା ୧୨୦ କୋଟି

କନକ ବ୍ୟୁରୋ: ଖିଲାପକାରୀ ବ୍ୟକ୍ତି ବା ସଂସ୍ଥାମାନଙ୍କର ସମ୍ପତ୍ତି ଜବତ ହେବା ନୂଆ କଥା ନୁହେଁ । ହେଲେ ଖୋଦ୍ ସରକାର ବକେୟା ଦେୟ ଦେଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ସରକାରଙ୍କ ସମ୍ପତ୍ତି ଜବତ କରାଯାଇଛି । ଭୁବନେଶ୍ୱର ପୂର୍ତ ବିଭାଗର ନିର୍ମାଣ ସୌଧରେ ଥିବା ରାସ୍ତା ବିଭାଗର…

ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ: ଭୁବନେଶ୍ୱର ଜୋନରେ ଦଶମର ୯୬.୪୬% ପାସ୍

କନକ ବ୍ୟୁରୋ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।ରେଜଲ୍ଟ ଆସିବା ପରେ କୃତୀ ଛାତ୍ରଛାତ୍ରୀ ମିଠା ବାଂଟି ଖୁସି ମନେଇଛନ୍ତି । ପୂର୍ବଥର ଭଳି ଏଥର ମଧ୍ୟ ଛାତ୍ରଙ୍କୁ ଟପି ଯାଇଛନ୍ତି ଛାତ୍ରୀ । ଦଶମରେ ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ…

ମୃତ ବ୍ୟକ୍ତିଙ୍କ ନାମରେ ଲାଇସେନ୍ସ ଆଣି ମଦ ଦୋକାନ ଚଳାଉଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ, ଗୋଆ ଅବକାରୀ…

କନକ ବ୍ୟୁରୋ : ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି ଆଜି ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଂଚ ପାଇଁ ଦାବି କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଜୋଇଶାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଜୋଇଶାଙ୍କର…

ଦ୍ରୌପଦୀଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ପ୍ରଜାପିତା ବ୍ରହ୍ମକୁମାରୀ ଆଦର୍ଶ: ଜିଉଁଥିଲେ ସରଳ ଜୀବନ, ଖାଉଥିଲେ ନିରାମିଷ…

କନକ ବ୍ୟୁରୋ: ନିପଟ ମଫସଲରୁ ଆସିଥିବା ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦରେ ବସିବାକୁ ଯାଉଛନ୍ତି । ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କ ପାଇଁ ସାରାଦେଶ ଉତ୍ସବମୁଖର ହୋଇଛି । ହେଲେ, ତାଙ୍କ ଜୀବନର ଏମିତି କିଛି ସଂଘର୍ଷର କାହାଣୀ ରହିଛି ଯାହା ବହୁତ କମ୍ ଲୋକ ଜାଣିଥିବେ ।…