Daily Archives

June 2, 2022

ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର ହେଲା ସମ୍ବଲପୁର: ଆଜି ସାରା ସହରରେ ପତରପେଣ୍ଡି ଉତ୍ସବ, ୪ରେ ଦେବ ବିବାହ

କନକ ବ୍ୟୁରୋ: ରୀତିନୀତି ଅନୁସାରେ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା ଆଗେଇ ଚାଲୁଥିବା ବେଳେ ଦେବବିହାହରେ ଉପସ୍ଥିତ ରହିବାକୁ ମା’ ସମଲେଶ୍ୱରୀଙ୍କୁ ନିମନ୍ତ୍ରଣ କରାଯାଇଛି । ନନ୍ଦପଡ଼ାର ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ପରେ ସମଲେଇ ମନ୍ଦିରରେ ପଂହଚିଛି ନିମନ୍ତ୍ରଣ । ବିରାଟ ପଟୁଆରରେ ବାହାରି…

କ୍ଷୀର ଦାମ ବଢ଼ିବା ପରେ ବଢ଼ିଲା ଛେନା ଓ ପନିର ଦାମ: କିଲୋ ପିଛା ୧୦ଟଙ୍କା ଓ ୧୫ଟଙ୍କା ବୃଦ୍ଧି

କନକ ବ୍ୟୁରୋ: କ୍ଷୀର ଦାମ ବଢ଼ିବା ପରେ ଏବେ ବଢ଼ିଛି ଦୁଗ୍ଧଜାତ ଦ୍ରବ୍ୟ ଛେନା ଓ ପନିରର ଦାମ । ପୂର୍ବରୁ ଯେତିକି ଦାମରେ ବିକ୍ରି ହେଉଥିଲା, ଏବେ ତାଠାରୁ ଛେନା କେଜି ପିଛା ୧୦ଟଙ୍କା ଓ ପନିର କେଜି ପିଛା ୧୫ଟଙ୍କା ବୃଦ୍ଧି ପାଇଛି । କ୍ଷୀର ଦାମ, ଜାଳେଣି ଦାମ ଓ ଅନ୍ୟାନ୍ୟ ଜିନିଷର ଦାମ…

ସୁଜାତାଙ୍କ ‘ମିସନ୍ ଶକ୍ତି’ ପ୍ଲାନ୍: ମହିଳାଙ୍କ ପାଇଁ ଗଠନ ହେବ ରାଜ୍ୟସ୍ତରୀୟ ଫେଡେରସନ

କନକ ବ୍ୟୁରୋ: ଛୋଟ ଛୋଟ ବ୍ୟବସାୟ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀ କିପରି ବଡ଼ ବ୍ୟବସାୟ କରିପାରିବେ, ଏ ନେଇ ପଂଚାୟତ ଜନପ୍ରତିନିଧିଙ୍କ ତାଲିମ କାର୍ଯ୍ୟକ୍ରମରେ କହିଛନ୍ତି ମିସନ୍ ଶକ୍ତି ସଚିବ । ସୁଜାତା କାର୍ତିକେୟନ ପାଣ୍ଡିଆନ୍ କହିଛନ୍ତି, ଏସଏଚ୍ଜିକୁ ଏସ୍ଏମ୍ଇ ବନାଇବା ଲକ୍ଷ୍ୟ ରହିଛି ।…

ଦଳୀୟ ନେତାଙ୍କୁ ଟାର୍ଗେଟ କଲେ ତାରା: କହିଲେ ଫିଲ୍ଡରେ କାମ କର, ସଭାପତିଙ୍କ ପଛରେ ବୁଲିଲେ ହେବନି

କନକ ବ୍ୟୁରୋ: କଂଗ୍ରେସର ନବ ସଂକଳ୍ପ ସମାବେଶର ଦ୍ୱିତୀୟ ଦିନର । ହେଲେ ଏଥିରେ ଆଲୋଚନା ଅପେକ୍ଷା ଯାହା ଅଧିକ ଚର୍ଚ୍ଚା ସୃଷ୍ଟି କରିଛି, ତିନି ବରିଷ୍ଠ ନେତା ବୈଠକରୁ ଅନୁପସ୍ଥିତ ରହିବା । ଯୋଗଦେଇନଥିବା ତିନି ବିଧାୟକ ହେଲେ ତାରା ବାହିନୀପତି, ମହମ୍ମଦ ମୋକ୍କିମ, ରମେଶ ଜେନା । ଭୁବନେଶ୍ୱରରେ…

ଶାଶୂଘର ଘର ଛାଡି, ବାହାରେ ରହିବେ ବର୍ଷା ପ୍ରିୟଦର୍ଶିନୀ: ଅନୁଭବଙ୍କ ପୈତୃକ ଘର ଛାଡିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

କନକ ବ୍ୟୁରୋ: ଶାଶୁ ଘର ଛାଡିବା ପାଇଁ ପତ୍ନୀ ବର୍ଷା ପ୍ରିୟଦର୍ଶୀନୀଙ୍କୁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏମିତି କାନ୍ଦି ପକାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି । ବାପା-ମା’ ପୁଣି ଥରେ ତାଙ୍କ ଘରକୁ ଫେରିବାକୁ ବାଟ ଫିଟିଥିବାରୁ, ଅନୁଭବ କାନ୍ଦି ପକାଇଥିବା କୁହାଯାଉଛି । ବର୍ଷା…

ସିଏସଇ ରିପୋର୍ଟରେ ବଡ ଖୁଲାସା : ଭାରତର ଗାଁମାନଙ୍କରେ ୩୩ ପ୍ରତିଶତ ଲୋକ ଗରିବ,ସହରରେ …..

କନକ ବ୍ୟୁରୋ : ସିଏସଇ (ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରଭମେଣ୍ଟ) ର ରିପୋର୍ଟ ମୁତାବକ ଦେଶର ସ୍ଥିତି ପୂର୍ବବର୍ଷ ତୁଳନାରେ ଖରାପ ହେବାରେ ଲାଗିଛି । ଦେଶର ପର୍ଯ୍ୟାବରଣ ସ୍ଥିତିକୁ ନେଇ ସିଏସଇ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ଅନେକ ମାପଦଣ୍ଡକୁ ସାମିଲ କରାଯାଇଛି । ଏହି କ୍ରମରେ…