Daily Archives

June 10, 2022

ବରଗଡ ଡାକ୍ତରଖାନାର ନିରାମୟ କେନ୍ଦ୍ରରେ ମିଳୁନି ଔଷଧ। ଧାଡିରେ ଠିଆ ହୋଇ ନିରାଶ ହେଉଛନ୍ତି ରୋଗୀ, ଖତ ଗଦାରେ ପଡୁଛି…

କନକ ବ୍ୟୁରୋ:  ନିରାମୟ କେନ୍ଦ୍ରରେ ଧାଡିରେ ଠିଆ ହେଲେ ବି ମେଡିସିନ୍ ମିଳୁନି, କିନ୍ତୁ ଏପଟେ ଲକ୍ଷ ଲକ୍ଷ ଟଙ୍କାର ମେଡ଼ିସିନ ନଷ୍ଟ ହେଉଛି । ଔଷଧ ଗୁଡିକୁ ଅଳିଆ ଗଦାରେ ପକାଇ ଦିଆଯାଉଛି । ବରଗଡ଼ ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ । ବରଗଡ଼ ଜିଲ୍ଲାରେ ମାଗଣା ମେଡ଼ିସନ ଯୋଗାଇଦେବା ପାଇଁ ନିରାମୟ…

ଏଥର ବି ରଥ ଉପରେ ମୋବାଇଲ ମନା। ମୋବାଇଲ୍ ବ୍ୟବହାର ଓ ସେଲ୍ଫି ନେବା ଉପରେ ପରିଚାଳନା କମିଟିର କଟକଣା।

କନକ ବ୍ୟୁରୋ: ଗତ ବର୍ଷ ଭଳି ଏବର୍ଷ ବି ରଥ ଉପରେ ମୋବାଇଲ ଧରିବା ମନା । ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରଥ ଉପରେ ମୋବାଇଲ୍ ବ୍ୟବହାର ଓ ସେଲ୍ଫି ନେବା ଉପରେ କଟକଣା ଲଗାଇଛି ପ୍ରଶାସନ । ଯଦି କେହି ଏହାର ଉଲଙ୍ଘନ…

ସ୍ୱର୍ଣ୍ଣମନ୍ଦିର ଭଳି ଦିଶୁଛି କାଶୀ ବିଶ୍ୱନାଥ ଧାମ । ୬୦ କେଜି ସୁନାରେ ସଜେଇ ହେଲା ଗର୍ଭଗୃହ ଓ ମନ୍ଦିର

କନକ ବ୍ୟୁରୋ: ୬୦ କେଜି ସୁନାରେ ସଜେଇ ହୋଇ ସୁନ୍ଦର ଦିଶୁଛି କାଶୀ ବିଶ୍ୱନାଥ ମନ୍ଦିର । ଜଣେ ଗୁପ୍ତ ଦାତାଙ୍କ ଦାନ ପରେ ମନ୍ଦିର ଏହିଭଳି ଭାବେ ସଜେଇ ହୋଇଛି । ମନ୍ଦିରର ଗର୍ଭଗୃହ ସମେତ ବାହାର ଅଂଶକୁ ସୁନାର ଲେପ ଦିଆଯାଇଛି । ଯାହାକି ମନ୍ଦିରର ଭବ୍ୟତାକୁ ଦ୍ୱିଗୁଣିତ କରିଛି । ମନ୍ଦିରର…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ପରଲୋକ, କର୍କଟ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିବା ସୂଚନା

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ମୃତ୍ୟୁ ହୋଇଛି । ଦୀର୍ଘଦିନର ଅସୁସ୍ଥତା ପରେ ଶୁକ୍ରାବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ମୁସାରଫ ୨୦୦୧ ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଭାବେ…

୫ଜି ସେବା: ଭାରତରେ ଅନେକ କିଛି ବଦଳାଇବ ୫ଜି ସେବା। ଶୀଘ୍ର ହୋଇଯିବ ଅନେକ କାମ। ପୂରା ତଥ୍ୟ ପଢନ୍ତୁ…

କନକ ବ୍ୟୁରୋ:  ଭାରତରେ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଜି ସେବା । ଦେଶ ନିଜ ପ୍ରଥମ ୫ଜି ସେବାର ଅଡିଓ ଓ ଭିଡିଓ କଲ ମଧ୍ୟ ଆରମ୍ଭ କରିସାରିଛି । ତେବେ ଏହାକୁ ଶୀଘ୍ର ଆରମ୍ଭ କରିବା ସହ ନିଲାମୀ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ସୂଚନା ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ଅନେକ ସହରରେ ଏହି…

ଓଡ଼ିଶା-ଛତିଶଗଡ ସୀମାରେ ଧରାପଡିଲା ୫୦ଲକ୍ଷର ହୀରା । ୭୪୫ ଗ୍ରାମ ହୀରା ଜବତ କଲା ଛତିଶଗଡ ପୋଲିସ

କନକ ବ୍ୟୁରୋ: ଓଡ଼ିଶା ସୀମାରୁ ଧରାପଡିଲା ୫୦ଲକ୍ଷ ଟଙ୍କାର ହୀରା । ଅନେକ ସମୟରେ ଆପଣ ଗଞ୍ଜେଇ, ଡ୍ରଗ୍ସ କିମ୍ବା ବିମାନବନ୍ଦରରେ ସୁନା ଚୋରା ଚାଲାଣ କଥା ଶୁଣିଛନ୍ତି । ହେଲେ ପ୍ରଥମ ଥର ଓଡ଼ିଶାରୁ ଛତିଶଗଡକୁ ଚାଲାଣ ହେଉଥିବା ବେଳେ ବହୁ ପରିମାଣର ହୀରା ଜବତ ହୋଇଛି । ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ…