Daily Archives

May 14, 2022

ବ୍ରହ୍ମପୁରର ଆଇଟିଆଇ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ । ଗ୍ୟାରେଜରୁ ସଂଗ୍ରହ କରୁଛନ୍ତି ଅଦରକାରୀ ଟାୟାର । ତିଆରି…

କନକ ବ୍ୟୁରୋ : ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ସହରର ବିଭିନ୍ନ ଗାଡ଼ି ଗ୍ୟାରେଜରୁ ଅଦରକାରୀ ଟାୟାର ସଂଗ୍ରହ କରି ତାକୁ ନୂଆ ରୂପ ଦେଇଛନ୍ତି । ଆଉ ନିର୍ମଣ କରିଛନ୍ତି ଟାୟାର ଆର୍ଟ ପାର୍କ । ଟାୟାରରେ ତିଆରି କରିଛନ୍ତି ଡ଼ାଇନସର, ହାତୀ, ଟ୍ରାକ୍ଟର ଭଳି ଅନେକ…

ପୁରୀ ପରିକ୍ରମା ପ୍ରକଳ୍ପ ନେଇ ତେଜୁଛି ରାଜନୀତି, ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ଦେଶରେ ମହଙ୍ଗାମାଡ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଉଥିବା ବେଳେ ଦିଲ୍ଲୀ ଠାରୁ ଓଡିଶା ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ଓ ଧର୍ମକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ଏହି କ୍ରମରେ ଉତ୍ତର ପ୍ରଦେଶରେ ଥିବା ଜ୍ଞାନବାପୀ ମସଜିଦକୁ ନେଇ ସର୍ଭେ ଆରମ୍ଭ ହୋଇଥିବା ବେଳେ ପୁରୀରେ…

ଗିରଫ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ

କନକ ବ୍ୟୁରୋ: ଗିରଫ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଖାଲି ସେତିକି ନୁହେଁ ମାନସୀଙ୍କ ସହଯୋଗୀ ମୁକେଶ ସାହୁ ମଧ୍ୟ ଗିରଫ ହେଇଛନ୍ତି । ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ୟୁନିଟ୍ ତାଙ୍କୁ ଗିରଫ କରିଥିବା ନେଇ…

ମହାରାଜ କଂସରାଜଙ୍କ ଦରବାରକୁ ରାଜନେତା, ପ୍ରଶାସକ ଓ ସାମ୍ବାଦିକଙ୍କୁ ଡାକରା । ମଥୁରାରେ ବସିଲା ରାଜଦରବାର ।

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ସଦର ମହୁକମାରେ ଚାଲିଛି ମହାରାଜ କଂସ ରାଜୁତି । ମଥୁରାନଗରୀକୁ ରାଜନେତା ଓ ସାମ୍ବାଦିକଙ୍କୁ ମହାରାଜ କଂସଙ୍କ ଡାକରା । ନିର୍ଦେଶ ପାଇ କଂସଙ୍କ ଦରବାରରେ ହାଜର ହେଲେ ସମସ୍ତ ଅତିଥି, ଚାଲିଲା ବିଚାରବିମର୍ଶ । ଆଇନଶୃଙ୍ଖଳା ପରିସ୍ଥିତି ସହ…

୮ ମହଲା ବିଲ୍ଡିଂର ଝରକାରେ ଝୁଲୁଥିଲା ଜଣେ କୁନି ବାଳକ । ବଞ୍ଚାଇଦେଲେ ଯୁବକ, ଦେଖନ୍ତୁ ଭିଡିଓ…

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଜୋରଦାର ଭାଇରେଲ ହୋଇଛି ଏକ ଭିଡିଓ । ଯେଉଁଥିରେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ୮ମହଲା ବିଶିଷ୍ଟ କୋଠା ଉପରକୁ ଚଢୁଛନ୍ତି । ତଳେ ଛିଡାହୋଇଥିବା ଲୋକେ ଭିଡିଓ କରିବା ସହ ଆଶ୍ଚର୍ଯ୍ୟ ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । କାହିଁକି ନା, ୮ମହଲାର…

ମହାନଦୀର ସବୁଠାରୁ ବଡ ଗଣ୍ଡ ସାତକୋଶିଆରେ ହ୍ରାସ ପାଉଛି ଜଳସ୍ତର । ଉପର ମୁଣ୍ଡରେ ବ୍ୟାରେଜ ଯୋଗୁଁ ଲଗାତାର ଭାବେ କମୁଛି…

କନକ ବ୍ୟୁରୋ : ଧୀରେ ଧୀରେ କମିବାକୁ ଲାଗୁଛି ମହାନଦୀର ସବୁଠାରୁ ବଡ଼ ଗଣ୍ଡ କୁହାଯାଉଥିବା ସାତକୋଶିଆ ଗଣ୍ଡର ଜଳସ୍ତର । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ହେବା ପରେ ସାତକୋଶିଆ ଗଣ୍ଡର ଜଳସ୍ତର ସାଙ୍ଗକୁ ଗଣ୍ଡର ଓସାର ଓ ଗଭୀରତା କମିଥିବା ନେଇ ଅନୁମାନ କରାଯାଇଛି । ଫଳରେ ସାତକୋଶିଆର…