Daily Archives

July 7, 2022

ବାଇକ୍ ଯାତ୍ରା ନିଶା ଆଗରେ ହାର ମାନିଛି ବୟସ: ୬୭ ବର୍ଷରେ ୪ହଜାର ୩ଶହ ୩୩ କିଲୋମିଟର ଯାତ୍ରା କରି ଚର୍ଚ୍ଚାରେ ବିଶୁ…

କନକ ବ୍ୟୁରୋ: ବାଇକ୍ ଚଳାଇବାର ନିଶା ଆଗରେ ହାର ମାନିଛି ବୟସ । ପରିଣତ ବୟସରେ ଜଣେ ବ୍ୟକ୍ତି ହଜାର ହଜାର କିଲୋମିଟର ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି । ବାଇକ୍ରେ ସମ୍ବଲପୁରରୁ ଲଦାଖ ଯାଏଁ ଯାତ୍ରା କରି ବେଶ ପ୍ରଶଂସା ସାଉଁଟିଛନ୍ତି ସମ୍ବଲପୁରର ୬୭ ବର୍ଷିୟ ବିଶୁ ପଣ୍ଡା । ବିଶୁ ନିଜ ବାଇକ୍…

ମୟୂରଭଞ୍ଜ କରଞ୍ଜିଆରେ ବଢୁଛି ହାତୀ ଉପଦ୍ରବ: ଦିନରେ ଜଙ୍ଗଲରେ ରହୁଛନ୍ତି ରାତିରେ ଗାଁକୁ ଆସି, ଭାଙ୍ଗୁଛନ୍ତି ଘର

କନକ ବ୍ୟୁରୋ: ହାତୀପଲ ଭାଙ୍ଗି ଦେଉଛନ୍ତି ଘର । ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ରାତି ହେଲେ ଖାଦ୍ୟ ଖୋଜି ଖୋଜି ଗାଁ ଆଡକୁ ମାଡି ଆସୁଛନ୍ତି । ଗାଁରେ ଚାଷ ନଷ୍ଟ କରିବା ସହ ବାସ ମଧ୍ୟ ନଷ୍ଟ କରି ଦେଉଛନ୍ତି । ଏଇ ଦେଖନ୍ତୁ କେମିତି ଘରଟିକୁ ଭାଙ୍ଗି ଦେଇଛନ୍ତି ଝାଡଖଣ୍ଡି ହାତୀପଲ । ମୟୂରଭଂଜ…

ପଦାରେ ପଡିଲା ଯାତ୍ରା ଦୁନିଆର ଭିତିରି କଥା: ଅଭିନେତା ଲରେନ୍ସ କହିଲେ, ଜଣଙ୍କ ଠାରୁ ଟଙ୍କା ନେଇ ଅନ୍ୟ ଜଣଙ୍କ ପାଖକୁ…

କନକ ବ୍ୟୁରୋ: ଯାତ୍ରାଜଗତର ଖଳନାୟକ ଦୈତାରୀ ପଣ୍ଡାଙ୍କ ନାଁରେ ଅଭିଯୋଗ ଆସିବା ପରେ ଯାତ୍ରା ଦୁନିଆର ଭିତିରି କଥା ଧିରେ ଧିରେ ପଦାକୁ ଆସୁଛି । ଯାତ୍ରା ଜଗତର ନାଁକରା କଳାକାର ଅଭିନେତା ଚୁକ୍ତି ଖିଲାପ କରିଥିବା ଅଭିଯୋଗ ହୋଇଛି । ଦୈତାରୀ ପଣ୍ଡା ଯାତ୍ରା ପାର୍ଟିରୁ ୧୫ଲକ୍ଷ ନେଇ ଧରାଛୁଆଁ…

କେମିତି ଥିଲା କୁମ୍ଭୀର ସହ ୨୦ ମିନିଟର ଲଢେଇ? ଡାକ୍ତରଖାନାରୁ ଫେରି କାଳରାତିର କାହାଣୀ କହିଲେ ରାଜକନିକାର ନିତ୍ୟାନନ୍ଦ…

କନକ ବ୍ୟୁରୋ: କୁମ୍ଭୀର ସହ ୨୦ ମିନିଟର ଲଢେଇ । ପୁଣି ଅନ୍ଧାର ରାତିରେ, ଖରସ୍ରୋତା ନଦୀରେ । ମଣିଷ ଖିଆ ମଗର ବେକ ଓ ମୁଣ୍ଡକୁ ଆକ୍ରମଣ କରିଥିଲା, ତଥାପି ସାହାସ ହରାଇ ନଥିଲେ କେନ୍ଦ୍ରାପଡା ରାଜକନିକା ଥାନା ଅନ୍ତର୍ଗତ ବଡଜୋର ଗାଁର ନିତ୍ୟାନନ୍ଦ ପାତ୍ର । ଗତ ୨ ତାରିଖ ରାତି ପ୍ରାୟ ୯ଟା ବେଳେ…

ବ୍ରିଟେନରେ ଉପୁଜିଲା ମହାରାଷ୍ଟ୍ର ସ୍ଥିତି, ବିଦ୍ରୋହୀଙ୍କ ଚାପରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

କନକ ବ୍ୟୁରୋ : ଖାଲି ଭାରତବର୍ଷ ନୁହେଁ ବିଶ୍ୱର ଅନେକ ରାଷ୍ଟ୍ରରେ ଦେଖିବାକୁ ମିଳିଛି କ୍ଷମତା ସଂକଟ । ମହାରାଷ୍ଟ୍ରରେ ଯେଭଳି ଭାବେ ନିଜ ଦଳର ବିଧାୟକଙ୍କ ବିଦ୍ରୋହ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି ବ୍ରିଟେନରେ ।…

ଛୋଟ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦୀ: ଛୋଟ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦୀ: କୁନି କୁନି ପିଲାଙ୍କ ସହ ବସି…

କନକ ବ୍ୟୁରୋ: ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀ । କୁନି କୁନି ପିଲାଙ୍କ ଗହଣରେ ବସି ଗୀତ ଶୁଣୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିଏ ଆଧ୍ୟାତ୍ମିକ ଗୀତ ଗାଉଛି ତ ପୁଣି କିଏ ଶ୍ଳୋକ । ବାରାଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୀତ ଶୁଣାଇଛନ୍ତି କୁନି କୁନି ପିଲା…