Daily Archives

June 1, 2022

ଜିଏସଟି ଆଦାୟରେ ସରକାରଙ୍କ କ୍ଷତି, ଜାଣନ୍ତୁ କାହିଁକି ଏପ୍ରିଲ ତୁଳନାରେ ମେ ରେ କମିଲା ଜିଏସଟି ଆଦାୟ

କନକ ବ୍ୟୁରୋ : ମେ ମାସରେ ଦେଶରେ ଦ୍ରର୍ବ୍ୟ ଓ ସେବାକର ବାବଦରେ ପାଖାପାଖି ୧.୪୧ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି । ଏନେଇ ବୁଧବାର ଦିନ ଅର୍ଥମନ୍ତ୍ରଣାଳୟ ସୂଚନା ଦେଇ କିହିଛି କି ଗତବର୍ଷ ମେ ମାସ ତୁଳନାରେ ଚଳିତ ମେ ମାସରେ ଜିଏସଟି ଆଦାୟ ୪୪ ପ୍ରତିଶତ ଅଧିକ ହୋଇଛି । ହେଲେ ମାସିକ ଆଧାରରେ…

କ’ଣ ଏହି ନ୍ୟାସନାଲ ହେରାଲ୍ଡ ମାମଲା, ଜାଣନ୍ତୁ କିଭଳି ଅଭିଯୁକ୍ତ ହେଲେ ସୋନିଆ ଓ ରାହୁଲ

କନକ ବ୍ୟୁରୋ : ପୁଣିଥରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ନ୍ୟାସନାଲ ହେରାଲ୍ଡ ମାମଲା । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉଭୟ ସୋନିଆ ଓ ରାହୁଲଙ୍କୁ ଏବେ ନୋଟିସ ଜାରି କରିବା ପରେ ଜାତୀୟ ରାଜନୀତିରେ ନ୍ୟାସନାଲ ହେରାଲ୍ଡ…

ମହଙ୍ଗା ମହଙ୍ଗା ମହଙ୍ଗା: ପେଟ୍ରୋଲ, ଗ୍ୟାସ୍ ପରେ ଏବେ ଆଗକୁ ରିଚାର୍ଜ ହେବ ମହଙ୍ଗା ।

କନକ ବ୍ୟୁରୋ: ମହଙ୍ଗା ମାଡ଼ ଭିତରୁ ଏବେ ମୋବାଇଲ ରିଚାର୍ଜ ଆହୁରି ମହଙ୍ଗା ହେବାର ଖବର ଆସୁଛି । ଆଗକୁ ମୋବାଇଲ ରିଚାର୍ଜ ଆହୁରି ଅଧିକ ହେବ ବୋଲି ଜାତୀୟ ଗଣମାଧ୍ୟମରେ ହେଡଲାଇନ ପାଲଟିଛି । ଚଳିତ ବର୍ଷର ଦ୍ୱିତୀୟ ଭାଗରେ ଘରୋଇ ଟେଲିକମ୍ କମ୍ପାନି ଗୁଡ଼ିକ ଗ୍ରାହକ ପୁଣିଥରେ ଶୁଳ୍କ ବଢ଼ାଇବା ଉପରେ…

‘ସମସ୍ତେ ମରିବେ’ ; କାଶ୍ମୀରରେ ହିନ୍ଦୁ ମହିଳା ଶିକ୍ଷୟିତ୍ରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଏପରି କହିଲେ…

କନକ ବ୍ୟୁରୋ: କାଶ୍ମୀର କୁଲଗାମରେ ଜଣେ ଶିକ୍ଷୟିତ୍ରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଇ ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା । ତେବେ ତାଙ୍କୁ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା ବିଷୟରେ ପଚରାଯିବା ପରେ ଫାରୁକ୍…

କେକେଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଭାବବିହ୍ୱଳ ପରିବାର ସଦସ୍ୟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଲେ…

କନକ ବ୍ୟୁରୋ: ଦିବଙ୍ଗତ ଗାୟକ କେକେଙ୍କ ପାର୍ଥିବ ଶରୀର ମେଡିକାଲରୁ କୋଲକାତା ରବିନ୍ଦ୍ର ସଦନକୁ ନିଆଯାଇଛି । ସେଠାରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି କେକେଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ।…

ମୃତ୍ୟୁ ପୂର୍ବରୁ କେମିତି ଥିଲେ କେକେ ? ଷ୍ଟେଜରେ ଚାଲୁନଥିଲା ଏସି, ରୁମାଲ ବାହାର କରି ବାରମ୍ବାର ମୁହଁରୁ ଝାଳ…

କନକ ବ୍ୟୁରୋ : ବଲିଉଡ ଗାୟକ କେକେ ମୃତ୍ୟୁ ପୂର୍ବରୁ ଷ୍ଟେଜରେ ଅସୁସ୍ଥ ହୋଇ ପଡିଥିଲେ । ଏବେ ସେହି ସମୟର ଏକ ଛୋଟ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି । ଷ୍ଟେଜରେ ଗୀତ ଗାଉଛନ୍ତି ବଲିଉଡ ଗାୟକ କେକେ । ଆଉ ଗୀତ ଗାଇବା ପରେ ସହଯୋଗୀଙ୍କୁ ଦେଉଛନ୍ତି ମାଇକ । ଏହି ସମୟରେ କେକେ ଅସୁସ୍ଥ ମନେ କରୁଥିବା…