Daily Archives

June 29, 2022

ସମୁଦ୍ରରେ ଖସିଲା ଓଏନଜିସି ହେଲିକପ୍ଟର, ଦୁର୍ଘଟଣାରେ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ

କନକ ବ୍ୟୁରୋ: ଆରବ ସାଗରରେ ଓଏନ୍ଜିସି ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଭୂତତ୍ୱ ବିଜ୍ଞନୀ ସତ୍ୟମବଦା ପାତ୍ରଙ୍କ ମୃତ୍ୟୁ ହୋଇଛି । ତାଙ୍କ ଘର ମାଲକାନଗିରିରେ । ଓଏନ୍ଜିସିର ଏକ ହେଲିକପ୍ଟର ବମ୍ବେ ଉପକୂଳରୁ ୬୦ ନଟିକାଲ ମାଇଲ୍ ଦୂରରେ ଆରବ ସାଗରରେ ଖସିପଡ଼ିଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ…

କିଶନନଗର ଥାନା ଆଗରେ କାହିଁକି ଦେହରେ ନିଆଁ ଲଗାଇଥିଲେ ଗୁଣନିଧି? ସତ କହିଲେ ପରିବାର ଲୋକ

କନକ ବ୍ୟୁରୋ: ବ୍ରିଟିଶ ଅମଳରୁ ଚାଲିଆସିଥିବା ପୋଲିସର ଚିନ୍ତାଧାରା ବଦଳିପାରୁ ନଥିବାରୁ ଗୁଣନିଧିଙ୍କ ଭଳି ଅସହାୟମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଉଛନ୍ତି । କିଶନ ନଗର ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିଥିବା ଗୁଣନିଧି ବିଶୋୟୀଙ୍କ ପତ୍ନୀଙ୍କ ବୁକୁ ଫଟା ଏହି କେଇପଦ…

କରୋନା ପରେ ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଶ୍ରୀଜୀଉଙ୍କ ଦୁଲର୍ଭବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ…

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଚାଲିଛି ଭକ୍ତଙ୍କ ଗହଳି । ଦୁଇବର୍ଷ ପରେ କରୋନା କଟକଣା ହଟିବା ପରେ ଆଜି ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଛନ୍ତି । ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ନବଯୌବନ ବେଶ ଦର୍ଶନ କରିବାକୁ ଅଧିକ ଭକ୍ତଙ୍କ ଭିଡ ଲାଗିଥିବାରୁ…

ଦୁବାଇରେ ଆଗ୍ରହ ଦେଖାଇଲେ ଶିଳ୍ପପତି । ଓଡିଶାରେ ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି । ସୃଷ୍ଟି ହୋଇପାରେ…

କନକ ବ୍ୟୁରୋ: ଓଡିଶାରେ ପାଖାପାଖି ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଦୁବାଇରେ ପ୍ରତିଶ୍ରୃତି ଦେଇଛନ୍ତି ନିବେଶକ । ଏଥିସହ ୧୯ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇଛି ।  ଭଲ ଖବର ହେଉଛି, ଦୁବାଇ ଓ କୁଏତ ପରି ମଧ୍ୟପ୍ରାଚ୍ୟର ଦେଶମାନେ ଓଡିଶାରେ ନିବେଶ ପାଇଁ ଆଗ୍ରହ…

ଉଦୟପୁର ହତ୍ୟାକାଣ୍ଡ ଘଟଣାରେ ହିନ୍ଦୁ ସଂଗଠନ ପ୍ରତିବାଦ ଓ ବିରୋଧ ପ୍ରଦର୍ଶନ କରୁଛନ୍ତି । ନେଦରଲ୍ୟାଣ୍ଡ ଦେଲା ଭାରତକୁ…

କନକ ବ୍ୟୁରୋ : ରାଜସ୍ଥାନ ଉଦୟପୁରରେ ଦରଜୀ କହ୍ନୈୟାଲାଲଙ୍କ ବିଭତ୍ସ ହତ୍ୟାକାଣ୍ଡକୁ ନେଇ ପୂରା ରାଜସ୍ଥାନରେ ଉତେଜନାପୂର୍ଣ୍ଣ ସ୍ଥିିତି ଜାରି ରହିଛି । ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ହେଉଥିବା ନାରାବାଜୀ, ପୋଡାଜଳା, ବିକ୍ଷୋଭ ଓ ପ୍ରତିବାଦ ଭିତରେ ଅଶାନ୍ତ ହୋଇପଡିଛି ଉଦୟପୁର । ସ୍ଥିତିକୁ…

ଗ୍ରାହକ ବେଶରେ ଆସିଲେ ଗଳା ଗାଡି ଦରଜୀଙ୍କୁ ବିଭତ୍ସ ହତ୍ୟା କଲେ । ରାଜସ୍ଥାନ ଉଦୟପୁରରେ ଘଟିଥିବା ଏହି ଲୋମହର୍ଷଣକାରୀ…

କନକ ବ୍ୟୁରୋ : ନିର୍ମମ, ବର୍ବରତା, ନାରକୀୟ ହତ୍ୟାକାଣ୍ଡ । ନୀରିହ କହ୍ନୈୟାଲାଲଙ୍କୁ ଯେଉଁଭଳି ଢଙ୍ଗରେ ହତ୍ୟା କରାଯାଇଛି ଏହାକୁ ନେଇ କେବଳ ରାଜସ୍ଥାନର ଉଦୟପୁର ନୁହେଁ ପୂରା ଦେଶ ସ୍ତବ୍ଧ ହୋଇଯାଇଛି । ମଙ୍ଗଳବାର ଦିନ ଦ୍ୱିପହରରେ ଦୋକାନରେ ଭିତରେ ଗ୍ରାହକ ବେଶରେ ଦୁଇଜଣ ବ୍ୟକ୍ତି ଦରଜୀ…