Daily Archives

June 2, 2022

ଜଙ୍ଗଲରେ ଅସୁସ୍ଥ ହୋଇପଡିଛି ବଣୁଆ ହାତୀ: ହାତୀର ଚିକିତ୍ସା କରୁଛନ୍ତି ଓୟୁଏଟିର ଡାକ୍ତିରୀ ଟିମ୍

କନକ ବ୍ୟୁରୋ: ଅସୁସ୍ଥ ହୋଇପଡିଛି ହାତୀ । ଚିକିତ୍ସାରେ ଲାଗିଛନ୍ତି ଓୟୁଏଟିର ଡାକ୍ତେରୀ ଟିମ୍ । ସମ୍ବଲପୁର ପଡିଆବାହାଲ ରେଞ୍ଜ ମୁର୍ଗାବାରି ଜଙ୍ଗଲରେ ଆହତ ଅବସ୍ଥାରେ ବୁଲୁଥିବା ହାତୀର ଚିକିତ୍ସା ଜାରି ରହିଛି । ଧିରେ ଧିରେ ହାତୀଟି ସୁସ୍ଥ ହେଉଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା…

କାଶ୍ମୀରରେ ବଢୁଛି ହିନ୍ଦୁଙ୍କୁ ହତ୍ୟା, ବିରୋଧ ପ୍ରଦର୍ଶନ କରି ଲୋକେ କହିଲେ ଏଭଳି କଥା

କନକ ବ୍ୟୁରୋ : ଭାରତର ସ୍ୱର୍ଗ କୁହାଯାଉଥିବା କାଶ୍ମୀର ଏବେ ପୁଣିଥରେ ଅଶାନ୍ତ ହୋଇଛି । ଧାରା ୩୭୦ ଉଚ୍ଛେଦ ପରେ କମିଆସୁଥିବା ଆତଙ୍କୀ ଆକ୍ରମଣ ପୁଣି ବଢିଛି । ଏଥର କିନ୍ତୁ ଆତଙ୍କବାଦୀଙ୍କ ଟାର୍ଗେଟରେ କେବଳ ହିନ୍ଦୁ ଧର୍ମର ଲୋକ । ଏହାକୁ ନେଇ ସେଠିକାର ଲୋକମାନେ କହିଛନ୍ତି କି ପୁଣିଥରେ…

ରାଜ୍ୟସଭା ନିର୍ବାଚନ ପୂର୍ବରୁ ହରିଆଣା କଂଗ୍ରେସକୁ କ୍ରସ ଭୋଟିଂର ଭୟ, ଗୁପ୍ତ ସ୍ଥାନକୁ ଗଲେ ୨୮ ବିଧାୟକ

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପୂର୍ବରୁ ହରିଆଣା କଂଗ୍ରେସର ଟେନସନ୍ ବଢିଛି । କ୍ରସ ଭୋଟିଂ ଭୟରେ ରାଜ୍ୟରେ କଂଗ୍ରେସର ଥିବା ୩୧ ଜଣ ବିଧାୟକଙ୍କ ମଧ୍ୟରୁ ୨୮ ଜଣ ବିଧାୟକଙ୍କୁ ଏକ ଚାଟାର୍ଡ ପ୍ଲେନରେ ଛତିଶଗଡ ପଠାଇ ଦେଇଛି । ଗୁରୁବାର ଦିନ ହରିଆଣାର ମୋଟ ୩୧ ଜଣ କଂଗ୍ରେସ ବିଧାୟକଙ୍କୁ…

କୋର୍ଟଙ୍କ ଭତ୍ସନା ପରେ ବଦଳିଲା ମାନଙ୍କ ନିଷ୍ପତ୍ତି, ଏବେ ୪୨୪ ଭିଆଇପିଙ୍କୁ ଯୋଗାଇ ଦେବେ ସୁରକ୍ଷା

କନକ ବ୍ୟୁରୋ : ପଞ୍ଜାବରେ କିଛି ଭିଆଇପିଙ୍କ ଠାରୁ ସରକାର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଦେବା ପ୍ରସଙ୍ଗରେ ପଞ୍ଜାବ-ହରିଆଣା ହାଇକୋର୍ଟରେ ହୋଇଥିବା ଆବଦେନର ଶୁଣାଣି କରିଛନ୍ତି କୋର୍ଟ । ଏହି କ୍ରମରେ ପୂର୍ବ ଶୁଣାଣି ବେଳେ କୋର୍ଟ ପଞ୍ଜାବ ସରକାରଙ୍କୁ ଯେଉଁ ଜବାବ ମାଗିଥିଲେ ତାହା ଉପରେ…

ସହୟତା ମାଗିଲା ପାକିସ୍ତାନ । ଅଣଦେଖା କଲା ଋଷ

କନକ ବ୍ୟୁରୋ : ଦିନକୁ ଦିନ ପାକିସ୍ତାନର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି । ଅନ୍ୟ ଦେଶକୁ ସହାୟତା ମାଗୁଛି । କିନ୍ତୁ କୌଣସି ଦେଶ ପାକିସ୍ତାନକୁ ସହାୟତାର ହାତ ବଢାଉନାହାନ୍ତି । ଋଷ ଭାରତକୁ କମ୍ ମୂଲ୍ୟରେ ତୈଳ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେଉଥିବା ବେଳେ, ପାକିସ୍ତାନ ଋଷକୁ ସହାୟତା…

ଅଧାରୁ ହାତ ଛାଡିଦେଲେ ୱାସିମ ଜାଫର! ଓଡିଶା ଛାଡି ବାଂଲାଦେଶ କ୍ରିକେଟ ବୋର୍ଡରେ ସାମିଲ ହେବା ନେଇ ଚର୍ଚ୍ଚା

କନକ ବ୍ୟୁରୋ: ଭାରତୀୟ ଟିମର ପୂର୍ବତନ ଖେଳାଳି ୱାସିମ ଜାଫର । ଯିଏକି ବର୍ତ୍ତମାନ ଓଡିଶା ଦଳର କୋଚ ରହିଛନ୍ତି । ୨ ବର୍ଷ ପାଇଁ ଚୁକ୍ତି ହୋଇଥିବା ଏହି ପଦବୀକୁ କିନ୍ତୁ ଏବେ ଅଧାରୁ ଛାଡିବାକୁ ଯାଉଛନ୍ତି ଜାଫର । ୨ ବର୍ଷ ପୂରା ହେବାକୁ ଆଉ ଗୋଟିଏ ବର୍ଷ ଥିବାବେଳେ ଜାଫର ଏବେ ବାଂଲାଦେଶ କ୍ରିକେଟ…