Daily Archives

June 26, 2022

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତ ହେଉଛି ରଥ: ସେପଟେ ରଥର ଗତି ନିୟନ୍ତ୍ରଣ ପାଇଁ ଝାରସୁଗୁଡାରେ…

କନକ ବ୍ୟୁରୋ: ପାଖେଇ ଆସୁଛି ରଥଯାତ୍ରା । ଚତୁର୍ଦ୍ଧା ବିଗ୍ରହଙ୍କୁ ରଥାରୁଢ କରିବା ପାଇଁ ପୁରୀରେ ତିଆରି ହେଉଛି ରଥ । ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦ୍ୱଳନ ରଥ ନିର୍ମାଣରେ ଲାଗିଛନ୍ତି ସେବାୟତ । ପୁରୀ ବଡଦାଣ୍ଡ ରଥ ଖଳାରେ ରଥ ନିର୍ମାଣ ଚାଲିଥିବା ବେଳେ ପୁରୀ ରଥ ପାଇଁ ଝାରସୁଗୁଡା ଜିଲ୍ଲା…

ଯୋଡା ଖଣି ଅଞ୍ଚଳରେ ବଢୁଛି ଦୁଃଖ: ୫୯ ଖଣିରେ ବନ୍ଦ ରହିଛି ପରିବହନ, ରାସ୍ତା କଡରେ ଠିଆ ହୋଇଛି ଶହଶହ ଟ୍ରକ

କନକ ବ୍ୟୁରୋ: ବନ୍ଦ ରହିଛି ଖଣି ଖନନ । ଦୁର୍ଦ୍ଦଶା ଭୋଗୁଛନ୍ତି ଖଣି ଅଂଚଳ ଲୋକେ । ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଖଣି ଉପରେ ନିର୍ଭର କରନ୍ତି ହଜାର ହଜାର ପରିବାର । ଖଣିଜ ପରିବହନରେ ଟ୍ରକ ଲଗାଇ ରୋଜଗାର କରନ୍ତି ଟ୍ରକ ମାଲିକ । ଏହି କାମରେ ସହଯୋଗ କରି ପେଟ ପୋଷନ୍ତି ଟ୍ରକ ଡ୍ରାଇଭର ଓ ହେଲପର୍…

ବିଦ୍ରୋହୀ ବିଧାୟକଙ୍କୁ ଖୋଲାଖୋଲି ଧମକ, କହିଲେ ଗୌହାଟୀରୁ ଫେରିବ ୪୦ ବିଧାୟକଙ୍କ …

କନକ ବ୍ୟୁରୋ : କ୍ଷମତା ପାଇଁ ମହାରାଷ୍ଟ୍ରରେ ଲାଗିଥିବା ଖଣ୍ଡଯୁଦ୍ଧ ଏବେ ରକ୍ତମୁଖା ହେବାକୁ ଯାଉଛି । ୪୦ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ମହାରାଷ୍ଟ୍ରରେ ଶିବସୈନିକମାନେ ହିଂସକ ପ୍ରଦର୍ଶନ ଜାରି ରଖିଥିବା ବେଳେ ଏବେ ଶିବସେନା ପ୍ରବକ୍ତା ସଂଜୟ ରାୱତଙ୍କ ବୟାନ ଏହି ନିଆଁରେ ଘିଅ ଢାଳିଛି ।…

ପାକିସ୍ତାନ କ୍ରିକେଟକୁ ବର୍ବାଦ କରିଦେବେ ପିସିବି ଚେୟାରମ୍ୟାନ୍ ରମିଜ୍ ରାଜା । ପଢନ୍ତୁ, କିଏ ଏବଂ କାହିଁକି କହିଲେ…

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ୍ ରମିଜ ରାଜା ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ତଳେ ସେ କହିଥିଲେ, ତାଙ୍କ ଚେୟାରମ୍ୟାନ୍ ସିପରେ ପାକିସ୍ତାନ କ୍ରିକେଟ୍ ଇତିହାସ ରଚିଛି ଆଉ ବିଭିନ୍ନ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଛି । ହେଲେ ରମିଜ…

୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । କୋଭିଡ୍ ନେଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ।

କନକ ବ୍ୟୁରୋ: ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବାକୁ ଯାଉଛି ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଉ ଏହି ରଥଯାତ୍ରା ସମୟରେ ପୁରୀ ପ୍ରଶାସନକୁ ସଜାଗ ରହିବାକୁ ଚେତାବନୀ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ କୋଭିଡ୍ ମାମଲା ବୃଦ୍ଧି ହେବା ପରେ ସରକାର ଏହି ଚେତାବନୀ ଦେଇଛନ୍ତି ।…

ବାରିପଦାରେ ବିଭତ୍ସ ହତ୍ୟାକାଣ୍ଡ: ବଡ ଭାଇକୁ କଟୁରୀରେ ହାଣି ହତ୍ୟା କଲା ସାନ ଭାଇ

କନକ ବ୍ୟୁରୋ: ରକ୍ତସମ୍ପର୍କରେ ଲାଗିଲା ରକ୍ତର ଛିଟା । ଘରୋଇ କଳହରୁ ରକ୍ତମୁଖା ସାଜିଲା ସାନଭାଇ । ଆଉ ବଡ ଭାଇକୁ କଟୁରୀରେ ହାଣି ବିଭତ୍ସ ଭାବେ ହତ୍ୟା କଲା । ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ । ପାରିବାରିକ କଳହକୁ…