Daily Archives

May 14, 2022

ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଳବ ଦେବ, ଜାଣନ୍ତୁ କଣ ରହିଛି କାରଣ

କନକ ବ୍ୟୁରୋ : ଆଜି ବିଜେପି ଶାସିତ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ଦେବା ପରେ ବିପ୍ଳବ ଦେବ କହିଛନ୍ତି ପାର୍ଟିର ଆଦେଶକୁ ମାନିବା ଜଣେ ଶୃଙ୍ଖଳିତ କର୍ମୀର ପ୍ରଥମ କର୍ତବ୍ୟ…

ବଲିଉଡ୍ ଷ୍ଟାଇଲରେ ନିର୍ମାଣ ହୋଇଛି ଓଡ଼ିଆ ଚଳଚିତ୍ର । ଦୁର୍ଗମ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ ସଂଘର୍ଷ…

କନକ ବ୍ୟୁରୋ: ମାଓବାଦୀ ଅଞ୍ଚଳରେ ରୋଗୀ ସେବା କରି ଚର୍ଚ୍ଚାକୁ ଆସିଥିବା ଡାକ୍ତର ଓଁକାର ହୋତାଙ୍କ ଉପରେ ଆଧାରିତ ଫିଲ୍ମ ଦମନକୁ ନେଇ ଚାରିଆଡେ ଚର୍ଚ୍ଚା । ସତ କାହାଣୀ ଉପରେ ଅଧାରିତ ଏହି ଫିଲ୍ନରେ ଡାକ୍ତରଙ୍କ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ ଷ୍ଟାର ବାବୁସାନ୍ ମହାନ୍ତି । ସହରୀ ଜୀବନୀରୁ…

କେନ୍ଦୁଝରରେ ଅଛି କି ସୁନା ଖଣି ! ଫିଲ୍ମ KGF ସହ କେନ୍ଦୁଝର ସୁନାଖଣି ଲାଗି ସର୍ଭେର ସାମଞ୍ଜସ୍ୟ ଥିବା ଚର୍ଚ୍ଚା ।

କନକ ବ୍ୟୁରୋ: କେନ୍ଦୁଝରରେ ଥାଇପାରେ ସୁନା ଖଣି । ବାଂଶପାଳ ବ୍ଲକ ଅଂଚଳର ପାଖାପାଖି ୧୫ଟି ସ୍ଥାନରେ ସୁନା ଖଣି ସନ୍ଧାନ ପାଇଁ ସର୍ଭେ କରୁଛି ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ । ବଡ଼ ବଡ଼ ମେସିନ୍ ଦ୍ୱାରା ପାଖପାଖି ୧୦୦ ମିଟର ଡ୍ରିଲ କରି ନମୁନା ସଂଗ୍ରହ କରାଯାଉଛି । ଏଥିପାଇଁ କ୍ୟାମ୍ପ ବସାଇ…

ହସ୍ପିଟାଲରେ ଲାଗିଲା ନିଆଁ । ପଞ୍ଜାବ ଗୁରୁ ନାନକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ।

କନକ ବ୍ୟୁରୋ: ହସ୍ପିଟାଲରେ ଲାଗିଲା ନିଆଁ । ପଞ୍ଜାବର ଅମୃତସରରେ ଥିବା ଗୁରୁ ନାନକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେଇଛି । ତେବେ ହସ୍ପିଟାଲରୁ ବାହାରୁଥିବା ଧୂଆଁ ହିଁ, ଏ ଘଟଣା କେତେ ଭୟଙ୍କର ହୋଇପାରେ ତାହା ବୟାନ…

ଆର୍ମୀ ଅଫିସରଙ୍କ ଦରମା କେତେ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

କନକ ବ୍ୟୁରୋ : ଦେଶରେ ଲକ୍ଷ ଲକ୍ଷ ଯୁବକଙ୍କ ସ୍ୱପ୍ନ ରହିଥାଏ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ । ମାଟି ମାଆର ସେବା କରିବା ପାଇଁ । ସେନାର ବିଭିନ୍ନ ପଦବୀ ପାଇଁ ପ୍ରତିବର୍ଷ ବିଜ୍ଞପ୍ତି ବାହାରିଥାଏ ଏବଂ ପ୍ରତିବର୍ଷ ହଜାର ହଜାର ଯୁବକ ଚାକିରି ପାଇଁ ସେନାରେ ଭର୍ତ୍ତି ହୋଇଥାନ୍ତି ।…

ଅବସର ଘୋଷଣା ନେଇ ଟ୍ୱିଟ କରିବାର କିଛି ସମୟ ପରେ ଟ୍ୱିଟ୍ ଡିଲିଟ କଲେ ଅମ୍ବାତି ରାୟୁଡୁ, ଜାଣନ୍ତୁ କାହଁକି ?

କନକ ବ୍ୟୁରୋ : ଏବେ ଆଇପିଏଲର ମହାସମର ଚାଲିଛି । ହେଲେ ସିଜିନ ଅଧାରୁ ଚେନ୍ନାଇ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ ଆଜି ମଧ୍ୟାହ୍ନରେ ନିଜର ଅବସର ଘୋଷଣା ନେଇ ନିଜ ଟ୍ୱିଟର ହ୍ୟାଣ୍ଡଲରୁ ଟ୍ୱିଟ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଥିଲେ କି ଚଳିତ ଆଇପିଏଲ ସିଜିନ…