Daily Archives

July 1, 2022

ଅମିତ ଶାହା ୨୦୧୯ରେ କଥାମାନିଥିଲେ ବର୍ତ୍ତମାନ ମହାରାଷ୍ଟ୍ରରେ ବିଜେପି ସରକାର ଥାନ୍ତା: ଉଦ୍ଧବ ଠାକରେ 

କନକ ବ୍ୟୁରୋ: ଯଦି ଅମିତ ଶାହ ମୋତେ ଦେଇଥିବା କଥା ରଖିଥାନ୍ତେ ତେବେ ମହାରାଷ୍ଟ୍ରରେ ଆଜି ବିଜେପିର ମୁଖ୍ୟମନ୍ତ୍ରୀ ରହିଥାନ୍ତେ । କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ୨୦୧୯ରେ ମେଣ୍ଟ ବେଳେ ମୁଁ ଅମିତ ଶାହଙ୍କ ସହ…

ସିଏଫଏଆର୍ ଦ୍ୱାରା ଘରୋଇ ଶ୍ରମିକ ଦିବସ ପାଳନ

କନକ ବ୍ୟୁରୋ: ସିଏଫଏଆର୍ ଦ୍ୱାରା ୱାଇ.ଏମ୍.ସି.ଏ ସଭା ଗୃହରେ ଆନ୍ତର୍ଜାତିକ ଘରୋଇ ଶ୍ରମିକ ଦିବସ ମହାସମହାରୋହ ପାଳିତ ହୋଇ ଯାଇଛି । ଜୁନ୍ ୧୬ ତାରିଖକୁ ସାରା ବିଶ୍ୱ ଘରୋଇ ଶ୍ରମିକ ଦିବସ ରୂପେ ପାଳନ କରିଥିବା ବେଳେ ସି.ଏଫ୍.ଏ.ଆର୍ ବୁଧବାର ଏହି ଦିବସକୁ ମହା ଆଡମ୍ବରରେ ପାଳନ କରିଛି । ଏହି…

ଭାରତୀୟ ରେଳର ଅଜବ ଶୋଷଣ, ୨୦ ଟଙ୍କାର ଚା କପ ଉପରେ ଆଦାୟ ହେଉଛି ୫୦ ଟଙ୍କାର ସର୍ଭିସ ଚାର୍ଜ

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତର ରେଳ ବିଭାଗ ହେଉଛି ସର୍ବ ବୃହତ ରେଳ ବିଭାଗ । ସ୍ୱାଧୀନତା ପରଠାରୁ ଭାରତୀୟ ରେଳ ବିଭାଗ କେବେ କ୍ଷତିରେ ଚାଲିଛି ତାହା କେହି କେବେ ଶୁଣି ନଥିବେ  । ହେଲେ ଲାଭର ଚାଲୁଥିବା ଏକ ସରକାରୀ ସଂସ୍ଥା ସେହି ଦେଶର ଲୋକଙ୍କୁ ରେଳଯାତ୍ରା ବେଳେ ଯଦି ଶୋଷଣ କରେ ତେବେ…

ପାଣିପାଗ ବିଭାଗର ପୂର୍ବାନୁମାନ, ଜୁଲାଇ ୪ ରୁ ରାଜ୍ୟରେ ଲଘୁଚାପ

କନକ ବ୍ୟୁରୋ : ରାଜ୍ୟରେ ମୌସୁମୀ ବାୟୁ ପ୍ରଭାବରେ ୩ ଦିନ ହେବ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏପରି ବର୍ଷା ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାରି ମଧ୍ୟରେ ପୁଣି ପାଣିପାଗ ବିଭାଗ ସୂଚନା ଦେଇଛି କି, ଚଳିତମାସ ୪ ତାରିଖରୁ ରାଜ୍ୟର…

ସରକାର ଗଠନ ହେଲା ହେଲେ ସନ୍ତୁଷ୍ଟ ନୁହଁନ୍ତି ଫଡନଭିସ ! ବିଜେପି ଅଫିସରେ ପାଳିତ ଉତ୍ସବରେ ରହିଲେ ଅନୁପସ୍ଥିତ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ୧୦ ଦିନ ଧରି ଚାଲିଥିବା କ୍ଷମତା ଯୁଦ୍ଧର ଅନ୍ତ ଘଟିଛି । ଏକ ନାଟକୀୟ ଢଙ୍ଗରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହ ମିଳିତ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ହେବାନେଇ ଚର୍ଚ୍ଚା ହେଉଥିବା ଦେବେନ୍ଦ୍ର…

ମୁରାଦାବାଦ ଜେଲରୁ ନୂଆ ଆଶାର କିରଣ। ତିଆରି ହେଲା ଦେଶର ପ୍ରଥମ ଶିଶୁ ଉଦ୍ୟାନ।

କନକ ବ୍ୟୁରୋ: ଶିଶୁଙ୍କ ପିଲାବେଳ ବଞ୍ଚିରହୁ । ଜେଲର ଚାରିକାନ୍ଥ ଭିତରେ ବି ଜୀବନ ହସଖୁସିରେ ବିତିଯାଉ । ମଜା,ମସ୍ତି କରିବାଠୁ ନେଇ ଖେଳିବା, ଶିଖିବା ବି ଜାରିରହୁ । ଏଭଳି ଲକ୍ଷ୍ୟ ନେଇ ଉତ୍ତରପ୍ରଦେଶର ମୁରାଦାବାଦରେ ଆରମ୍ଭ ହୋଇଛି ଶିଶୁ ଉଦ୍ୟାନ । ମୁରାଦାବାଦର ଜିଲ୍ଲା ଜେଲରେ ଏଭଳି ଉଦ୍ୟାନର…