Daily Archives

June 10, 2022

ଓଡିଶାରେ କ୍ରିକେଟ୍ ହିରୋଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ଭୁବନେଶ୍ୱରରେ ପହଞ୍ଚିଲେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକାର…

କନକ ବ୍ୟୁରୋ: ବାରବାଟୀ ଟି-୨୦ ମ୍ୟାଚକୁ ନେଇ ସାରା ଓଡିଶାରେ ଜମିଲାଣି କ୍ରିକେଟ ମାହୋଲ । ଭୁବନେଶ୍ୱରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳି ପହଁଚିବା ପରେ ସେମାନଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା । ବିମାନବନ୍ଦର ଠାରୁ ଆରମ୍ଭ କରି ମେ ଫେୟାର ପର୍ଯ୍ୟନ୍ତ କ୍ରୀଡ଼ାପ୍ରେମୀ କ୍ରିକେଟ…

କେନ୍ଦ୍ରାପଡା ମହାକାଳପଡାରେ ମଦ ବିରୋଧରେ ମାତିଲେ ମହିଳା । ହାତରେ ଠେଙ୍ଗା ଧରି ଭାଙ୍ଗିଲେ ୧୮ଟି ଦେଶୀ ମଦ ଭାଟି ।

କନକ ବ୍ୟୁରୋ:  ବେଆଇନ୍ ମଦ ଭାଟି ଭାଙ୍ଗିଲେ ମହିଳା । ମହିଳାମାନେ ଏକାଠି ହୋଇ ଚୋରା ଓ ବେଆଇନ୍ ମଦ କାରବାରକୁ ବିରୋଧ କରିଛନ୍ତି । ଘରେ ଘରେ ବେଆଇନ୍ ଭାବେ ମଦ ବିକ୍ରି କରାଯାଉଛି । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତରେ ଦୀର୍ଘଦିନ ହେଲା ବେଆଇନ୍ ମଦ କାରବାର ଚାଲି୍ଥିଲା । ଘରର…

ଶିମିଳିପାଳ ଅଭୟାରଣ୍ୟରେ ଅଘଟଣ। ବାଘ ଗଣୁ ଗଣୁ ହାତୀ ଆକ୍ରମଣର ଶିକାର ହେଲେ ଫରେଷ୍ଟର। 

କନକ ବ୍ୟୁରୋ:  ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ସମୟରେ ପୁଣି ଅଘଟଣ । ଗତକାଲି ସନ୍ଧ୍ୟାରେ ବାଘ ଗଣନା ସମୟରେ ହାତୀ ଆକ୍ରମଣରେ ତରୁଣ ଦାସ ନାମକ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଚହଲା ରେଞ୍ଜ ଅଞ୍ଚଳରେ ବାଘ ଗଣନା କରି ଫେରିବା ସମୟରେ ହଳଦିଆ ସେକ୍ସନ ନିକଟରେ ହାତୀପଲଙ୍କ ହାବୁଡ଼ରେ…

କୋରାପୁଟରେ ଘରେ ପଶି ଲୁଟ୍ କରୁଛନ୍ତି ବୁଲା ବିକାଳି। ବୈପାରୀଗୁଡା ଥାନାରେ ଏତଲା ଦେଲେ ଘର ମାଲିକ। 

କନକ ବ୍ୟୁରୋ:  ବୁଲି ବୁଲି ବିଭିନ୍ନ ଜିନିଷ  ବିକ୍ରି କରୁଛନ୍ତି, ଆଉ ସୁଯୋଗ ଦେଖି ଘରେ ପଶି ଲୁଟ୍ କରୁଛନ୍ତି । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଏହି ବୁଲା ବିକାଳୀ ବେଶରେ ବୁଲୁଥିବା ଲୁଟେରାଙ୍କ ଅସଲ ରୂପ । ବୁଲି ବୁଲି ବିକିବା ବେଳେ ଘରେ କେହି ନଥିବା ସମୟରେ ଘରେ ପଶି କଳାକନା ବୁଲାଇ…

ରାୟଗଡା ସହରକୁ ଜଗିଛି ଅଚଳ ସିସିଟିଭି। କାମରେ ଆସୁନି ୨୦୧୭ରୁ ଲାଗିଥିବା ୨୦ଟି ସିସିିଟିଭି।

କନକ ବ୍ୟୁରୋ: ସାରା ସହରକୁ ସିସିଟିଭି କ୍ୟାମେରା ଜଗିଛି । କିନ୍ତୁ ସହରରେ ହେଉଥିବା ଚୋରି, ଡକାୟତି ଓ ଲୁଟର ଦୃଶ୍ୟକୁ କଏଦ କରିପାରୁନି ସିସିଟିଭି । ଏମିତିକି ରାସ୍ତାରେ ଘଟୁଥିବା ଦୁର୍ଘଟଣା ଚିତ୍ର ବି କଏଦ ହୋଇପାରୁନାହିଁ । ୨୦୧୭ରୁ ସିସିଟିଭି କ୍ୟାମେରା ଲଗାଯାଇଥିଲେ ବି କାର୍ଯ୍ୟକ୍ଷମ…

ଦିଗପହଣ୍ଡିରେ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା। ୨ ମାସରେ ଗଡିଲାଣି ୪ ଜଣଙ୍କ ମୁଣ୍ଡ, ଶାନ୍ତି ପାଇଁ ପୁଲିସର…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପରେ ଅଶାନ୍ତ ଗଞ୍ଜାମ ଜିଲ୍ଲା । ରାଜନୈତିକ ହିଂସାକାଣ୍ଡରେ ଜିଲ୍ଲାରେ ୭ ଜଣଙ୍କ ମୃତ୍ୟୁହୋଇଛି । ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ପଞ୍ଚାୟତ ନିର୍ବଚନ ପରେ ରାଜନୈତିକ…