ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୯୧୧ କୋଟି ଟଙ୍କା।

73

କନକ ବ୍ୟୁରୋ : ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ହୋଇଥିବାବେଳେ କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୯୧୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିଭଳି ଜଳଜୀବନ ମିଶନରେ ୬ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

-ରାଜ୍ୟ ବଜେଟ୍ (କ୍ରୀଡା/ପାନୀୟ ଜଳ)
-କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୯୧୧ କୋଟି ଟଙ୍କା
-କ୍ରୀଡାର ବିକାଶ ଓ ପରିଚାଳନା, କ୍ରୀଡା ଭିତ୍ତିଭୂମି – ୭୧୯ କୋଟି
-କ୍ରୀଡା ଶିକ୍ଷାର ପ୍ରୋତ୍ସାହନ ପାଇଁ ୧୧୫ କୋଟି ଟଙ୍କା
-ଖେଲୋ ଇଣ୍ଡିଆକୁ ରାଜ୍ୟ ସହାୟତା ଭାବେ ୧୧ କୋଟି ଟଙ୍କା ବ୍ୟୟବରାଦ
-ଜଳଜୀବନ ମିଶନରେ ୬ ହଜାର କୋଟି ଟଙ୍କା ବ୍ୟୟବରାଦ
-ବସୁଧା ଅଧୀନରେ ୧୮୫୦ କୋଟି
-ଜଳଯୋଗାଣ ବ୍ୟବସ୍ଥାର ପରିଚାଳନା -୫୦୯ କୋଟି