Daily Archives

May 28, 2022

ପୁରୀ ପରିକ୍ରମା ପ୍ରକଳ୍ପ ନେଇ ବଢୁଛି ରାଜନୀତି: ପିନାକୀ-ବିଜୟ ମୁହାଁମୁହିଁ । ପୁରୀ ସାଂସଦ କହିଲେ, କେହି…

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପକୁ କେହି ଅଟକାଇ ପାରିବେ ନାହିଁ । ଏମିତି ଦମ୍ଭୋକ୍ତି ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ମାମଲା ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅଛି ଓ କାମ ଉପରେ କୈାଣସି ପ୍ରତିବନ୍ଧକ କରାଯାଇ ନାହିଁ ବୋଲି କହିଛନ୍ତି ପିନାକୀ । ତେବେ ଐତିହ୍ୟ କରିଡରକୁ…

ରାଜଧାନୀରେ ଧଳାଜହର ବେପାରର ନୂଆ ତରିକା: ନକଲି ପୁଲିସ ଓ ଡାକ୍ତର ବେଶରେ ବୁଲୁଛନ୍ତି ନିଶା ବେପାରୀ

କନକ ବ୍ୟୁରୋ: ନିଶା ବେପାର କରନ୍ତି, ହେଲେ ବୁଲନ୍ତି ପୋଲିସ୍ ଠାଣିରେ । କେତେବେଳେ ଏମ୍ସର ଡାକ୍ତର ବୋଲି ପରିଚୟ ଦିଅନ୍ତି । ପୁଣି ଖାକି ପିନ୍ଧି ନିଜକୁ ଆଇଆଇସି ପରିଚୟ ଦେଇ ବୁଲେଟ ଚଢ଼ି ନିଶା ବେପାରରେ ମାତନ୍ତି । ରାଜଧାନୀରେ ଦୀର୍ଘଦିନ ଧରି ନିଶା କାରବାରର ସର୍ଦ୍ଦାର ସାଜିଥିବା ଏହି ଦୁଇ…

ବେଙ୍ଗାଲୁରରେ ଚିନ୍ତା ବଢାଉଛି ଟ୍ରାଫିକ ସମସ୍ୟା । ଗାଡିର ଗିୟର ବିକ୍ରି ପାଇଁ ଅଜବ ଟ୍ୱିଟ୍ କଲେ ୟୁଜର୍ସ ।

କନକ ବ୍ୟୁରୋ : ଆଇଟି ସିଟି ବେଙ୍ଗାଲୁରୁ । ସହରର ଟ୍ରାଫିକ ସମସ୍ୟା ପାଇଁ ସବୁବେଳେ ଚର୍ଚ୍ଚାରେ ଏହି ସହର । ପ୍ରତ୍ୟେକ ଦିନ ଏଠିକାର ଲୋକେ ପ୍ରବଳ ଟ୍ରାଫିକରେ ଫସି ଅନେକ ଅସୁବିଧାର ସାମ୍ନା କରିଥାନ୍ତି । ଅନେକ ଏହାର ଫୋଟ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଅସୁବିଧା ଜଣାଇଥାନ୍ତି ।…

ଅସ୍ୱାସ୍ଥ୍ୟକର ପରିବେଶରେ କେମିତି ଚାଲିଥିଲା ଗୁପଚୁପ ପ୍ରସ୍ତୁତି? ସିଏମସିର ରେଡ୍, ନଷ୍ଟ କରାଗଲା ନିମ୍ନମାନର ଗୁପଚୁପ

କନକ ବ୍ୟୁରୋ: କଟକରେ ଗୁପଚୁପର ଏଭଳି ପ୍ରସ୍ତୁତି ଦେଖିଲେ ହୁଏତ ଆପଣଙ୍କ ମନରେ ଘୃଣା ଆସିପାରେ । ବାହାର ରାଜ୍ୟରୁ ଆସି ଏଠାରେ ବିଭିନ୍ନ ବସ୍ତିରେ ରହି ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ଗୁପଚୁପ । ଏହାର ପ୍ରସ୍ତୁତି ପ୍ରତି କେହି କେବେ ଦୃଷ୍ଟି ଦେଇଥିବା ନଜରକୁ ଆସିନାହିଁ । ଯେଉଁଠି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍। ନବୀନ ନିବାସରେ କଲେ ସୌଜନ୍ୟମୂଳକ ସାକ୍ଷାତ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସୋନୁ । କରୋନା ସମୟରେ ସେ ୭୦ରୁ ଅଧିକ ଲୋକଙ୍କୁ ରାଜ୍ୟକୁ ଫେରିବାରେ ସହାୟତା କରିଥିଲେ । କେନ୍ଦ୍ରାପଡାର ସମସ୍ତେ ସେତେବେଳେ ଘରକୁ ଫେରିବା ପାଇଁ…

ଏକ କ୍ରୁଜ କମ୍ପାନୀର ଅଜବ ଦାବି, ବରମୁଡା ଟ୍ରାଇଏଙ୍ଗଲସରେ ଜାହାଜ ଅଦୃଶ୍ୟ ହେଲେ ଦେବି ସମସ୍ତ କ୍ଷତିପୂରଣ

କନକ ବ୍ୟୁରୋ : ଏକ କ୍ରୁଜ କମ୍ପାନୀ ଯାତ୍ରୀମାନଙ୍କୁ ଏକ ଅଜବ ଅଫର ଦେଇଛନ୍ତି । ବରମୁଡା ତ୍ରିକୋଣରେ ବନ୍ଧା ହୋଇଥିବା ଏକ ଜାହାଜକୁ ନେଇ ସେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କି ଯାହା ଆପଣଙ୍କୁ ଚକିତ କରିଦେବ । ଏକ ବିଦେଶୀ ଗଣମାଧ୍ୟମର ରିପୋର୍ଟ ମୁତାବକ କ୍ରୁଜ କମ୍ପାନୀ କହିଛି କି ସେ…