କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ସଦର ମହୁକମାରେ ଚାଲିଛି ମହାରାଜ କଂସ ରାଜୁତି । ମଥୁରାନଗରୀକୁ ରାଜନେତା ଓ ସାମ୍ବାଦିକଙ୍କୁ ମହାରାଜ କଂସଙ୍କ ଡାକରା । ନିର୍ଦେଶ ପାଇ କଂସଙ୍କ ଦରବାରରେ ହାଜର ହେଲେ ସମସ୍ତ ଅତିଥି, ଚାଲିଲା ବିଚାରବିମର୍ଶ । ଆଇନଶୃଙ୍ଖଳା ପରିସ୍ଥିତି ସହ ବ୍ଲକରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରି ଫଇସଲା କରିଛନ୍ତି ମହାରାଜ କଂସ ।
ମହାରାଜ କଂସରାଜଙ୍କ ଦରବାରକୁ ରାଜନେତା, ପ୍ରଶାସକ ଓ ସାମ୍ବାଦିକଙ୍କୁ ଡାକରା । ମଥୁରାରେ ବସିଲା ରାଜଦରବାର ।
/kanak/media/post_attachments/wp-content/uploads/2022/05/3-16.jpg)