Daily Archives

July 2, 2022

ଆଡପ ଅବଢ଼ା ବାହାରିବା ଆଗରୁ ଅଘଟଣ । ଗୁଣ୍ଡିଚା ମନ୍ଦିର ରୋଷଘର ଚୂଲା ଭାଙ୍ଗିଦେଲେ ଦୁର୍ବୃତ୍ତ । କିଏ କଲା ଏ ଦୁଃସାହାସ ?

କନକ ବ୍ୟୁରୋ: ଶ୍ରୀମନ୍ଦିର ରୋଷଶାଳରେ ଚୁଲି ଭାଙ୍ଗିବା ଘଟଣା ଭକ୍ତଙ୍କ ମନର ନଲିଭୁଣୁ, ଗୁଣ୍ଡିଚା ମନ୍ଦିର ରୋଷଶାଳରେ ଚୁଲି ଭାଙ୍ଗିବା ଖବର ସାମ୍ନାକୁ ଆସିଛି । ଶରଧାବାଲିରୁ ତିନି ଠାକୁର ଜନ୍ମବେଦୀକୁ ଯିବା ଆଗରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରୋଷଘର ଚୂଲା ଭଙ୍ଗା ଘଟଣା ଭକ୍ତଙ୍କ ମନରେ ଆଘାତ …

ପ୍ରଧାନମନ୍ତ୍ରୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ, ମୋ ସରକାର ଭାଙ୍ଗିବାକୁ ଚେଷ୍ଟାକଲେ ମୁଁ …..

କନକ ବ୍ୟୁରୋ : ପୁଣିଥରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ,ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀଙ୍କୁ ଚେତବାନୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି କି ଆପଣ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ କରାଯାଇଥିବା ୯ ଟି…

ସିନିୟରଙ୍କ ରାଗିଂ ଯୋଗୁଁ ଜୀବନ ହାରିଲେ ବିଜେବି କଲେଜ ପ୍ଲସ ଥ୍ରୀ ଛାତ୍ରୀ । ସୁଇସାଇଡ୍ ନୋଟରେ ଲେଖିଲେ ନିର୍ଯ୍ୟାତନାର…

କନକ ବ୍ୟୁରୋ: ରାଗିଙ୍ଗ ନେଲା ଛାତ୍ରୀଙ୍କ ଜୀବନ । ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ବିଜେବି କଲେଜର ପ୍ଲସ ଥ୍ରୀ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଛନ୍ତି । କଲେଜର ଲେଡିଜ ହଷ୍ଟେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି  । ୩ ଜଣ ସିନିୟର ଛାତ୍ରୀ ରୁଚିକାଙ୍କୁ ମାନସିକ…

ରାଜ୍ୟ ବଜେଟର ପୂରା ତଥ୍ୟ । ଦେଖନ୍ତୁ, ଫଟୋରେ ଫଟୋରେ…

କନକ ବ୍ୟୁରୋ: ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାର ପରିମାଣ ରହିଛି ୨ ଲକ୍ଷ କୋଟି । ତେବେ ନଜର ପକାନ୍ତୁ, କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ... କୃଷିକ୍ଷେତ୍ର: ଶିକ୍ଷା : ସ୍ୱାସ୍ଥ୍ୟ:…

ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୯୧୧ କୋଟି ଟଙ୍କା।

କନକ ବ୍ୟୁରୋ : ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ହୋଇଥିବାବେଳେ କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୯୧୧ କୋଟି ଟଙ୍କା ବ୍ୟୟବରାଦ…

ବିଧାନସଭାରେ ଆଗତ ହେଲା ୨ ଲକ୍ଷ କୋଟିର ରାଜ୍ୟ ବଜେଟ୍ । ଜାଣନ୍ତୁ, କେଉଁ କ୍ଷେତ୍ରକୁ ମିଳିଲା କେତେ ଟଙ୍କା?

କନକ ବ୍ୟୁରୋ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆସିଛି ପୂର୍ଣ୍ଣାଙ୍ଗ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ରହିଛି । ତେବେ ନଜର ପକାନ୍ତୁ, ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ…