Daily Archives

July 1, 2022

ନୂପୁର ଶର୍ମାଙ୍କ ବିରୋଧରେ ସୁପ୍ରିମକୋର୍ଟର ଟିପ୍ପଣୀ। ସିଜେଆଇଙ୍କ ନିକଟରେ ଟିପ୍ପଣୀ ଫେରାଇବାକୁ ଆବେଦନ।

କନକ ବ୍ୟୁରୋ: ନୂପୁର ଶର୍ମାଙ୍କ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିବା ଟିପ୍ପଣୀ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି । ମୁଖ୍ୟ ବିଚାରପତିଙ୍କୁ ଏନେଇ ଚିଠି ମଧ୍ୟ ଲେଖାଯାଇଛି । ସାମାଜିକ କାର୍ଯ୍ୟକର୍ତ୍ତା ଅଜୟ ଗୌତମ ଦ୍ୱାରା ହୋଇଥିବା ଏହି ଆବେଦନରେ ଅନୁରୋଧ କରାଯାଇଛି…

ରାଷ୍ଟ୍ରପତି ନିର୍ବାଚନ ନେଇ ଅକାଳୀ ଦଳର ଘୋଷଣା, ଏନଡିଏ ପ୍ରାର୍ଥୀଙ୍କୁ ଦେବ ସମର୍ଥନ

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ତରଫରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ପଞ୍ଜାବର ଶିରୋମଣୀ ଅକାଳି ଦଳ ବି ଦୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି । ଦଳର ଅଧ୍ୟକ୍ଷ ସୁଖବୀର ବାଦଲ କହିଛନ୍ତି କି,…

ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ: ପଛରେ ଗହଳି ଲଗାଇ ନନ୍ଦିଘୋଷରେ ଆସୁଛନ୍ତି କାଳିଆ ଠାକୁର

କନକ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ । ପଛରେ ଗହଳି ଲଗାଇ ଆସୁଛି କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣି ଟାଣି ଗୁଣ୍ଡିଚା…

କଲପେଟ୍ଟାରେ ହିଂସା ଘଟଣାରେ ପ୍ରତିକ୍ରିୟା ରଖିଲେ ରାହୁଲ। ଏହା ୱାଇନାଡାର ଲୋକଙ୍କ କାର୍ଯ୍ୟାଳୟ, ଏଠି ଭଙ୍ଗାରୁଜା…

କନକ ବ୍ୟୁରୋ: ଗତ ସପ୍ତାହରେ କେରଳର କଲପେଟ୍ଟାରେ ରାହୁଲ ଗାନ୍ଧୀଙ୍କ ଅଫିସରେ ଭଙ୍ଗାରୁଜା ହୋଇଥିଲା । ଏ ଘଟଣାର ନିନ୍ଦା କରିବା ସହ ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ସେ କହିଛନ୍ତି, ଏହା ୱାଇନାଡାର ଲୋକଙ୍କ କାର୍ଯ୍ୟାଳୟ । ଯାହା କିଛି ହୋଇଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ । କେବେ ହେଲେ ହିଂସା…

ଗୁଣ୍ଡିଚା ମନ୍ଦିର ନିକଟରେ ତାଳଧ୍ୱଜ ରଥ: ପଛେ ପଛେ ଆସୁଛନ୍ତି ମା’ ସୁଭଦ୍ରା, ମହାପ୍ରଭୁ ଜଗନ୍ନାଥ

କନକ ବ୍ୟୁରୋ: ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ପଛେ ପଛେ ଗଡି ଚାଲିଛି ମା ସୁଭଦ୍ରାଙ୍କ ଦର୍ପଦଳନ । ପଛରେ ଗହଳି ଲଗାଇ ଆସୁଛି କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ରଥ ଯାତ୍ରା ପାଇଁ ଜନସମୁଦ୍ର…

ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନ ଯୋଗେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ, ୟୁକ୍ରେନ ସଂକଟ ଉପରେ ଆଲୋଚନା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ସଂକଟ ଉପରେ ଭାରତର ସ୍ଥତିକୁ ପୁଣି ଦୋହରାଇଛନ୍ତି । ଏହାସହ ଏହି ସଂକଟକୁ ଉଦ୍ଧାର ପାଇବାକୁ ମୋଦୀ କୂଟନୈତିକ…