Daily Archives

June 29, 2022

ଛତିଶଗଡର ରାହୁଲ ପରେ ମଧ୍ୟପ୍ରଦେଶର ଦୀପ । ଖୋଲା ବରୋୱେଲ ଗାତରେ ଗଳିପଡିଲେ, ଚାଲିଛି ଉଦ୍ଧାର  

କନକ ବ୍ୟୁରୋ : ଛତିଶଗଡର ରାହୁଲ ପରେ ମଧ୍ୟପ୍ରଦେଶରେ ବି ଦେଖିବାକୁ ମିଳିଛି ସମାନ ଘଟଣା । ମଧ୍ୟପ୍ରଦେଶ ଛତରପୁର ଠାରେ ଏକ ବରୋୱେଲ ଗାତରେ ଗଳି ପଡିଛନ୍ତି ୪ ବର୍ଷର ବାଳକ ଦୀପ । ଏହି ଘଟଣା ଓରଛା ରୋଡ ଥଶନା ନାରାୟଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ବୁଧବାର ମଧ୍ୟାହ୍ନ ସମୟରେ ଦୀପ…

ଉଦ୍ଧବଙ୍କ କ୍ୟାବିନେଟରେ ବଡ ନିଷ୍ପତ୍ତି । ଔରଙ୍ଗାବାଦ ସହରର ନାମ ‘ସାମ୍ଭାଜୀନଗର’ ଓ ଓସମାନାବାଦ ସହରର ନାମ ହେବ…

କନକ ବ୍ୟୁରୋ : ମହାରାଷ୍ଟ୍ର କ୍ଷମତା ସଂକଟ ଭିତରେ ରାଜ୍ୟ କ୍ୟାବିନେଟ ଏକ ବଡ ନିଷ୍ପତ୍ତି ନେଇଛି । ଏହି କ୍ରମରେ ରାଜ୍ୟର ଦୁଇଟି ବଡ ସହରର ନାମ ବଦଳିବ ବୋଲି କ୍ୟାବିନେଟରେ କୁହାଯାଇଛି । ଔରଙ୍ଗାବାଦ ସହରର ନାମ ‘ସାମ୍ଭାଜୀନଗର’ ଓ ଓସମାନାବାଦ ସହରର ନାମ ‘ଧାରାଶିବ’ ରଖାଯିବା ନେଇ କ୍ୟାବିନେଟ…

ଦିଲ୍ଲୀରେ ଓଡିଆ କୁସ୍ତିଯୋଦ୍ଧା ଶ୍ରୀକାନ୍ତ ଶେଖରଙ୍କୁ ଆକ୍ରମଣ, ଭାଙ୍ଗି ଯାଇଛି ମାଢ଼ି । ଆଫଗାନୀ ଖେଳାଳି ଓ ତାଙ୍କ…

କନକ ବ୍ୟୁରୋ: ଓଡିଆ କୁସ୍ତିଯୋଦ୍ଧାଙ୍କୁ ଆଫଗାନୀ ଖେଳାଳି ଓ ଦର୍ଶକଙ୍କ ମରଣାନ୍ତକ ଆକ୍ରମଣ । ଯେଉଁ ପ୍ରତିଯୋଗିତାରେ ସେ ଦ୍ୱିତୀୟ ରାଉଣ୍ଡ ଖେଳିଥାନ୍ତେ, ଏବେ ଆହତ ହୋଇ ହସପିଟାଲ ବେଡରେ ଚିକିତ୍ସିତ ହେଉଛନ୍ତି ଓଡିଶାର ଶ୍ରୀକାନ୍ତ ଶେଖର । ତାଙ୍କର ମାଢି ଭାଙ୍ଗିିଯାଇଛି । ୬ଟି ପ୍ଲେଟ ପକାଯାଇଛି…

ଶୋଚନୀୟ ରାସ୍ତା ଯୋଗୁଁ ଗାଁକୁ ଆସିପାରିଲାନାହିଁ ଆମ୍ବୁଲାନ୍ସ: ଷ୍ଟ୍ରେଚରରେ ୧ କିଲୋମିଟର ପର୍ଯ୍ୟନ୍ତ ବୁହାହେଲେ ରୋଗୀ

କନକ ବ୍ୟୁରୋ: ଖରାପ ରାସ୍ତା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲନ୍ସ । ୧ କିଲୋମିଟର ଷ୍ଟ୍ରେଚରେ ବୁହାହେଲେ ରୋଗୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବନ୍ତ ବ୍ଲକ ରାମପୁର କାଜିପୋଖରୀ ଗାଁରେ । ଗାଁକୁ ଭଲ ରାସ୍ତା ନଥିବାରୁ ଅଧାବାଟରେ ଅଟକି ରହିଥିଲା ଆମ୍ବୁଲାନ୍ସ । କାଦୁଅ ପଚ ପଚ…

ସାଇବର ଠକଙ୍କ ଜାଲରେ ସରକାରୀ କର୍ମଚାରୀ: ପ୍ୟାନ କାର୍ଡ଼ ଅପଡ଼େଟ୍ ନାଁରେ ଆକାଉଣ୍ଟରୁ ନେଇଗଲେ ଦେଢ ଲକ୍ଷ ଟଙ୍କା

କନକ ବ୍ୟୁରୋ: ସାଇବର ଠକଙ୍କ ଜାଲରେ ସରକାରୀ କର୍ମଚାରୀ । ଆକାଉଂଟରୁ କଟିଗଲା ଦେଢ ଲକ୍ଷ ଟଙ୍କା । ସୂଚନା ଅନୁସାରେ ରାଉରକେଲାର ଶ୍ରୀକାନ୍ତ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ତୁରନ୍ତ ପାନ କାର୍ଡ଼ ଅପଡ଼େଟ୍ କର ନହେଲେ ବ୍ୟଙ୍କ ଆକାଉଂଟ ଅଚଳ ହୋଇଯିବ ବୋଲି ଏକାଧିକ ଥର ମେସେଜ ଆସିଥିଲା ।…

ଘରୋଇ କମ୍ପାନୀ କବଜାରେ ଝାରସୁରଗୁଡ଼ାର ଛେଲିଆ ପାହାଡ: ପଥର ଖନନ ବେଳେ ବ୍ଲାଷ୍ଟିଂ ଯୋଗୁଁ ଫାଟୁଛି ପାଖ ଗାଁରେ ଥିବା ଘର…

କନକ ବ୍ୟୁରୋ: ଅସ୍ତିତ୍ୱ ହରାଇବାକୁ ବସିଛି ଝାରସୁରଗୁଡ଼ାର ଛେଲିଆ ପାହାଡ଼ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଂଚାୟତରେ ଛେଲିଆ ପାହାଡ଼ ରହିଛି ।ମହାନଦୀ କୂଳରେ ଥିବା ଏହି ପାହାଡ଼ ଚାରି ପାଂଚଟି ଗାଁର ଜୀବିକାର ଏକ ବୃହତମ ଅଙ୍ଗ । ମାତ୍ର ୨୦ ବର୍ଷରୁ ଉର୍ଦ୍ଧ ହେବ ଘରୋଇ କମ୍ପାନୀର…