Daily Archives

July 7, 2022

କଳାକାର କାହିଁକି ଛାଡୁଛନ୍ତି ଯାତ୍ରା ପାର୍ଟି? ଅଧିକ ଅର୍ଥର ପ୍ରଲୋଭନ ନା ମାଲିକଙ୍କ ସହ ବିବାଦ?

କନକ ବ୍ୟୁରୋ: କରୋନା ଯୋଗୁଁ ଖରାପ ସ୍ଥିତି ଦେଇ ଗତିକରୁଛି ଯାତ୍ରାଜଗତ । ଯାତ୍ରା ଜଗତ ଏବେ ଅଂଟା ସଳଖିବାକୁ ପ୍ରସ୍ତୁତ ହେଉଥିବାବେଳେ ବଡ କଳାକାର ଟଙ୍କା ନେଇ ଦଳ ଛାଡିବା ଯାତ୍ରାପାର୍ଟିଗୁଡିକ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି । ଧିରେ ଧିରେ ପଦାକୁ ଆସୁଛି ଯାତ୍ରା ପାର୍ଟିର ଗୁମର କଥା ।…

ବିଜେବି କଲେଜରୁ ଆସିଲା ରାଗିଂର ଆଉ ଏକ ଅଭିଯୋଗ: ବାଣିଜ୍ୟ ବିଭାଗ ଛାତ୍ର କହିଲେ ରାଗିଂ କାହାଣୀ

କନକ ବ୍ୟୁରୋ: ପାଠ ପଢା ନୁହେଁ ବରଂ କ୍ୟାମ୍ପସରେ ଚାଲିଛି ରାଗିଂ । ସିନିୟର ନୁହନ୍ତି ସହପାଠୀ ଦେଉଛନ୍ତି ନିର୍ଯାତନା । କେତେବେଳେ ଗାଡି ଛଡାଇ ନେଉଛନ୍ତି ତ କେତେବେଳେ କ୍ୟାମ୍ପସ ଭିତରେ କରୁଛନ୍ତି ଉଠବସ । ଆଉ ତା ସାଙ୍ଗକୁ ଅଭିଯୋଗ ଆଣିଲେ ରାସ୍ତାରୁ ହଟାଇ ଦେବାକୁ ଧମକ । ବିଜେବି କଲେଜ…

ରାଜନୀତିରେ ରାଜ୍ୟସ୍ତରୀୟ ବନ ମହୋତ୍ସବ । ସରକାରୀ କାର୍ଯ୍ୟକ୍ରମକୁ ଡକାନଯିବାରୁ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା…

କନକ ବ୍ୟୁରୋ: କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନ କରାଯିବାରୁ ରାଗିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟସ୍ତରୀୟ ବନ ମହୋତ୍ସବକକୁ ନିମନ୍ତ୍ରଣ କରାନଯିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସାଂସଦ ଅପରାଜିତା ଓ ମନ୍ତ୍ରୀ ଅଶୋକ ପଣ୍ଡା । ଅପରାଜିତା କହିଛନ୍ତି, ସ୍ଥାନୀୟ ସାଂସଦ ଓ…

କାଲି ଓଡିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସ୍ୱାଗତ ପାଇଁ ବିଜେପି ଠାରୁ ଆଗରେ ବିଜେଡିର…

କନକ ବ୍ୟୁରୋ: ସମର୍ଥନ ଯୋଗାଡ କରିବା ପାଇଁ ଓଡିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଶୁକ୍ରବାର ଦିନ ୧୦ଟାରେ ବିମାନବନ୍ଦରରେ ପହଁଚିବା ପରେ ସିଧାସଳଖ ନବୀନ ନିବାସ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ବିଧାନସଭା ଯିବେ ।…

ଜିଏସଟି ରେଡ୍ ପ୍ରତିବାଦରେ ଉମରକୋଟ ବନ୍ଦ: ବଣିକ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ

କନକ ବ୍ୟୁରୋ: ଜିଏସଟି ରେଡ୍ ପ୍ରତିବାଦରେ ଉମରକୋଟ ବନ୍ଦ । ବଣିକ ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ବାଣିଜ୍ୟକର ଓ ଜିଏସଟି ବିଭାଗର ଘନ ଘନ ଚଢାଉ ଏବଂ ମନଇଛା ଫାଇନକୁ ବିରୋଧ କରି ଆଜି ବନ୍ଦ ପାଳନ କରିଛନ୍ତି ବ୍ୟବସାୟୀ ସଂଘ । ଆଜି ସକାଳ ୬ଟାରୁ…

ମହାନଦୀ ଜଳ ବିବାଦର ସମାଧାନ ପାଇଁ ପଦଯାତ୍ରା: ପାଦରେ ଚାଲି ଚାଲି ଛତିଶଗଡରୁ ପୁରୀ ଅଭିମୁଖେ ବାହାରିଛନ୍ତି ଯୁବକ

କନକ ବ୍ୟୁରୋ: ମହାନଦୀ ଜଳ ବିବାଦର ସମାଧାନ ପାଇଁ ପଦଯାତ୍ରା । ଛତିଶଗଡ ଗରିଆବନ୍ଧ ଜିଲ୍ଲାରୁ ଓଡିଶାରୁ ପୁରୀକୁ ପଦଯତ୍ରା । ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ବାହାରିଥିବା ବ୍ୟକ୍ତି ଶ୍ରୀକ୍ଷେତ୍ରରେ ପହଂଚି ମହାପ୍ରଭୁଙ୍କୁ ଜଣାଇବେ ମହାନଦୀ ବିବାଦ । ଆଉ ତାଙ୍କର ବିଶ୍ୱାସ ରହିଛି, ଜଗନ୍ନାଥ…