ବିନୟ କୁମାର ସକସେନା ଦିଲ୍ଲୀର ଉପରାଜ୍ୟପାଳ ନିଯୁକ୍ତ । ଅନୀଲ ବୈଜଲଙ୍କ ସ୍ଥାନ ନେବେ ବିନୟ।

133

କନକ ବ୍ୟୁରୋ : ଦିଲ୍ଲୀର ନୂଆ ଉପରାଜ୍ୟପାଳ ହୋଇଛନ୍ତି ବିନୟ କୁମାର ସକସେନା । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନୀଲ ବୈଜଲଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଥିଲା । ସୋମବାର ଅନୀଲ ବୈଜଲଙ୍କ ଇସ୍ତଫା ସ୍ୱୀକାର କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।