Daily Archives

June 1, 2022

ସସପେନ୍ସ ବଢାଇଲା ସୌରଭ ଗାଙ୍ଗୁଲିଙ୍କ ଟ୍ୱିଟ୍ । ବିସିସିଆଇ ସଭାପତି ପଦଛାଡି ରାଜନୀତିରେ ପ୍ରବେଶ କରିବେ କି ଭାରତର…

କନକ ବ୍ୟୁରୋ: ରାଜନୀତିରେ ପ୍ରବେଶ ନେଇ ସଙ୍କେତ ଦେଲେ ସୌରଭ ଗାଙ୍ଗୁଲି । କିଛି ସମୟ ପୂର୍ବରୁ ଟ୍ୱିଟ୍ କରି ସୌରଭ ଲେଖିଛନ୍ତି ମୁଁ ଆଜି କିଛି ଆରମ୍ଭ କରିବା ପାଇଁ ଯୋଜନା ରଖିଛି । ମୋତେ ଏହା ଲାଗୁଛି ଏହା ଅନେକ ଲୋକଙ୍କୁ ସାହାର୍ଯ୍ୟ କରିପାରିବ । ମୋତେ ଆଶା ରହିଛି ମୋର ଏହି ଜୀବନରେ ପ୍ରବେଶରେ…

ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳଙ୍କ ବଡ ନିଷ୍ପତ୍ତି , ଏବେ କେବଳ ଜିଲ୍ଲା ମୁଖ୍ୟାଳୟରେ ନିଯୁକ୍ତି ପାଇବେ ହିନ୍ଦୁ…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ କିଛିଦିନ ହେବ କେବଳ ହିନ୍ଦୁ ଧର୍ମର ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି । ଏହାକୁ ନଜରରେ ରଖି ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଉପ ରାଜ୍ୟପାଳଙ୍କ ନିଷ୍ପତ୍ତି ମୁତାବକ ଏହି କେନ୍ଦ୍ର ଶାସିତ ଅଞ୍ଚଳର…

ଏସିଆ କପ ହକି-୨୦୨୨। ବ୍ରୋଞ୍ଜ ପଦକ ହାତେଇଲା ଭାରତୀୟ ପୁରୁଷ ହକି ଦଳ ।

କନକ ବ୍ୟୁରୋ : ଭାରତୀୟ ପୁରୁଷ ହକି ଦଳ ଏସିଆ କପରେ ବ୍ରୋଞ୍ଜ ପଦକ ହାସଲ କରିଛି । ଇଣ୍ଡୋନେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଦଳ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ବ୍ରୋଞ୍ଜ ମେଡାଲ ମ୍ୟାଚରେ ଜାପାନକୁ ୧-୦ରେ ହରାଇ ପଦକ ହାସଲ କରିଛ ଦଳ । ତେବେ ଏହି ମୁକାବିଲାରେ…

କାଶ୍ମୀରରେ ଫେରିଲାଣି ୯୦ ଦଶକର ସ୍ଥିତି, କାଶ୍ମୀର ପଣ୍ଡିତଙ୍କୁ ସୁରକ୍ଷା ଦିଅନ୍ତୁ କେନ୍ଦ୍ର ସରକାର । ସହଯୋଗ କରିବାକୁ…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରକୁ ଏବେ କାଶ୍ମୀର ପଣ୍ଡିତ ଫେରିବା ଆରମ୍ଭ କରିଛନ୍ତି । କିନ୍ତୁ ଆତଙ୍କବାଦୀ ମାନେ କାଶ୍ମୀର ପଣ୍ଡିତ ମାନଙ୍କୁ ଟାର୍ଗେଟ କରିବା ସହ ଭୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଆଉ ଏସବୁ ଭିତରେ କାଶ୍ମୀର ପଣ୍ଡିତଙ୍କ ସପକ୍ଷରେ ବଡ ବୟାନ ଦେଇଛନ୍ତି ଦିଲ୍ଲୀ…

ରାମ ଜନ୍ମଭୂମି ଅଞ୍ଚଳରେ ମଦ, ମାଂସ ବିକ୍ରିରେ ପ୍ରତିବନ୍ଧକ। ୟୁପି ସରକାର ରଦ୍ଦ କଲେ ବାର ଲାଇସେନ୍ସ।

କନକ ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିର ଚାରିପଟେ ମଦ ଉପରେ ଆଜିଠାରୁ ରୋକ ଲାଗିଛି । ଉତ୍ତର ପ୍ରଦେଶ ସରକାର ଅଯୋଧ୍ୟା ରାମ ଜନ୍ମଭୂମି ପରିସର ଓ ଏହାର ଆଖପାଖ ଅଞ୍ଚଳରେ ମଦ ବିକ୍ରି ଉପରେ ରୋକ ଲଗାଇଛନ୍ତି । ୟୁପିର ଅବକାରୀ ବିଭାଗ ମନ୍ତ୍ରୀ ନିତିନ ଅଗ୍ରୱାଲ କହିଛନ୍ତି, ରାମ ଜନ୍ମଭୂମି କ୍ଷେତ୍ରରେ…

୫୩ ବର୍ଷରେ ଚାଲିଗଲେ କେକେ । ଯୁବବର୍ଗଙ୍କୁ ଆସୁଛି କାର୍ଡିଆକ୍ ଆରେଷ୍ଟ । କାରଣ କହିଲେ ବିଶେଷଜ୍ଞ ପଢନ୍ତୁ…

କନକ ବ୍ୟୁରୋ : ପ୍ରସିଦ୍ଧ ଗାୟକ କେକେଙ୍କ ପରଲୋକ ସମସ୍ତଙ୍କୁ ସବ୍ଧ କରିଛି । କୋଲକାତାରେ ଲାଇଭ ଚାଲିଥିବା ବେଳେ ତାଙ୍କ ଦେହ ହଠାତ୍ ଖରାପ ହୋଇପଡିଥିଲା । ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ତେବେ ସେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇସାରିଥିଲା ।…