ନାଟୋରେ ସାମିଲ ହେବା ପାଇଁ ପ୍ରୟାସ କରୁଛନ୍ତି ଫିନଲାଣ୍ଡ ଓ ସ୍ୱିଡେନ: ଦୁଇ ଦେଶକୁ ନାଲି ଆଖି ଦେଖାଉଛି ରୁଷିଆ

210

କନକ ବ୍ୟୁରୋ: ନାଟୋରେ ସାମିଲ ହେବା ପାଇଁ ଆଗେଇ ଆସିଛନ୍ତି ଫିନଲ୍ୟାଣ୍ଡ ଓ ରୁଷ । ସେପଟେ ଦୁଇ ଦେଶଙ୍କ ଏହି ନିଷ୍ପତିକୁ ନେଇ ବିଚଳିତ ରୁଷ ଧମକ ପରେ ଧମକ ଦେଇ ଚାଲିଛି । ୟୁକ୍ରେନ ପରି ଏହି ଦୁଇ ଦେଶରେ ଥରହର ପରିସ୍ଥିତି ସୃଷ୍ଟି କରିବାକୁ ଯୋଜନା କଲାଣି ରୁଷ । ସବୁଠୁ ରୋଚକ କଥା ହେଉଛି ପ।।ୱାରଫୁଲ ପୁଟିନଙ୍କ ସାମ୍ନା କରିବାକୁ ଏବେ ଦମ୍ଭ ହୋଇ ଛିଡା ହୋଇଛନ୍ତି ଫିନଲ୍ୟାଣ୍ଡ ଓ ସ୍ୱିଡେନର ଦୁଇ ମହିଳା ପ୍ରଧାନମନ୍ତ୍ରୀ । । ପୁଟିନଙ୍କ ବାରଣ ସତ୍ୱେ ଏମାନେ ନାଟୋରେ ସାମିଲ ଜିଦରେ ଅଡିବସିଛନ୍ତି ।