Daily Archives

May 23, 2022

ଜଳହସ୍ତୀ ଦେହରେ ଲାଗଛିି ସିରିଞ୍ଜ । ସିରିଞ୍ଜ ଥାଇ ବୁଲୁଛି ମାଈ ଜଳହସ୍ତୀ । 

କନକ ବ୍ୟୁରୋ: ନନ୍ଦନକାନନରେ ଏହି ଜଳହସ୍ତୀ ଦେହରେ ଲାଗଛିି ସିରିଞ୍ଜ । ରବିବାର ସକାଳେ ତାକୁ ଟ୍ରାଙ୍କୁଲାଇଜ ପାଇଁ ଇଂଜେକସନ ଦିଆଯାଇଥିଲା ।  କିନ୍ତୁ  ଇଞ୍ଜେକସନ ଦେବା ପରେ ବୋଧହୁଏ ସିରିଞ୍ଜକୁ କାଢିବାକୁ ଭୁଲିଯାଇଛନ୍ତି ଚିକିତ୍ସକ । ଆଉ ଏନକ୍ଲୋଜରରେ ଦେହରେ ସିରିଞ୍ଜ ଥାଇ ବୁଲୁଛି ମାଈ…

ଏମକେସିଜି ମେଡ଼ିକାଲ ଆଗରେ ଘଂଟ ବାଡ଼େଇ ପ୍ରତିବାଦ: ଡାକ୍ତର ପଦବୀ ଖାଲି ପଡିଥିବାକୁ ତେଜୁଛି ଅସନ୍ତୋଷ

କନକ ବ୍ୟୁରୋ: ଖାଲିପଡ଼ିଛି ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । ନା ଅଛନ୍ତି ଡ଼ାକ୍ତର, ନା ଅଛନ୍ତି ନର୍ସ ଓ ଅନ୍ୟ କର୍ମଚାରୀ । ଧିରେ ଧିରେ ଭୂତ କୋଠି ପାଲଟୁଛି ମେଡ଼ିକାଲର ୪ ର୍ଥ ମହଲା । କୋଠାରେ ଥିବା ଡ଼ାକ୍ତର ଯନ୍ତ୍ରପାତି ଗୁଡ଼ିକ ନଷ୍ଟ ହେବାରେ ଲାଗିଛି । ଏହା ସହ କେହି ନଥିବା ସତ୍ୱେ ମଧ୍ୟ…

ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି । କଂଗ୍ରେସକୁ ସଞ୍ଜିବନୀ ଦେବେ କି ଶରତ? 

କନକ ବ୍ୟୁରୋ: ବହୁ ଆଲୋଚନା, ଦିଲ୍ଲୀ ଦୌଡ ଭିତରେ ଶରତ ପଟ୍ଟନାୟକଙ୍କ ନାଁ ଉପରେ ମୋହର ମାରିଛି ଏଆଇସିସି । ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରି ଶରତ ପଟ୍ଟନାୟକଙ୍କୁ ନୂଆ ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ ।  ସବୁଠାରୁ ଦୁର୍ବଳ ସ୍ଥିତିରେ ରାଜ୍ୟ କଂଗ୍ରେସ…

କରୋନା ପରେ କେମିତି ହେବ ଦେବ ଦମ୍ପତିଙ୍କ ବିବାହ? ସମ୍ବଲପୁରରେ ଜୋରସୋରରେ ଚାଲିଛି ଶୀତଳ ଷଷ୍ଠୀ ପ୍ରସ୍ତୁତ

କନକ ବ୍ୟୁରୋ: ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଆଉ ସାତ ଦିନର ଅପେକ୍ଷା । ହରପାର୍ବତୀଙ୍କ ବିବାହ ପାଇଁ ଏବେଠୁ ଚଳଚଂଚଳ ସମ୍ବଲପୁର ସହର । ଶୀତଳଷଷ୍ଠୀ ଯାତ୍ରାକୁ ନେଇ ବିଭିନ୍ନ ଶିବାଳୟ ଓ କମିଟିମାନଙ୍କରେ ଯୋରସୋରରେ ଚାଲିଛି ପ୍ରସ୍ତୁତି । ଚଳିତ ବର୍ଷ ଯାତ୍ରାକୁ ସୂଚାରୁ ରୁପେ ସଂପାଦନ…

ଟୋକିଓରେ ପ୍ରବାସୀ ଭାରତଙ୍କୁ ମୋଦିଙ୍କ ସମ୍ବୋଧନ । କହିଲେ, ଭବିଷ୍ୟତକୁ ନେଇ ଆଶାବାଦୀ ନୂଆ ଭାରତ । 

କନକ ବ୍ୟୁରୋ : ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଭାରତରେ ଆଜି ଜନତାଙ୍କ ନେତୃତ୍ୱର ସରକାର ପରିଚାଳିତ ହେଉଛି । ଏଠିକାର ବ୍ୟବସ୍ଥାର ପରିଚାଳନା ଅନ୍ୟମାନଙ୍କ ପାଇଁ ମଡେଲ ସାଜିଛି । ଭାରତ ହରାଇ ଥିବା…

ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ଦାବି ବିରାଟ ରାଲି: ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଉଦେଶ୍ୟରେ ଦେଲେ ସ୍ମାରକ ପତ୍ର

କନକ ବ୍ୟୁରୋ: ରାୟଗଡା ଜିଲ୍ଲାରେ ବିଭିନ୍ନ ହଷ୍ଟେଲରେ ରହୁଥିବା ଆଦିବାସୀ ଅନ୍ତେବାସୀଙ୍କ ସୁରକ୍ଷା ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ । ମୁନିଗୁଡା ଠାରେ ଆଦିବାସୀ ଉନ୍ନୟନ ପରିଷଦ ତରଫରୁ ୧୦ଦଫା ଦାବି ନେଇ ସ୍ଥାନୀୟ ମୁନିଖୋଲ ଛକ ନିକଟରୁ ଏକ ବିରାଟ ଶୋଭାଯାତ୍ରା ହୋଇଛି । ଶହଶହ ଆଦିବାସୀ…