Daily Archives

July 22, 2022

୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ପାଇବ ଦେଶ । ଶପଥ ସମାରୋହରେ ଯୋଗ ଦେବେ…

କନକ ବ୍ୟୁରୋ: ୨୦୦୭ ଜୁଲାଇ ୨୫- ପ୍ରତିଭା ପାଟିଲଙ୍କ ଶପଥ, ୨୦୧୨ ଜୁଲାଇ ୨୫- ପ୍ରଣବ ମୁଖାର୍ଜୀଙ୍କ ଶପଥ, ୨୦୧୭ ଜୁଲାଇ ୨୫- ରାମନାଥ କୋବିନ୍ଦଙ୍କ ଶପଥ, ୨୦୨୨ ଜୁଲାଇ ୨୫- ଦ୍ରୌପଦୀ ମୁର୍ମୁଙ୍କୁ ଅପେକ୍ଷା । ପରମ୍ପରା ଅନୁସାରେ ଆଗାମୀ ୨୫ ତାରିଖରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଦେଶର ୧୫ତମ…

କଣ୍ଟାବାଞ୍ଝି ପୌର ପରିଷଦରେ ଅସୁରକ୍ଷିତ ଗାଇ-ଗୋରୁ: ଗାଇଙ୍କ ଉପରେ ହେଉଛି ଏସିଡ୍ ମାଡ

କନକ ବ୍ୟୁରୋ: ଦିନକୁ ଦିନ ଲୋକଙ୍କ ମାନସିକ ସ୍ଥିତି ନିମ୍ନସ୍ତରକୁ ଚାଲି ଯାଉଛି । ଯଦିଓ ସମସ୍ତେ ସମାନ ନୁହଁନ୍ତି, ତଥାପି କିଛି ଲୋକେ ନିର୍ଦ୍ଦୟ ହୋଇଯାଉଛନ୍ତି । ପୂର୍ବରୁ ବୁଲା କୁକୁରଙ୍କ ଉପରକୁ ଗରମ ପାଣି ଫିଙ୍ଗିବା ସହ ମାଡ ମାରିବା ଘଟଣା ଗଣମାଧ୍ୟମ ଜରିଆରେ ଆପଣମାନେ ଦେଖିଛନ୍ତି । ହେଲେ…

ଜୀବନ ଓ ଜୀବିକା ମଝିରେ ବାଧକ ସାଜିଛି ରମ୍ଭାରୀ ନଦୀ: ବର୍ଷା ଦିନେ ପାଣିରେ ପସି ଯା’ଆସ କରୁଛନ୍ତି ପ୍ରାୟ ୨ ହଜାର ଲୋକ

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲାର ଅନେକ ଗାଁକୁ ଯାତାୟତ ପାଇଁ ରାସ୍ତାଟିଏ ନାହିଁ । ତେଣୁ ଆଜି ବି ଲୋକେ ବହୁ ଦୁର୍ଦଶା ଭୋଗୁଛନ୍ତି । ଗମନାଗମନ ସୁଗମ କରିବା ପାଇଁ ଜିଲା ପ୍ରଶାସନର ପ୍ରତିଶୃତି ପାଣିର ଗାର ବୋଲି ଅଭିଯୋଗ ହେଉଛି । ଏହେଉଛି ନୂଆଗାଁ ବ୍ଲକ ଅନ୍ତର୍ଗତ ଆଡିମାହା ପଂଚାୟତର ଚିତ୍ର ।…

ନିର୍ମାଣର ୩ ମାସ ନପୁରୁଣୁ ନଷ୍ଟ ହୋଇଗଲା ୧ କୋଟିର ରାସ୍ତା: ଖାଲଖମା ଭର୍ତି ରାସ୍ତାକୁ ନେଇ ବଢୁଛି ଅସନ୍ତୋଷ

କନକ ବ୍ୟୁରୋ: ରାସ୍ତା ନିର୍ମାଣକୁ ତିନି ମାସ ପୁରିଲା ନାହିଁ । ୧ କୋଟି ଟଙ୍କାରେ ନିର୍ମିତ ୧୩ କିଲୋମିଟର ରାସ୍ତା ଏବେ ଖାଲଖମାରେ ଭର୍ତି ହୋଇଛି । ଗତ ମାର୍ଚ୍ଚ ମାସରେ ପୂର୍ତ ବିଭାଗ ୧କୋଟି ଟଙ୍କା ଖର୍ଚ୍ଚ କରି ଏହି ରାସ୍ତା ନିର୍ମାଣ କରିଥିଲା । ତିନିମାସ ନପୂରୁଣୁ ରାସ୍ତା ପାଲଟି ଯାଇଛି…

ଅଙ୍ଗନୱାଡି କେନ୍ଦ୍ରରେ ଚାଲିଛି କୁକୁଡା ପାଳନ: ଚାନ୍ଦବାଲି ବଡ-ତିଳଞ୍ଚି ଗାଁରେ ରହିଛି ଏମିତି କେନ୍ଦ୍ର

କନକ ବ୍ୟୁରୋ: ପିଲାଙ୍କ ପାଇଁ ତିଆରି ହୋଇଥିବା ଅଙ୍ଗନୱାଡି କେନ୍ଦ୍ର ପାଲଟିଥି କୁକୁଡା ପାଳନ କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ରରେ କୁନି କୁନି ପିଲାଙ୍କ ପାଠ ପଢା ହେଉନାବିଁ ବରଂ ଏଠାରେ କୁକୁଡା ପାଳନ କରାଯାଉଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ରହିଛି ଏମିତି ଏକ ଅଙ୍ଗନୱାଡି କେନ୍ଦ୍ର ।…

ଘର ଭାଙ୍ଗି ଯିବା ପରେ ବାସହରା ମାଆ-ପୁଅ: ଦିନରେ ମୂଲ ଲାଗି, ରାତିରେ ବସଷ୍ଟାଣ୍ଡରେ ବିତୁଛି ଜୀବନ

କନକ ବ୍ୟୁରୋ: କିଟିକିଟି ଅନ୍ଧାର ସାଙ୍ଗକୁ ବର୍ଷା ରାତି । ଶୋଇ ପଡିଛି ସାରା ସହର । ନା ଶୁଭୁଛି ଲୋକଙ୍କ କୋଳାହଳ, ନାଁ ଗାଡି ମଟର ଶବ୍ଦ । ନିସ୍ତବ୍ଧ ସହରରେ ରାତି ପ୍ରାୟ ୧୧ଟାରେ ଆମ ପ୍ରତିନିଧିଙ୍କ ନଜର ପଡିଥିଲା ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବସଷ୍ଟାଂଡ ଚଟାଣରେ ଶୋଇଥିବା ମାଆ-ପୁଅଙ୍କ ଉପରେ…