Daily Archives

June 26, 2022

ରଥ ଉଚ୍ଚତାକୁ ନେଇ ତେଜିଲା ବିବାଦ: ଗଜପତିଙ୍କ ମନ୍ତବ୍ୟ ପରେ କେନ୍ଦୁଝରରେ ପ୍ରତିକ୍ରିୟା

କନକ ବ୍ୟୁରୋ: ସବୁଠୁ ଅଧିକ ଉଚ୍ଚତାର ରଥ ଭାବେ ନିକଟରେ ଗିନିଜ ବୁକ୍ ଅଫ ରେକର୍ଡସ୍ରେ ସ୍ଥାନ ପାଇଛି କେନ୍ଦୁଝର ରଥ । ଏହାକୁ ନେଇ ପୁରୀ ଗଜପତି କ୍ଷୋଭ ପ୍ରକାଶ କରିବା ପରେ କେନ୍ଦୁଝରରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଜପତିଙ୍କୁ ଏ ପ୍ରସଙ୍ଗରେ ମତ ଦେବା ପୂର୍ବରୁ ତର୍ଜମା କରିବାର ଥିଲା ବୋଲି…

ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ବଢୁଛି ସମର୍ଥନ । ଦେଖନ୍ତୁ, କାହା ସପକ୍ଷରେ ରହିଛି କେତେ ଭୋଟ୍…

କନକ ବ୍ୟୁରୋ: ଏନଡିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ବଢିବାରେ ଲାଗିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ଟିଏମସି ମୁଖିଆ ମମତା ବାନାର୍ଜୀଙ୍କୁ ସମର୍ଥନ ଲୋଡିଛନ୍ତି ଦ୍ରୌପଦୀ ମୁର୍ମୁ । ଏବେ ସଂଖ୍ୟା ଗଣିତରେ ବିରୋଧୀ ଦଳଙ୍କ…

ରାଇମୋହନଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠିନଥିବା ବେଳେ ସାମ୍ନାକୁ ଆସିଲା ଶେଷ ଭିଡିଓ । ହୋଟେଲରୁ ଖାଦ୍ୟ କିଣୁଥିବା ବେଳେ…

କନକ ବ୍ୟୁରୋ: ଓଲିଉଡର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି । ପରିବାର ଲୋକଙ୍କ ପୁଲିସ ପ୍ରାୟ ୨ ଘଣ୍ଟା ପଚାର ଉଚରା କରିଛି, ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଉଛି । ଜବତ ମୋବାଇଲର କଲ ଡିଟେଲସରୁ ପୁଲିସକୁ ନୂଆ ସୁରାଗ ମିଳିପାରେ…

ଶ୍ରୀଜିଉଙ୍କୁ ଦେଖିବା ପାଇଁ ୨ଶହ କିଲୋମିଟରର ପଦଯାତ୍ରା: କେନ୍ଦ୍ରାପଡା ରାଜକନିକାରୁ ପୁରୀ ଅଭିମୁଖେ ବାହାରିଛନ୍ତି ୧୦…

କନକ ବ୍ୟୁରୋ: ପାଦରେ ଚାଲି ଚାଲି ପୁରୀ ଯିବୁ । ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ କରିବୁ । ଏଥିପାଇଁ ରାଜକନିକାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର ଯାତ୍ରା । ରଥ ଯାତ୍ରାରେ ଜାଗା ଦର୍ଶନ କରି ରଥ ଟାଣିବାକୁ ୨୦୦ କିଲୋମିଟର ଅତିକ୍ରମ କରିବେ ଏହି ପଥଚାରିମାନେ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର…

ଖଲ୍ଲିକୋଟ ବନାଞ୍ଚଳରେ ମାତିଛନ୍ତି କାଠ ମାଫିଆ: ଭାଲେରୀ ପାହାଡ ପରେ ଏବେ ଛାଞ୍ଚୁଣୀଆ ଜଙ୍ଗଲ ଉପରେ ପଡିଛି ନଜର

କନକ ବ୍ୟୁରୋ: ଜଙ୍ଗଲରେ ଚାଲିଛି ମାଫିଆ ରାଜ । ଦିନକୁ ଦିନ ସକ୍ରିୟ ହେଉଛନ୍ତି କାଠ ମାଫିଆ ଆଉ ଜଙ୍ଗଲରୁ କାଟି ନେଉଛନ୍ତି ମୂଲ୍ୟବାନ ଶାଗୁଆନ କାଠ । କିନ୍ତୁ ଗଛ କଟାରେ ରୋକ ଲାଗାଇ ପାରୁନି ଖଲ୍ଲିକୋଟ ବନ ବିଭାଗ । ଫଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପହାଡ ଏବେ ଶ୍ରୀହିନ ହେବାକୁ ବସିଛି ।…

ମଣିଷ ପ୍ରେମରେ ବନ୍ଧା ଜଙ୍ଗଲୀ ଜନ୍ତୁ: କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ୬ଟି ହାତୀଙ୍କ ସାଥୀ ପାଲଟିଛନ୍ତି ଅନିଲ ଦାସ…

କନକ ବ୍ୟୁରୋ: ସ୍ନେହ ଶ୍ରଦ୍ଧାରେ ବନ୍ଧା ଏଇ ଦୁନିଆ । ମଣିଷ ପ୍ରେମ ବଳରେ ପଶୁକୁ ବି ନିଜର କରିପାରେ । ବିଶାଳକାୟ ଜନ୍ତୁ ହାତୀ ବି ମଣିଷର ସ୍ନେହରେ ବାନ୍ଧି ହୋଇଯାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ । ଢେଙ୍କାନାଳ ବନଖଣ୍ଡ କପିଳାସ ରେଂଜ…