Daily Archives

May 23, 2022

ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଗିରଫ ହେଲେ ଗୁଣ୍ଡା କର୍ମଚାରୀ: ଉଠିଲା ପ୍ରଶ୍ନ, କ୍ରିମିନାଲଙ୍କୁ କିଏ ଦେଇଥିଲା ନିଯୁକ୍ତି?

କନକ ବ୍ୟୁରୋ: ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ସଫାରୀ ବସ କର୍ମଚାରୀ । ଆକ୍ରମଣର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ପରିବାର ସହ ହସଖୁସିରେ ସମୟ ବିତାଇବାକୁ ରବିବାର ଦିନ ନନ୍ଦନକାନନ ଆସିଥିଲେ ଛତିଶଗଡ଼ର ଗୋଟିଏ ପରିବାର । ପ୍ରାୟ ୨୬ ଜଣ ପର୍ଯ୍ୟଟକ, ବାଘ ସଫାରୀ ବୁଲିବାକୁ ଦିନ ୨ଟା…

ସଙ୍କଟ ଭିତରେ ଶ୍ରୀଲଙ୍କା । ଦେଶରେ ଔଷଧର ଅଭାବ ।

କନକ ବ୍ୟୁରୋ:  ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଯେ କେତେ ଭୟଙ୍କର ହୋଇପଡିଛି ସେକଥା ଦେଶରେ ଦେଖାଦେଇଥିବା ଖାଦ୍ୟଭାବ, ପେଟ୍ରୋଲ, ଗ୍ୟାସ  ସରଯିବା ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ଜିନିଷ ନମିଳିବା ଘଟଣାରୁ ସ୍ପଷ୍ଟ ଅନୁମେୟ ।  ଦେଶବାସୀଙ୍କ କଷ୍ଟର କାହାଣୀ ବଖାଣୁଛି  କି କିଭଳି ଦିନକୁ ଦିନ …

ଜାପାନରେ ପ୍ରଧାନମନ୍ତ୍ରୀ ମୋଦୀ ।  ମୋଦୀ ନାରାରେ କମ୍ପିଲା ଟୋକିଓ ।

କନକ ବ୍ୟୁରୋ:  ସୋମବାରଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଜାପାନ ଗସ୍ତ ଆରମ୍ଭ ହୋଇଛି । ଗସ୍ତର ପ୍ରଥମ ଦିନରେ ଟୋକିଓରେ ପହଁଚିବାପରେ ମୋଦିଙ୍କୁ ଭବ୍ୟସ୍ୱାଗତ ଓ ସମ୍ବର୍ନ୍ଧନା ପ୍ରଦାନ କରାଯାଇଛି । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

ରାଜ୍ୟରେ ବଢୁଛି ବାଘ ଛାଲ ଜବତ ଘଟଣା: କେଉଁ ଅଂଚଳର ବାଘ, ଜାଣିବା ପାଇଁ ବନ ବିଭାଗ କରିବ ଡିଏନଏ ଟେଷ୍ଟ

କନକ ବ୍ୟୁରୋ: କେନ୍ଦୁଝର ଦେଓଗାଁ ରେଞ୍ଜ ଅଂଚଳରୁ ମହାବଳ ବାଘର ଛାଲ ଜବତ ହେବା ପରେ ତନାଘନା ଚଲାଇଛି ବନବିଭାଗ । ବଡ କଥା ହେଉଛି ସେହି ଅଂଚଳରେ, ପୂବ ର୍ରୁ ମହାବଳ ବାଘ ଥିବା ନେଇ କୌଣସି ସୂଚନା ବନ ବିଭାଗ ପାଖରେ ନଥିଲା । ତେଣୁ ବାଘ କେଉଁଠି ଆସିଲା, ବାଘ କେଉଁ ଅଂଚଳର ଜାଣିବା ପାଇଁ ଡିଏନଏ…

ବର୍ଷା-ଅନୁଭବ ବିବାଦରେ ପଶିଲା ରାଜନୀତି । ମା’କୁ ସମ୍ମାନ ପ୍ରସଙ୍ଗ ଉଠାଇଲା ବିଜେପି ।

କନକ ବ୍ୟୁରୋ:  ସାଂସଦ ଅନୁଭବ ମହାନିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶୀନି କରିଥିବା ଏଫଆଇଆର, ପୁଲିସକୁ ବି ଦ୍ୱନ୍ଦ୍ୱରେ ପକାଇ ଦେଇଛି । କିଏ ସତ କହୁଛି? କିଏ ମିଛ କହୁଛି? କିଏ କାହାକୁ ଅତ୍ୟାଚାର କରୁଛି? ପ୍ରକୃତରେ ଚାଲିଛି କଣ? ପୁଲିସ କିଛି ବୁଝି ପାରୁ ନାହିଁ । କଟକ ଡିସିପି ପିନାକ ମିଶ୍ର…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଗଜପତି ମହାରାଜା । ବିକାଶ କାମ ଯାହା ଚାଲିଛି, ତାର ଖରାପ ପ୍ରଭାବ ନପଡୁ । 

କନକ ବ୍ୟୁରୋ:  ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କ୍ଷୋଭ ପ୍ରକାଶ କରିବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଦିବ୍ୟସିଂହ ଦେବ । ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ, ଶ୍ରୀମନ୍ଦିର…