Daily Archives

June 2, 2022

ଏହି ଚିଟଫଣ୍ଡ କମ୍ପାନୀରେ ଟଙ୍କା ରଖିଥିବା ଜମାକାରୀଙ୍କ ପାଇଁ ଖୁସିଖବର, ଟଙ୍କା ପାଇବାକୁ ଜୁନ୍ ୩୦ ମଧ୍ୟରେ କରିବାକୁ…

କନକ ବ୍ୟୁରୋ : ଚିଟଫଣ୍ଡ ନାମରେ ହଜାର ହଜାର କୋଟି ଟଙ୍କା ହରାଇଛନ୍ତି ଦେଶର ଜମାକାରୀ । କୋଟି କୋଟି ଟଙ୍କା ନେଇ ପଳାଇଯାଇଛନ୍ତି କମ୍ପାନୀମାନେ । ଶହ ଶହ କମ୍ପାନୀ ଏହି ଚିଟଫଣ୍ଡ ଖୋଲି ଲୋକଙ୍କୁ ଅଧିକ ସୂଧ ଦେବାର ଲୋଭ ଦେଖାଇ ଏଭଳି ଠକିଛନ୍ତି ଯେ ୧୦ ବର୍ଷ ହେଲା ଲୋକମାନେ କିଭଳି ଓ କେଉଁଠୁ…

ଏୟାରପୋର୍ଟରେ ହାଇଡ୍ରାମା: ବେଙ୍ଗାଳୁରୁରୁ ଫେରୁଥିଲେ ପ୍ରେମୀଯୁଗଳ, ଏୟାରପୋର୍ଟରେ ଜଗି ରହିଥିଲେ ପରିବାର

କନକ ବ୍ୟୁରୋ: ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା । ଡାକ୍ତର ଝିଅ ଓ ପଂଜାବୀ ପୁଅ ସର୍ଦ୍ଦାର ଗଗନଦୀପ ଏକାଠି ବେଙ୍ଗାଲୁରୁରୁ ଭୁବନେଶ୍ୱର ପଂହଚିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କ ପରିବାର ଅପେକ୍ଷା କରି ରହିଥିଲେ । ଆଉ ଭୁବନେଶ୍ୱର…

ଇଡିର ନୋଟିସ୍ ପରେ କରୋନା ଭୂତାଣୁରେ ସଂକ୍ରମିତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । କଂଗ୍ରେସ କହିଲା ଇଡିରେ…

କନକ ବ୍ୟୁରୋ : ଗତକାଲି ଇଡିର ନୋଟିସ୍ ମିଳିବା ପରେ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି କଂଗ୍ରେସ ଅନ୍ତରିଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂଘରୋଧରେ ଅଛନ୍ତି ସୋନିଆ । ତାଙ୍କୁ ସାମାନ୍ୟ ଜ୍ୱର ହେବା ସହ କରୋନା ଲକ୍ଷ୍ୟଣ ମଧ୍ୟ ତାଙ୍କ ଠାରେ ଦେଖାଦେଇଛି ।…

ନିଜ ସହ ବିବାହ କରିବେ ଯୁବତୀ । ହନିମୁନ ପାଇଁ ବି କରିଛନ୍ତି ଏଭଳି ଯୋଜନା

କନକ ବ୍ୟୁରୋ : ଭାରତୀୟ ସଂସ୍କୃତିରେ ବାହାଘରକୁ ସାତ ଜନ୍ମର ଅତୁଟ ବନ୍ଧନ ବୋଲି କୁହାଯାଇଥାଏ । ତେଣୁ ଏହି ବାହାଘରକୁ ସ୍ମୃତି କରି ରଖିବାକୁ ଲୋକମାନେ ଅନେକ କିଛି କରିଥାନ୍ତି । ଗୁଜୁରାଟର ଝିଅ କ୍ଷମା ବିନ୍ଦୁ ଚଳିତମାସ ୧୧ ତାରିଖରେ ବାହାହେବାକୁ ଯାଉଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର…

ବର୍ଷା ଛାଡିବେ ଅନୁଭବଙ୍କ ଘର । ଜାଣନ୍ତୁ କଣ କହିଲେ କୋର୍ଟ

କନକ ବ୍ୟୁରୋ : ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା । ବର୍ଷା ପ୍ରିୟଦର୍ଶିନୀ ଛାଡିବେ ଅନୁଭବ ମହାନ୍ତିଙ୍କ ଘର । ଅନୁଭବଙ୍କ ପୈତୃକ ଘର ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ କିନ୍ତୁ ବର୍ଷାଙ୍କ ରହଣି ପାଇଁ ଅନୁଭବ ବ୍ୟବସ୍ଥା କରିବେ କରିବେ ବୋଲି…

ପଢା ଋଣ ପାଇଁ ଆତ୍ମହତ୍ୟା କରିଥିଲେ ବାପା । ଝିଅ ହେଲେ ଆଇଏଏସ୍

କନକ ବ୍ୟୁରୋ: ପିଲାମାନଙ୍କୁ ପଢାଇବେ । ଭଲ ମଣିଷ କରିବେ । ଏଥିପାଇଁ ଋଣ କରିଥିଲେ ବାପା । ହେଲେ ସେ ଋଣ ସୁଝିପାରିନଥିଲେ । ଶେଷରେ ଆତ୍ମହତ୍ୟା ପରି ଚରମ ପନ୍ଥାକୁ ଗ୍ରହଣ କରିନେଇଥିଲେ ବାପା । ଆଜି ସେ ଏ ଦୁନିଆଁରେ ନାହାଁନ୍ତି ହେଲେ ଝିଅ କିନ୍ତୁ ତାଙ୍କର ସବୁ ସ୍ୱପ୍ନ ପୂରଣ କରିଛି ।…